ପରିବାର ସହ ଫିଲ୍ମ କରିବାକୁ ଚାହୁଁଛନ୍ତି ଜାହ୍ନବୀ, ନାଁ ରଖିବେ ନେପୋଟିଜମ
ମୁମ୍ବାଇ: ନିର୍ଦ୍ଦେଶକ ବୋନି କପୁର ଓ ଅଭିନେତ୍ରୀ ଶ୍ରୀଦେବିଙ୍କ ଝିଅ ତଥା ବଲିଉଡର ନବାଗତା ନାୟିକା ଜାହ୍ନବି କପୁର ନିଜ ପରିବାର ସହ ଏକ ଚଳଚ୍ଚିତ୍ର କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏବେ ଜାହ୍ନବୀ ତାଙ୍କ ଅପକମିଂ ଫିଲ୍ମର ପ୍ରମୋଶନରେ…
ପ୍ରସିଦ୍ଧ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ
ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇଥିଲେ।…
‘ଏମରଜେନ୍ସି’ ଫାଷ୍ଟ ଲୁକର ମେକିଂ ଭିଡିଓ ଶେୟାର କଲେ କଙ୍ଗନା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ଚଳିତ ବର୍ଷ ତାଙ୍କ ଅଭିନିତ ଶେଷ ଫିଲ୍ମ ‘ଧାକଡ’ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ବି ଏହା ଉପରେ ନଜର ନ ଦେଇ ଏବେ ଅପକିମଂ ଫିଲ୍ମ ‘ଏମରଜେନ୍ସି’ର…
କାର୍ତ୍ତିକଙ୍କ ହାତରେ ଆଉ ଏକ ବଡ଼ ପ୍ରୋଜେକ୍ଟ
ମୁମ୍ବାଇ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଦମ୍ଦାର ଅଭିନୟ ଏବଂ ଲୁକ୍କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ଭୁଲ ଭୁଲେୟା-୨’ର ଜବରଦସ୍ତ ଅଭିନୟ ପରେ ତାଙ୍କ ପାଖକୁ ଅଫର ଆସିବାରେ ଲାଗିଛି। ବଲିଉଡର ନାମଦାମୀ ପ୍ରଡ୍ୟୁସର ସାଜିଦ ନାଦିଆଦୱାଲାଙ୍କ…
ଶେହନାଜଙ୍କ ଗୋଡ ତଳେ ଲାଗୁନି
ଅଭିନେତ୍ରୀ ଶେହନାଜ ଗିଲ୍ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍ ବସ-୧୩ରୁ ରାତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବ୍ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ…
୨୦ ବର୍ଷର ପ୍ରେମ ପରେ ଶେଷରେ ବିବାହ କଲେ ଷ୍ଟାର୍ ଯୋଡି
ଦୀର୍ଘ ୨୦ ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ବିବାହ କରିଛନ୍ତି ହଲିଉଡ ସିଙ୍ଗର ଜେନିଫର ଲୋପେଜ ଓ ଅଭିନେତା ବେନ ଆଫଲେକ। ଉଭୟ ଲସ ବେଗାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜେନିଫରଙ୍କ ବୟସ ୫୨ ହୋଇଥିବା ବେଳେ ବେନଙ୍କ…
ପ୍ରଶଂସକଙ୍କ ଡିମାଣ୍ଡ୍ ପୂରଣ କଲେ ବିକି
ଅଭିନେତା ବିକି କୌଶଲ ଆଜିକାଲି ସ୍ତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ନିକଟରେ ବିକି ଇନଷ୍ଟାଗ୍ରାମରେ କ୍ୟାଟ୍ରିନାଙ୍କ ସହ ଏକ ସୁନ୍ଦର ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ଧଳା ଡ୍ରେସ୍ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି।…
ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଲେ ମାଧବନଙ୍କ ପୁଅ
ନୂଆଦିଲ୍ଲୀ,୧୭।୭: ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ପୁଣି ଏକ ରେକର୍ଡ ହାସଲ କରିଛନ୍ତି। ଜୁନିଅର ନ୍ୟାଶନାଲ ଆକ୍ୱାଟିକ୍ସର ୧୫୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ବେଦାନ୍ତ ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଛନ୍ତି। ସେ ୧୬ ମିନିଟର ପୂର୍ବ ଧାରକଙ୍କ ରେକର୍ଡ ଭାଙ୍ଗି…
ଯମଜ ସନ୍ତାନର ମା’ ହେବେ କି ଆଲିଆ
ବି ଟାଉନ୍ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ…
ବୋଲ୍ଡନେସ୍ରେ ଉର୍ଫିଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ରେ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍ ପାଇଁ ବେଶ୍ ଜଣାଶୁଣା। କିନ୍ତୁ ଏବେ ଉର୍ଫିଙ୍କୁ ପଛରେ ପକାଇଛନ୍ତି ଅଭିନେତ୍ରୀ ସୋଫିଆ ଅନସାରୀ। ସୋସିଆଲ ମିଡିଆରେ ସୋଫିଆ ଏକ ବୋଲ୍ଡ ଡ୍ୟାନ୍ସ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ଶାଢ଼ି ପିନ୍ଧିଛନ୍ତି।…
‘ବ୍ରହ୍ମାସ୍ତ୍ର’ର ପ୍ରଥମ ଗୀତ ରିଲିଜ୍, ରୋମାଣ୍ଟିକ୍ ଅନ୍ଦାଜ୍ରେ ନଜର ଆସିଲେ ରଣବୀର- ଆଲିଆ
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ଖୁବ୍ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ହେଲେ ଏବେ ଫିଲ୍ମର ପ୍ରଥମ ଗୀତ ‘କେସରିଆ’ରିଲିଜ୍ ହୋଇଛି। ଯାହା ବର୍ତ୍ତମାନ ଭାଇରାଲ ହେବା ସହ ୟୁଜର୍ସମାନେ ଏହି ଗୀତର ପ୍ରଶଂସା କରୁଛନ୍ତି।…
ବିମାନରେ ରୋମାଣ୍ଟିକ୍ ହେଲେ ଏହି ଦମ୍ପତି
ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଦିଶା ପରମାର ଆଜିକାଲି ତାଙ୍କ ଦ୍ୱିତୀୟ ହନିମୁନ୍ରେ ଯାଇଛନ୍ତି। ସ୍ବାମୀ ରାହୁଲ ବୈଦ୍ୟଙ୍କ ସହ ଦିଶାଙ୍କ ଅନେକ ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ଏହି…
Archives


