ଜୋରିମନା ଦେଲେ ଅଲ୍ଲୁ ଅର୍ଜୁନ
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଲୁ ଅର୍ଜୁନ ଟ୍ରାଫିକ ନିୟମ ଉଲ୍ଲଂଘନ କରି ଫସିଯାଇଛନ୍ତି। ତାଙ୍କ ଜୋରମନା ଦେବାକୁ ପଡିଛି। ଅଲୁ ଅର୍ଜୁନ ରେଞ୍ଜ ରୋଭର ବିଳାସପୂର୍ଣ୍ଣ ଏସୟୁଭି ୱିଣ୍ଡୋରେ ଏକ କଳା କାଚ ଲଗାଯାଇଥିଲା। ଏହି କାରଣରୁ ହାଇଦ୍ରାବାଦ ପୋଲିସ…
୧୨ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ
ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ କେବଳ ଏକାଠି କାମ କରିଛନ୍ତି ତା’ନୁହଁ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ବାଳିକା ବଧୂରେ ମଧ୍ୟ ଦୁହେଁ କାମ କରିସାରଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆ…
ଏହି ଦିନଠୁ ଆରମ୍ଭ ହେବ ରଣବୀର-ଆଲିଆଙ୍କ ବିବାହ ରୀତିନୀତି
ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବେଶ୍ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ଧରି ଡେଟିଂ କରୁଥିବା ଏହି ଯୋଡି ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ…
ଅଲଗା ହେବା ପରେ ପ୍ରଥମ ଥର ଫଟୋ ଶେୟାର କଲେ ସାମନ୍ଥା
ସାଉଥ୍ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଦୁହିଁଙ୍କର ୪ ବର୍ଷର ସମ୍ପର୍କକୁ ପୂର୍ଣ୍ଣଚ୍ଛେଦ ପକାଇ ଅଲଗା ହୋଇଯିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ…
ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ଅଭିନେତା
ଆର୍ଆର୍ଆର୍ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ନିକଟରେ ରାମଚରଣ ଏକ ସାକ୍ଷାତକାରରେ କହିଥିଲେ ଯେ, ମୁଁ ପୂର୍ବରୁ ହିଁ…
ଫୋନ୍ ଓ୍ବାଲ୍ପେପର୍ରେ ଏବେ ବି ଅଛି ସିର୍ଦ୍ଧାର୍ଥଙ୍କ ଫଟୋ
ବମ୍ବେ: ସିଦ୍ଧାର୍ଥ ନାହାନ୍ତି ସତ, ହେଲେ ପଛରେ ରହିଯାଇଛି ତାଙ୍କର ସ୍ମୃତି। ଭୁଲିବାକୁ ଚାହିଁଲେ ବି ଭୁଲିପାରୁନାହାନ୍ତି ଶେହନାଜ ଗିଲ। କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ୩୯ ବର୍ଷ ବୟସରେ ହୃଦ୍ଘାତରେ ସିର୍ଦ୍ଧାର୍ଥଙ୍କ ମୃତ୍ୟୁ ଘଟିଛି। ଏଥିରେ ସବୁଠାରୁ…
ଲୁଚାଛପା ପରେ ଏବେ ଖୋଲାଖୋଲି ଚାଲିଛି ପ୍ରେମ
ବମ୍ବେ: ପ୍ରଥମେ ଲୁଚାଛପା ପରେ ଏବେ ଖୋଲାଖୋଲି ଚାଲିଛି ପ୍ରେମର ଗାଡ଼ି। ଆମେ କହୁଛୁ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ କଥା। ଏବେ ସେ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି। ପ୍ରଥମ ସ୍ତ୍ରୀ ସୁଜୈନ ଖାନଙ୍କଠାରୁ ଅଲଗା ହେବା ପରେ ଏକାକି…
ବିଜୟ ନୁହନ୍ତି ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ରଶ୍ମିକା, କରିଥିଲେ ନିର୍ବନ୍ଧ…
ବମ୍ବେ: ଭାରତର ‘ନ୍ୟାଶନାଲ କ୍ରସ’ ରଶ୍ମିକା ମନ୍ଦାନାଙ୍କ ପାଇଁ ଆଜିର ଦିନ ବହୁତ ଖାସ୍। କାରଣ ୧୯୯୬ ମସିହା ଆଜିର ଦିନରେ କର୍ନାଟକର ବିରାଜପେଟରେ ଜନ୍ମଗ୍ରହଣ କରିଥିଲେ ସେ। ପାଠପଢ଼ାରେ ବେଶ ଭଲ ଥିଲେ ହେଁ ଅଭିନୟକୁ ନିଜର କ୍ୟାରିୟର ଭାବେ…
ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ କମେଡି କୁଇନ୍; କାହାକୁ ଜଣାଇ ନ ଥିଲେ…
ମୁମ୍ବାଇ: ପ୍ରସବ ପୂର୍ବଦିନ ଯାଏଁ କାମ କରି ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କମେଡି କୁଇନ ଭାରତୀ। ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେବେ ଡେଲିଭରୀର ପୂର୍ବ ଦିନ ରାତିରେ ତାଙ୍କ ଅବସ୍ଥା କିଭଳି ଥିଲା…
କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ଅଭିନେତ୍ରୀ; ଅନେକ ସହରରେ ଘର, ଦାମୀ ଗାଡ଼ିର ସଉକ
ହାଇଦ୍ରାବାଦ: ଅଭିନୟ ସାଙ୍ଗକୁ ନିଜର ଚୁଲ୍ବୁଲି ସ୍ବଭାବକୁ ନେଇ ପ୍ରଶଂସକଙ୍କ ଗହଣରେ ବେଶ ପରିଚିତ ରଶ୍ମିକା ମନ୍ଧାନା। ଆଜି ହେଉଛି ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୯୬ ଏପ୍ରିଲ ୫ ତାରିଖରେ କର୍ନାଟକରେ ତାଙ୍କର ଜନ୍ମ। ୨୦୧୬ରେ କନ୍ନଡ ଫିଲ୍ମ ‘କିରିକ…
ରାକ୍ଷୀ ସାଓ୍ବନ୍ତଙ୍କ ନାଁ ଶୁଣିବା ମାତ୍ରେ ରାଗି ଗଲେ
ବମ୍ବେ: ଦିନ ଥିଲା ରାକ୍ଷୀ ସାଓ୍ବନ୍ତଙ୍କୁ ଜୋର ଜବରଦସ୍ତ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ। ହେଲେ ଏବେ ଜଣେ ଖବରଦାତା ତାଙ୍କୁ ରାକ୍ଷୀଙ୍କ ବିଷୟରେ ପ୍ରଶ୍ନଟିଏ ପଚାରିଦେଲେ ବୋଲି ସେ ରାଗରେ ନିଆଁବାଣ ହୋଇଯାଇଥିଲେ।…
ସାଉଥ୍ ସିନେମାର ପ୍ରଥମ, ଗ୍ରୀସରେ ରିଲିଜ୍ ହେବ ଫିଲ୍ମ
ସାଉଥ୍ ସିନେମାର ରକିଂ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ‘କେଜିଏଫ୍-୨’କୁ ଅପେକ୍ଷା କରିଛନ୍ତି ଦର୍ଶକ। ଏହି ଫିଲ୍ମଟି ଆସନ୍ତା ୧୪ ରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଫିଲ୍ମ ବିଷୟରେ ବଡ ଖବର ଆସିଛି । ସାଉଥ୍ ସିନେମାର ପ୍ରଥମ…
Archives


