ବଳାତ୍କାର ଅଭିଯୋଗରେ ବନ୍ଧାହେଲେ ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଆରମ୍ଭ ହେବା ପୂର୍ବରୁ କ୍ୟାରିୟର ହେଲା ଶେଷ। ବନ୍ଧାହେଲେ ଫିଲ୍ମ ନିର୍ଦ୍ଦେଶକ। ବଳାତ୍କାର ଅଭିଯୋଗରେ ମଲୟାଲମ ଫିଲ୍ମ ନିର୍ଦ୍ଦେଶକ ଲିଜୁ କ୍ରିଷ୍ଣାଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ କାକିନଡା ସ୍ଥିତ ଇନ୍ଫୋଶପାର୍କ ଥାନାରେ ଜଣେ ମହିଳା ବଳାତ୍କାର ଅଭିଯୋଗ…
ୟୁକ୍ରେନକୁ ୭୬ କୋଟି ଟଙ୍କାର ସହାୟତା ଦେଲେ ଅଭିନେତା
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଫଳାଫଳ ବାହାରିନାହିଁ। ଓସ୍କାର ବିଜେତା ଅଭିନେତା ଲିଓନାର୍ଡୋ ଡି…
ମୁହଁ ଖୋଲିଲେ ସୋନାକ୍ଷୀ
ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ଚର୍ଚ୍ଚା ହେଉଛି। ଦିଲ୍ଲୀର ଏକ ଇଭେଣ୍ଟରେ ଯୋଗ ଦେଇ ନ ଥିବା ଅଭିଯୋଗରେ ତାଙ୍କୁ ୩୭ ଲକ୍ଷ ଟଙ୍କା ଚାର୍ଜ କରାଯାଇଥିବା କୁହାଯାଉଛି। ତେବେ ଏନେଇ ମୁହଁ ଖୋଲିଛନ୍ତି ସୋନାକ୍ଷୀ।…
ପ୍ରଭାସଙ୍କ ବିବାହକୁ ନେଇ ଭବିଷ୍ୟବାଣୀ କଲେ ଜ୍ୟୋତିଷ
ସାଉଥ୍ ଅଭିନେତା ପ୍ରଭାସ ତାଙ୍କ ଦମଦାର ଅଭିନୟ ଏବଂ ଲୁକ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ବିବାହକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ପୁଣି ଏକ ବିବାହକୁ ନେଇ ଖବର ସାମ୍ନାକୁ ଆସିଛି।…
ଫଟୋଶୁଟକୁ ନେଇ ଚର୍ଚ୍ଚାରେ କାଜଲ
ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ଏବେ ଗର୍ଭବତୀ । ଏହି ଖବର ସେ କିଛିଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ସେ ତାଙ୍କ ପ୍ରେଗ୍ନେସିକୁ ଖୁବ୍ ଏନଜୟ କରୁଥିବା ମଝିରେ ମଝିରେ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶାଇ…
ଦୁର୍ଘଟଣା ପରେ ପୁଣି ଫେରିଲେ ‘ବଚପନ୍ କା ପ୍ୟାର୍’ ଷ୍ଟାର୍
ବଚପନ୍ କା ପ୍ୟାର ଫେମ୍ ସହଦେବ ଡିରଡୋଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସହଦେବ ଅଭିନେତ୍ରୀ ନୋରା ଫତେହିଙ୍କ ଗୀତ ଡ୍ୟାନ୍ସ ମେରୀ ରାନୀରେ ନାଚୁଥିବା ନଜର ଆସିଛନ୍ତି। ଏହି ଭିଡିଓ…
ରାଖୀ- ରଣବୀରଙ୍କୁ ଗୋଟିଏ ଷ୍ଟେଜରେ ଦେଖି ଏମିତି ଲେଖିଲେ ପ୍ରଶଂସକ
ହର୍ଟ ଗର୍ଲ ରାଖୀ ସାଓ୍ବନ୍ତ ପ୍ରାୟତଃ କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ ଅଭିନେତା ରଣବୀର ସିଂ ମଧ୍ୟ କିଛି କମ ନୁହଁନ୍ତି। ରଣବୀର ତାଙ୍କ ଫ୍ୟାଶନ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଭିରଲ ଭୟାନୀଙ୍କ ଅଫିସିଆଲ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରୁ ଏକ…
ଗ୍ଲୋବାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଡେବ୍ୟୁ କରିବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲେଣି । ନେଟଫ୍ଲିକ୍ସରେ ସେ ‘ହାର୍ଟ ଅଫ୍ ଷ୍ଟୋନ’ ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ସେ ‘ୱାଣ୍ଡର ଓମ୍ୟାନ’ ଷ୍ଟାର ଗେଲ…
ପରିଣୀତିଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ବଡ଼ ଭଉଣୀ
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। ତାଙ୍କ କ୍ୟାରିୟର ସହ ଜଡ଼ିତ ପ୍ରତ୍ୟେକ ଛୋଟ ଏବଂ ବଡ ସଫଳତାକୁ ସେ ନିଜ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ପରିଣୀତି ସୋସିଆଲ ମିଡିଆରେ ନିଜର ଏକ ଫଟୋ…
ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ମହେଶ-ଆଲିଆ
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ‘ ଗଙ୍ଗୁବାଇ କାଠିଆୱାଡି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବା ପରେ ବକ୍ସ ଅଫିସରେ ୧୦୦ କୋଟି କ୍ଲବ୍ ନିକଟରେ ଅଛି । ସେହିପରି ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆର୍ଆର୍ଆର୍’ରେ ଆଲିଆଙ୍କୁ ଦେଖିବାକୁ ମିଳିବ…
ପୁଣି ହସ୍ପିଟାଲ୍ରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା, ପୋଷ୍ଟ ଶେୟାର କରି ଦେଲେ ସୂଚନା
ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅସୁସ୍ଥ ହୋଇ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଫେବୃୟାରୀରେ ଐଶ୍ୱର୍ଯ୍ୟା କୋଭିଡ ସଂକ୍ରମଣ ହୋଇଥିଲେ , ଏବଂ ଚିକିତ୍ସା…
ରିଲିଜ୍ ହେଲା ‘ବଚ୍ଚନ ପାଣ୍ଡେ’ର ନୂଆ ଗୀତ
ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଫିିଲ୍ମ ‘ବଚ୍ଚନ ପାଣ୍ଡେ’ର ଆଉ ଏକ ନୂଆ ଗୀତ ରିଲିଜ୍ ହୋଇଛି । ପୂର୍ବରୁ ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଦର୍ଶକେ ଖୁବ୍ ଉତ୍ସାହର ସହ ଏହାକୁ ଅପେକ୍ଷା ରଖିଛନ୍ତି । ଫିଲ୍ମଟି ରିଲିଜ୍…
Archives


