ପାକିସ୍ତାନ ଅଭିନେତ୍ରୀଙ୍କ ସହ ସିଗାରେଟ୍ ଟାଣି ଚର୍ଚ୍ଚାକୁ ଆସିଥିଲେ ରଣବୀର
ମୁମ୍ବାଇ: ଦିନ କେଇଟାରେ ମିସେସ୍ କପୁର ହେବେ ଚୁଲ୍ବୁଲୀ ଆଲିଆ ଭଟ୍ଟ। ଏକଦା ଅନେକ ଯୁବତୀଙ୍କ ମନର ମଣିଷ ସାଜିଥିବା ରଣବୀର କପୁରଙ୍କ ହାତ ଧରିବେ ସେ। ଜଣେ ପ୍ରଶଂସିକା ସହ ନମ୍ବର ଓ୍ବାନ୍ ପ୍ରେମିକା ବୋଲି ତାଙ୍କୁ କୁହାଯାଏ। କାରଣ…
ଫିଲ୍ମ ‘ଧାକଡ଼’ର ଟିଜର ରିଲିଜ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଅଭିନୀତ ଫିଲ୍ମ ‘ଧାକଡ଼’ର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଟିଜରରେ କଙ୍ଗନାଙ୍କୁ ଜବରଦସ୍ତ ଲୁକ୍ରେ ଦେଖିବାକୁ ମିଳିଛି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିବା ଜଣାପଡିଛି। ତେବେ ରିଲିଜ୍ ହୋଇଥିବା ଟିଜରରେ କଙ୍ଗନା ଜବରଦସ୍ତ…
ପୁଲ ପାର୍ଟିରେ କିମିଆ କଲା ଶନାୟାଙ୍କ ଟୋନ୍ଡ ଫିଗର
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏବେ ସେ ସୋସିଆଲ ମିଡିଆର କୁଇନ୍ ପାଲଟି ଯାଇଛନ୍ତି । ଇନଷ୍ଟାଗ୍ରାମରେ ଶନାୟାକୁ ୧ ମିଲିୟନରୁ ଅଧିକ ଲୋକେ…
ବିଳାସପୂର୍ଣ୍ଣ କାର ଛାଡ଼ି ଅଟୋରେ ଯାଉଛନ୍ତି ଏହି ଅଭିନେତ୍ରୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଈଶା ଗୁପ୍ତା ଅନ୍ୟତମ। ସୋସିଆଲ ମିଡିଆରେ ସେ ବେଶ ସକ୍ରିୟ। ପ୍ରାୟ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭୋଇରାଲ ହୁଏ। ମାତ୍ର ବର୍ତ୍ତମାନ ତାଙ୍କର ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ଯେ…
୧୪ରେ ପଡିବନି ହାତଗଣ୍ଠି
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ବିବାହକୁ ନେଇ ଏକ ଅପଡେଟ ସାମ୍ନାକୁ…
ତୃତୀୟ ସପ୍ତାହରେ ଫିଲ୍ମ ‘ଆରଆରଆର’ର ଜବରଦସ୍ତ ରେକର୍ଡ
ମୁମ୍ବାଇ: କୋମାରାମ ଭୀମ ଓ ଆଲୁରୀ ସୀତାରାମ ରାଜୁଙ୍କ ଚରିତ୍ରରେ ଅଭିନୟ କରିଥିବା ଜୁନିୟର ଏନ୍ଟିଆର ଓ ରାମଚରଣଙ୍କ ବେଶ୍ ରୋମାଞ୍ଚକର କାହାଣୀ ‘ଆରଆରଆର’ ବକ୍ସ ଅଫିସ୍ରେ ଏବେ ଧମାଲ୍ କରୁଛି। ଦିନକୁ ଦିନ ଏହି ଫିଲ୍ମ ସମସ୍ତ ରେକର୍ଡ ଭାଙ୍ଗିବାରେ…
ମା’ ହେବାକୁ ଯାଉଛନ୍ତି ବ୍ରିଟନି ସ୍ପିୟର୍ସ
ପ୍ରସିଦ୍ଧ ଆମେରିକୀୟ ଗାୟିକା ବ୍ରିଟନି ସ୍ପିୟର୍ସ ତୃତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମ ଯୋଗେ ସୂଚନା ଦେଇଛନ୍ତି। ନିକଟରେ ପ୍ରେମିକ ସାମ ଅସଘରୀଙ୍କ ସହ ମାଓ୍ବି ଟ୍ରିପ୍ରୁ ଫେରିବା ପରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ…
ଆଡଭାନ୍ସ ବୁକିଂରେ ଆର୍ଆର୍ଆର୍କୁ ପଛରେ ପକାଇଲା କେଜିଏଫ୍-୨
ୟଶ ଷ୍ଟାରର ଫିଲ୍ମ କେଜିଏଫ୍-୨ ରିଲିଜ ପୂର୍ବରୁ ହିଁ ରେକର୍ଡ କରିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆର୍ଆର୍ଆର୍କୁ ମଧ୍ୟ ପଛରେ ପକାଇ ଦେଇଛି। କେଜିଏଫର ଦିତୀୟ ପାର୍ଟକୁ ନେଇ ସାଉଥ ସିନେପ୍ରେମୀଙ୍କ ମଧ୍ୟରେ ପୂର୍ବର ଉତ୍ସାହ ଥିଲା। ଏବେ ଉତ୍ତର…
ମ୍ୟାଟରନିଟି ଫଟୋଶୁଟ ଶେୟାର କଲେ କାଜଲ
ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେଗ୍ନେସି ପିରିୟଡକୁ ଖୁସିରେ କାଟିବାକୁ ଚାହୁଁଛନ୍ତି । ସେଥିପାଇଁ ସେ କିଛି ନା କିଛି କରୁଥିବା ସବୁବେଳେ ନଜର ଆସିଛି । ସୋସିଆଲ ମିଡିଆରେ ଆକ୍ଟିଭ…
ରିଲିଜ୍ ପୂର୍ବରୁ ରେକର୍ଡ ଭାଙ୍ଗିଲା କେଜିଏଫ୍ ୨
ଫିଲ୍ମ କେଜିଏଫ୍ ଚାପ୍ଟର ୨ ରିଲିଜ୍ ପୂର୍ବରୁ ରେକର୍ଡ କରିଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ପ୍ରତୀକ୍ଷା ଶେଷ ହେବାକୁ ଯାଉଛି। କେଜିଏଫ୍ ଚାପ୍ଟର ୨ ଚଳିତ ସପ୍ତାହରେ ରିଲିଜ ହେଉଛି। ଏହି…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାର
ମୁମ୍ବାଇ,୧୨।୪:ସ୍ବର କୋକିଳା ତଥା ଭାରତ ରତ୍ନ ଲତା ମଙ୍ଗେଶକରଙ୍କ ସ୍ମୃତିରେ ତାଙ୍କ ପରିବାର ଲତା ଦିନାନାଥ ମଙ୍ଗେଶକର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଲତା ମଙ୍ଗେଶକର ଏବଂ ତାଙ୍କ ପିତା ଦିନାନାଥ ମଙ୍ଗେଶକରଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବ। ପ୍ରତିବର୍ଷ…
ଓଟିଟିରେ ରିଲିଜ୍ ହେବ ଅଭିନେତାଙ୍କ ଶେଷ ଫିଲ୍ମ
ଲୋକପ୍ରିୟ କନ୍ନଡ ଅଭିନେତା ପୁନିତ୍ ରାଜକୁମାର ୨୦୨୧ ଅକ୍ଟୋବରରେ ଶେଷ ବିଦାୟ ନେଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ଶେଷ ଫିଲ୍ମ ‘ଜେମ୍ସ’ ମାର୍ଚ୍ଚ ୧୭ରେ ମୁକ୍ତିଲାଭ କରିଥିଲା। ତେବେ ବର୍ତ୍ତମାନ…
Archives


