ମନୋରଞ୍ଜନ

ଫୁଡ୍‌ ଡେଲିଭରୀ ବୟ ଚରିତ୍ରରେ କମେଡି କିଙ୍ଗ୍‌ କପିଲ ଶର୍ମା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସିଖବର। ‘କିସ-କିସ କୋ ପ୍ୟାର୍‌ କରୁଁ’ ଓ ‘ଫିରଙ୍ଗି’ ଭଳି ଫିଲ୍ମରେ କାମ କରିବା ପରେ ଏବେ ତାଙ୍କର ଆଉ ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି। ଭେଟେରାନ ଫିଲ୍ମ…

ଭଲ କ୍ୟାପଶନ୍‌ ଦେଲେ ଘରକୁ ଡକାଇବେ ଅନୁପମ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଅନୁପମ ଖେର ତାଙ୍କର ଅନନ୍ୟ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଥିବା ଅନୁପମ ଖେର ପ୍ରାୟ ସମୟରେ ନିଜ ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଓ ଭିଡିଓ…

ରିଲିଜ ହେଲା ଶୋ’ ଲକଅପର ଧମାକାଦାର ଟ୍ରେଲର

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ପଙ୍ଗା ଗର୍ଲ କଙ୍ଗନା ରାନାୱତ ଏବେ ତାଙ୍କ ନୂଆ ଶୋ’କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସବୁ ପ୍ରସଙ୍ଗକୁ ନେଇ ସେ ଅନେକ ସମୟରେ ନିଜର ମତ ରଖିଥାଆନ୍ତି…

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଅଭିନେତ୍ରୀ ବିଦ୍ୟା ବାଲାନ, ଭୂଷଣ କୁମାର, ଶକ୍ତି କପୁର, ସୁନୀଲ ପାଲ, ଶାନ,…

ବାପି ଦାଙ୍କୁ ଶେଷ ସମ୍ମାନ ଜଣାଇଲେ ସେଲିବ୍ରିଟି…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇ ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ପହଞ୍ଚିଛି।…

ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ ହୋଇଗଲା । ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ…

ଶେଷ ଯାତ୍ରା ଆରମ୍ଭ…

ମୁମ୍ବାଇ,୧୭।୨ : ଡିସ୍କୋ କିଙ୍ଗ୍‌ ବାପି ଲାହିରୀଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତାଙ୍କର ଶେଷ ଯାତ୍ରା ଗୁରୁବାର ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଛି। ମୁମ୍ବାଇର ଓ୍ବିଲେ ପାର୍ଲରେ ଅବସ୍ଥିତ ପୱନ ହଂସ ଶ୍ମଶାନ ଘାଟରେ ଅନୁଷ୍ଠିତ…

ତାଣ୍ଡବ କରିବେ ସଞ୍ଜୟ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ୮୦ ଦଶକରୁ ବଲିଉଡରେ କାମ କରୁଥିବା ବେଳେ ଦିନକୁ ଦିନ ଏଠାରେ ତାଙ୍କ ଡିମାଣ୍ଡ ବଢିବାରେ ଲାଗିଛି । ବଲିଉଡ ଇଣ୍ଡଷ୍ଟ୍ରିର ନିର୍ମାତା-ନିର୍ଦ୍ଦେଶକ ଆଖି ବନ୍ଦ କରି ସଞ୍ଜୟଙ୍କ ଉପରେ କୋଟି କୋଟି ଟଙ୍କାର…

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଥିଲା ବାପି ଲାହିରିଙ୍କ ପୁରୁଣା ସମ୍ପର୍କ

ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରିଙ୍କ ଦେହାନ୍ତ ହୋଇଛି। ମାତ୍ର ୬୯ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଶେଷରେ…

କାହିଁକି ପୁଳା ପୁଳା ସୁନା ପିନ୍ଧୁଥିଲେ ବାପି ଦା’

ବଲିଉଡ୍‌ର ପ୍ରଖ୍ୟାତ ସଜ୍ଞୀତଜ୍ଞ ବାପି ଲାହିରିଙ୍କ ପରଲୋକ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ପରଲୋକ ସଙ୍ଗୀତ ଶିଳ୍ପ ପାଇଁ ଏକ ବଡ଼ କ୍ଷତି । ୭୦ରୁ ୮୦ ଦଶକରେ ସେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ।…

କେମିତି ଚାଲିଗଲା ଦୀପ ସିଦ୍ଧୁଙ୍କ ଜୀବନ: ପୂରା ଘଟଣା ବଖାଣିଲେ ପ୍ରେମିକା

ପଞ୍ଜାବୀ ଅଭିନେତା-ଗାୟକ ଦୀପ ସିଦ୍ଧୁ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାବେଳେ ତାଙ୍କ ସହ ତାଙ୍କ ପ୍ରେମିକା ରୀନା ରାୟ ମଧ୍ୟ ଥିଲେ। ସେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ରୀନା ଏବଂ ଦୀପ ଏକାଠି ଭାଲେଣ୍ଟାଇନ ଡେ…

ଭିନ୍ନ ଅନ୍ଦାଜରେ ନଜର ଆସିଲେ ସୁହାନା

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ଝିଅ ସୁହାନା ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ସେ ବେଶ୍‌ ସକ୍ରିୟ। ସୁହାନାଙ୍କର ମଧ୍ୟ ଫ୍ୟାନ ଫଲୋର୍ସ କିଛି କମ୍‌ ନୁହନ୍ତି। ସେ ନୂଆ ନୂଆ ଫଟୋ ଭିଡିଓ ଶେୟାର କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri