ମନୋରଞ୍ଜନ

ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହି ସମୟରେ, ଏକ ମିଡିଆ ରିପୋର୍ଟକୁ ଦେଖିବା ପରେ ଆଲିଆ ଖୁବ ରାଗି…

ଏଭଳି ଭାବେ ଆଲିଆଙ୍କୁ ପ୍ରପୋଜ୍‌ କରିଥିଲେ ରଣବୀର!

ବମ୍ବେ: ପ୍ରଥମେ ବିବାହ ଆଉ ଏବେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରି ଚର୍ଚ୍ଚାରେ ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ଆଲିଆ ଭଟ୍ଟ-ରଣବୀର କପୁର। ଏହାକୁ ନେଇ ପ୍ରଶଂସକଙ୍କଠାରୁ ଆରମ୍ଭ କରି ସାଥୀ କଳାକାର ବେଶ ଖୁସି ଅଛନ୍ତି। ଉଭୟଙ୍କ…

ଜୁଲାଇ ୧ରେ ଓଟିଟିରେ ରିଲିଜ୍‌ ହେବ ‘ସମ୍ରାଟ ପୃଥ୍ବୀରାଜ’

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ବଡ଼ ପରଦାରେ ରିଲିଜ ହେବା ପରେ ଏବେ ଖୁବ୍‌ଶୀଘ୍ର ଏହା ଓଟିଟିରେ ରିଲିଜ ହେବାକୁ ଯାଉଛି। ଜୁଲାଇ ୧ରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ…

ବିବାହ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଲେ କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବିବାହ ପରେ ସେ ତାଙ୍କର ପ୍ରଥମ ଫିଲ୍ମ ରିଲିଜ ହେବା ନେଇ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ହେଉଛି ‘ଫୋନ ଭୂତ’ । ଏ ନେଇ ସୋସିଆଲ ମିଡିଆରେ କ୍ୟାଟ୍ରିନା…

ସେଲିବ୍ରିଟିଙ୍କୁ ନେହୁରା ହେଉଛନ୍ତି କରନ୍‌ ଜୋହର୍‌

ବମ୍ବେ: ବଲିଉଡର ଲୋକପ୍ରିୟ ଫିଲ୍ମନିର୍ମାତା ମଧ୍ୟରୁ କରନ୍‌ ଜୋହର ଅନ୍ୟତମ। ବ୍ୟକ୍ତିଗତ ଜୀବନ ହେଉ ଅଥବା ଚଳଚ୍ଚିତ୍ର, ବିବାଦରେ ରହିଥାନ୍ତି ସେ। ଏସବୁ ସତ୍ତ୍ୱେ ତାଙ୍କ ଫିଲ୍ମରେ କାମ କରିବାକୁ କଳାକାରମାନେ ଚାହିଁ ରହିଥାନ୍ତି। ହେଲେ ଏବେ ଏମିତି ସମୟ ଆସିଛି…

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌ ନେଇ କରିଛନ୍ତି ଘୋଷଣା। ଇନଷ୍ଟାଗ୍ରାମରେ ସନ୍ଦୀପ ଲେଖିଛନ୍ତି, ବାଜପେୟୀ ଭାରତର ରାଜନୈତିକ ଇତିହାସର ମହାନ…

ଫେରିବେ ମଲ୍ଲିକା

ମୁମ୍ବାଇ: କିଛିଦିନର ବିରତି ପରେ ଏବେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡ ବୋଲ୍ଡ କୁଇନ ମଲ୍ଲିକା ଶେରାୱତ । ଫିଲ୍ମ ‘ଆରକେ’ରେ ତାଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜଣେ ଚିନ୍ତିତ ନିର୍ଦ୍ଦେଶକ(ଆରକେ)ଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ ।…

ଜ୍ୟାକ୍‌ଲିନଙ୍କୁ ୮ ଘଣ୍ଟା ଜେରା

ନୂଆଦିଲ୍ଲୀ,୨୮।୬: ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ଙ୍କୁ ୮ ଘଣ୍ଟା ଜେରା କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ପୁଣି ଇଡି ଜ୍ୟାକଲିନଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର ଇଡି ପଚରାଉଚରା…

ଜୁଲାଇ ୪ରେ କୋର୍ଟରେ ହାଜର ହେବେ କଙ୍ଗନା

ମୁମ୍ବାଇ,୨୮ ।୬: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସେ ପ୍ରାୟ ସବୁ ବିଷୟକୁ ନେଇ ନିଜର ବୟାନ ଦେଇଥାଆନ୍ତି ଯେଉଁଥିରେ ବିବାଦ ଉପୁଜିଥାଏ । ହେଲେ ଏଥିରେ ସେ ପଛଘୁଞ୍ଚା ଦେଇ ନ ଥାଆନ୍ତି…

୬ବର୍ଷ ପରେ ପୁୁଣି ପରଦାକୁ ଫେରିବେ କରନ

ଅଭିନେତା କରନ ୱାହି ପ୍ରାୟ ୬ ବର୍ଷ ଧରି ଟିଭି ପରଦାରୁ ଦୂରେଇ ରହିଛନ୍ତି। ସେ ଖୁବ ଶୀଘ୍ର ‘ଚନ୍ନା ମେରେୟା’ ସହିତ ଛୋଟ ପରଦାକୁ ଫେରିବେ ବୋଲି ଜଣାପଡ଼ିଛି। ତେବେ ଯେତେବେଳେ କରନଙ୍କୁ ପଚରାଯାଇଥିଲା, ସେ କେତେ ଶୋ’ ରିଜେକ୍ଟ…

ଖୁସିଖବର ଦେବା ପରେ ଡିପି ବଦଳାଇଲେ ଆଲିଆ

ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏହି ଗୁଡନ୍ୟୁଜ୍‌ ସେ ନିଜେ ପ୍ରଶଂସକଙ୍କ ଶେୟାର କରିଛନ୍ତି। ଏହି ଘୋଷଣା ପରେ ସେ ନିଜ ଇନ୍‌ଷ୍ଟାଗ୍ରାମ ଡିପି ମଧ୍ୟ ବଦଳାଇ ଦେଇଛନ୍ତି। ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ…

ଜ୍ୟାକ୍‌ଲିନଙ୍କୁ ଇଡିର ଜେରା

ନୂଆଦିଲ୍ଲୀ, ୨୮।୬: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ନାଣ୍ଡିଜ୍‌ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟାଳୟରେ ହାଜର ହୋଇଛନ୍ତି। କନ୍‌ ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲାରେ ଇଡି ଜ୍ୟାକ୍‌ଲିନ୍‌ଙ୍କୁ ଜେରା କରିଛି। ଏ ମାମଲାରେ ଜ୍ୟାକଲିନଙ୍କୁ ୨ରୁ ୩ ଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri