ମା’ ହେଲେ ଏହି ଅଭିନେତ୍ରୀ
ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ…
ଡ୍ରେସିଂ ସେନ୍ସକୁ ନେଇ ପୁଣି ଟ୍ରୋଲ ହେଲେ ରାକ୍ଷୀ
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ତାଙ୍କ କୌଣସି ନା କୌଣସି କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଅତରଙ୍ଗୀ ଷ୍ଟାଇଲକୁ ଦେଖାଇବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ତେବେ ରାକ୍ଷୀଙ୍କୁ ଏଥି ଲାଗି ଖୁବ ଟ୍ରୋଲ ହେବାକୁ…
୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର
ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ ହେଲେ କପୁର ଖାନଦାନର ବୋହୂ । ଏହି ବିବାହ ଖୁବ୍ ଧୁମ ଧାମରେ ହୋଇଥିବା…
ବଢୁଛି କ୍ରେଜ୍, ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ ଆୟ କରିଛି ‘କେଜିଏଫ୍-୨’
ଫିଲ୍ମ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍-୨’ ରିଲିଜ୍ ହେବା ପରେ ସିନେମା ହଲ୍ରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ମଧ୍ୟ କରିଥିଲା ଏହି ଫିଲ୍ମ। ତେବେ ପ୍ରଥମ ଦିନରେ ଫିଲ୍ମଟି…
ଜାଣନ୍ତୁ କେଉଁଠି ହେବ ଲଭ୍ବାର୍ଡଙ୍କ ରିସେପ୍ସନ
ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଧୁମ୍ଧାମ୍ରେ ହୋଇଯାଇଛି। ୫ବର୍ଷର ସମ୍ପର୍କକୁ ଦୁହେଁ ଅଫିସିଆଲ କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଳିରେ ଦୁହିଁଙ୍କ ବିବାହ ସରିଛି। ବର୍ତ୍ତମାନ…
ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ
ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ ଦିନ କେଇଟା ଥିବା ବେଳେ ଶାୟଲୀଙ୍କ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
କେଜିଏଫ୍ ପ୍ରେମରେ କିଲି
ହାଇଦ୍ରାବାଦ: ରିଲିଜ ପରେ ପ୍ରଶଂସକଙ୍କ ହୃଦୟ ଜିତୁଛି ‘କେଜିଏଫ୍ ଚାପ୍ଟର ୨’। ଦର୍ଶକଙ୍କ କ୍ରେଜ୍ ଏତେ ଯେ ପ୍ରଥମ ଦିନରେ ହିଁ ବ୍ୟବସାୟରେ ରେକର୍ଡ କରିଛି ଫିଲ୍ମ। ଏସବୁ ମଧ୍ୟରେ କେଜିଏଫ୍ର ସଂଳାପ, ଗୀତ ସହ କିଛି ଡାଏଲଗ୍ର ରିଲ୍ସ ଏବେ…
ରିହାନାଙ୍କୁ ପ୍ରେମିକ ଦେଲେ ଧୋକା ! ବ୍ରେକ୍ଅପ୍ ନେଇ ବଢ଼ୁଛି ଚର୍ଚ୍ଚା…
ନୂଆଦିଲ୍ଲୀ: ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ହଲିଉଡ୍ର ଲୋକପ୍ରିୟ ଗାୟିକା ରିହାନା। କିଛି ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଗାୟିକାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ହେଁ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ରିହାନା ପ୍ରେମିକ ରକିଙ୍କ ସହ ବ୍ରେକ୍ଅପ୍…
ଉଦାହରଣ ପାଲଟିଲେ ଭାରତୀ
ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ ରିଆଲିଟି ଶୋ’ ‘ହୁନରବାଜ’ର ସେଟ୍ ବାହାରେ ଦେଖିବାକୁ ମିଳିଛି। ପଚରାଯିବାରେ କଷ୍ଟ ବହୁତ ହେଉଛି।…
ପ୍ରଥମ ଥର ଲାଗି ମୁହଁ ଖୋଲିଲେ
ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ ସହ…
୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ
ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି। ଆଉ…
ବିବାହକୁ ନେଇ ଏମିତି କହିଲେ ଅଭିନେତା
ସାଉଥ୍ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି ଦିନ ତଳେ ତାଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କ ପ୍ରଶଂସକ ସବୁବେଳେ…
Archives


