ଅଲଗା ହେବେ ସୁସ୍ମିତାଙ୍କ ଭାଇଭାଉଜ!
ବମ୍ବେ: ଅଲଗା ହେବେ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ଭାଉଜ। କିଛି ଏଭଳି ଚର୍ଚ୍ଚା ଏବେ ବଲିଉଡ୍ରେ ହେବାରେ ଲାଗିଛି। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ସୁସ୍ମିତାଙ୍କ ଭାଇ ରାଜୀବ ପ୍ରେମିକା ଚାରୁ ଅସୋପାଙ୍କୁ ୨୦୧୯ରେ ବିବାହ କରିଥିଲେ।…
‘ଶମଶେରା’ରେ ସଞ୍ଜୟଙ୍କ ଭିନ୍ନ ଲୁକ୍
ମୁମ୍ବାଇ: ରଣବୀର କପୁର, ବାଣୀ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଶମଶେରା’ର ଟ୍ରେଲର ୨୪ ଜୁନ୍ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ଟିଜର ଦେଖି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠିଥିବା ବେଳେ ରଣବୀର…
ରେସ୍ତୋରାଁ ‘ସୋନା’ ଲଞ୍ଚ କଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଏକ ଦିଗରେ ମନ ବଳାଇଛନ୍ତି । ଅଭିନୟରେ ଦର୍ଶକଙ୍କ ମନମୋହୁଥିବା ପିସି ଏବେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ସେ ଏବେ ନ୍ୟୁୟର୍କରେ ଏକ ଇଣ୍ଡିଆନ ରେସ୍ତୋରାଁ ‘ସୋନା’…
ଫିସ୍ ବଢାଇଲେ ପ୍ରଭାସ
ବାହୁବଳୀ ଫେମ୍ ପ୍ରଭାସ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଫିଲ୍ମ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରନ୍ତି। ଆଜିକାଲି ପ୍ରଭାସ ନିଜର ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଶୁଟିଂରେ ବ୍ୟସ୍ତ ଅଛନ୍ତି।…
ଏହି ଅଭିନେତାଙ୍କୁ ଗୋଟିଏ ସପ୍ତାହରେ ଆସିଲାଣି ୧୮୦ କୋଟି ବିବାହ ପ୍ରସ୍ତାବ!
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫିଲ୍ମ ‘ଭୁଲ୍ ଭୁଲେୟା ୨’ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୮୦ କୋଟି ବ୍ୟବସାୟ କରିସାରିଛି ଏବଂ ଖୁବ ଶୀଘ୍ର ୨୦୦ କୋଟି କ୍ଲବରେ…
ପୁଅ ଖୁସି ପାଇଁ ଏମିତି କଲେ ଶିଳ୍ପା
ବଲିଉଡ୍କୁ ଅନେକ ହିଟ୍ ଫିଲ୍ମ ଦେବା ପରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ ଓଟିଟିରେ ଧମାଲ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ସେ ତାଙ୍କର ଡିଜିଟାଲ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ…
ଓଟିଟିରେ ଧମାଲ କରିବେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ବକ୍ତିଗତ ଜୀବନ ସହ ବୃତ୍ତିଗତ ଜୀବନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ଇଣ୍ଡିଆନ…
ଏକଦା ଫିଲ୍ମରେ କାମ ଦେବାକୁ ମନା କରିଥିଲେ ଭାଇ,ହେଲେ ବଲିଉଡ୍ର ମହାନ ଖଳନାୟକ ପାଲଟିଥିଲେ…
ବମ୍ବେ: ଭାରତୀୟ ସିନେମାର ମହାନ ଖଳନାୟକଙ୍କ ମଧ୍ୟରୁ ଜଣେ ଥିଲେ ଅମରିଶ ପୁରୀ। ୧୯୩୨ରେ ଜନ୍ମିତ ଏହି ଅଭିନେତା ମିଷ୍ଟର ଇଣ୍ଡିଆ, ନସିବ, ହିରୋ, କୋଏଲା, କରନ ଅର୍ଜୁନ ଏବଂ ସଲ୍ତନତ ଭଳି ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି…
ଶୁଟିଂ ଶେଟ୍ରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଥିଲେ ଏହି ସାଉଥ୍ ଷ୍ଟାର, ଏଭଳି ଥିଲା ଲଭ୍ଷ୍ଟୋରୀ
ହାଇଦ୍ରାବାଦ: ତାମିଲ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ। ଦୁଇ ଦଶନ୍ଧି ଧରି ସେ ଅଭିନୟ କରି ଆସୁଛନ୍ତି। ସେ ପାଖାପାଖି ୬୫ ଫିଲ୍ମରେ ଅଭିନୟ କରିଥିବା ବେଳେ ସବୁଗୁଡ଼ିକ ହିଟ୍…
ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍
ଓ୍ବାଶିଂଟନ୍, ୨୨।୬: ପରଫେକ୍ଟ ଫେସ୍ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍ସନ୍ଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ସେହିପରି ହଲିଉଡ୍ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମୁହଁ ମଧ୍ୟ ବିଶ୍ୱର ସବୁଠୁ ସୁନ୍ଦର…
‘ନୋ ଏଣ୍ଟ୍ରି’ ସିକ୍ୱେଲରେ ସଲମାନଙ୍କ ସହ ନଜର ଆସିବେ ସାମନ୍ଥା!
ଆଗକୁ ରିଲିଜ୍ ହେବ ଦବଙ୍ଗ୍ ଖାନଙ୍କ ଫିଲ୍ମ ‘କଭି ଇଦ କଭି ଦିୱାଲୀ’। ଯାହାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ। ଇତି ମଧ୍ୟରେ ସଲମାନଙ୍କ ସୁପରହିଟ୍ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍ୱେଲକୁ ନେଇ ଆଲୋଚନା ହେଉଛି। ପୂର୍ବରୁ ମଧ୍ୟ ଏହି ଫିଲ୍ମର…
ଓଟିଟିରେ ରିଲିଜ୍ ହେବ ‘ଡକ୍ଟର ଷ୍ଟ୍ରେଞ୍ଜ୍’
ହଲିଉଡ୍ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ୍’: ମେଲ୍ଟିଭର୍ସ ଅଫ ମେଡନେସ’ ମେ’୬ରେ ସିନେମା ହଲ୍ରେ ରିଲିଜ୍ ହୋଇଥିଲା। ଯାହାକୁ ଦେଖିବା ପାଇଁ ଫିଲ୍ମ ହଲ୍ରେ ଦର୍ଶକଙ୍କ ଭିଡ ଜମିଥିଲା। ହେଲେ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଖୁସି ଖବର ଆସିଛି ଯେ, ଫିଲ୍ମ ‘ଡକ୍ଟର…
Archives


