ଫିଲ୍ମର ସଫଳତା ପରେ ବାରଣାସୀରେ ପହଞ୍ଚିଲେ କାର୍ତ୍ତିକ
ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ରିଲିଜ୍ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । ଖୁବ୍ଶୀଘ୍ର ୧୦୦ ଛୁଇଁପାରେ ବୋଲି କୁହାଯାଉଛି। ନିକଟରେ ଫିଲ୍ମର ସଫଳତା ପରେ ଅଭିନେତା କାର୍ତ୍ତିକ ବାରଣାସୀରେ…
ଗୃହମନ୍ତ୍ରୀ ଦେଖିବେ ଅକ୍ଷୟ କୁମାରଙ୍କ ଫିଲ୍ମ‘ପୃଥ୍ବୀରାଜ’
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଚିଲ୍ଲାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୃଥ୍ବୀରାଜ’ ଖୁବ୍ଶୀଘ୍ର ସିନେମା ହଲ୍ରେ ରିଲିଜ ହେବାକୁ ଯାଉଛି। ଫିଲ୍ମଟି ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଜୀବନୀ ଉପରେ ଆଧାରିତ। ଏହାକୁ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେଇଛନ୍ତି।…
କଙ୍ଗନାଙ୍କ ଫିଲ୍ମ ଦେଖୁନାହାନ୍ତି ଦର୍ଶକ
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବାତଙ୍କ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ସଂପୂର୍ଣ୍ଣ ଫ୍ଲପ ମାରିଛି। ୧୦୦ କୋଟି ବଜେଟ୍ରେ ନିର୍ମିତ ଫିଲ୍ମଟି ଓିକେଣ୍ଡ ବେଳକୁ ଅନେକ ସିନେମାଘରୁ ହଟି ସାରିଛି। କଙ୍ଗନାଙ୍କ ଅଭିନୀତ ଏହି ଫିଲ୍ମଟି ପ୍ରଥମ ଦିନରେ ବହୁତ କମ…
ଅଙ୍ଗନୱାଡି ଶିଶୁଙ୍କୁ ସହଯୋଗର ହାତ ବଢାଇଲେ ଅକ୍ଷୟ
ଭୋପାଳ,୨୫ ।୫: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ପାଇଁ ଆରମ୍ଭ କରାଯାଇଥିବା ଯୋଜନାରେ ସାମିଲ ହେଲେ ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର । ଅଭିନେତାଙ୍କ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ଧନ୍ୟବାଦ ଦେଇଛନ୍ତି…
ପୁତ୍ର ସନ୍ତାନର ଜନନୀ ହେଲେ ଦିଶା
ମୁମ୍ବାଇ: ଲୋକପ୍ରିୟ କମେଡି ଶୋ’ ‘ତାରକ ମେହେଟ୍ଟା କା ଓଲ୍ଟା ଚଷମା’ପ୍ରଶଂସକଙ୍କ ପାଇଁ ଖୁସି ଖବର। ପୁଣି ଥରେ ମା’ ହୋଇଛନ୍ତି ଦୟାବେନ ଓରଫ ଦିଶା ବକାନୀ। କିଛି ଦିନ ପୂର୍ବେ ସେ ପୁତ୍ରସନ୍ତାନର ଜନନୀ ହୋଇଛନ୍ତି। ଗୋଟିଏ ପଟେ ଦିଶା…
ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ କେଦାରନାଥରେ ହେବ ଫଟୋଗ୍ରାଫି ପଏଣ୍ଟ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି ଯାଇଛନ୍ତି ଯାହା ଦର୍ଶକଙ୍କ ହୃଦୟରେ ବସାବନ୍ଧି ରିହିଛି ଆଉ ରହିଥିବ । ୧୪ ଜୁନ…
୮ ବର୍ଷରେ ବାପାଙ୍କୁ ଅଭିନେତ୍ରୀ ହେବି କହିଥିଲେ ନୋରା, କଠୋର ହୋଇ …
ଅଭିନେତ୍ରୀ ନୋରା ଫତେହି ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ବର୍ତ୍ତମାନ ସାରା ବିଶ୍ୱରେ ପ୍ରସିଦ୍ଧ। ୨୦୧୮ରେ ତାଙ୍କର ଗୋଟିଏ ଗୀତ ତାଙ୍କୁ ବହୁତ ଉପରକୁ ନେଇ ଯାଇଥିଲା। ମାତ୍ର ଏହି ଯାତ୍ରା ଏତେଟା ସହଜ ନ ଥଲା। ପରିବାର ତରଫରୁ ତାଙ୍କୁ…
ଅକ୍ଷୟଙ୍କ ସହ ରୋମାଣ୍ଟିକ୍ ହେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ‘ପୃଥୀରାଜ’ ରିଲିଜ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟଙ୍କର ଆଉ ଏକ ଗୀତ ଟିଜର ରିଲିଜ ହୋଇଛି। ‘ମଖମଲୀ’ ଭଳି ଏକ ରୋମାଣ୍ଟିକ ଗୀତ ଟିଜରରେ…
ପୁଣି ଦୀପିକାଙ୍କ ଜଲଓ୍ବା
ଫ୍ରାନ୍ସରେ ଚାଲିଥିବା ଫିଲ୍ମର ସବୁଠୁ ବଡ ଇଭେଣ୍ଟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁଣି ଜଲଓ୍ବା ଦେଖାଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। କଳା ଗାଉନରେ ରେଡ୍ କାର୍ପେଟରେ ଏଣ୍ଟ୍ରି କରିଥିଲେ ସେ। ଦୀପିକାଙ୍କ ସୁନ୍ଦର ଅନ୍ଦାଜ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ…
ଆହତ ହେଲେ ସାମନ୍ଥା-ବିଜୟ
ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି । ଏବେ ନିକଟରେ ଉଭୟଙ୍କ ଫିଲ୍ମ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି ଯାହା…
ଓଟିଟିରେ ରିଲିଜ୍ ପରେ ବି ହଲ୍କୁ ଯାଉଛନ୍ତି ଦର୍ଶକ
ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ୍ ଚ୍ୟାପ୍ଟର ୨ ’ ରିଲିଜ୍ ହେବା ଠାରୁ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ବକ୍ସ ଅଫିସରେ ୧୨୨୧କୋଟି ଟଙ୍କା ଆୟ କରିଥିବା କୁହାଯାଉଛି। ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇସାରିଥିବା ବେଳେ ଦର୍ଶକ ହଲ୍ରେ ଫିଲ୍ମକୁ…
ଝିଅର ଫଟୋ ଶେୟାର କଲେ ଆଦିତ୍ୟ
ବଲିଉଡର ଅଭିନେତା ତଥା ଗାୟକ ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ଚଳିତ ବର୍ଷ ପ୍ରଥମ ଥର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତ ଫେବୃୟାରୀ ୨୪ରେ ଶ୍ୱେତା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏ ନେଇ ଆଦିତ୍ୟ…

