ମନୋରଞ୍ଜନ

କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ ରହୁଛି । କଙ୍ଗନା ରାନାୱତ ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । କେବଳ ସେତିକି…

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ନନ୍‌ ଗଭର୍ନମେଣ୍ଟ ଅର୍ଗାନାଇଜେଶନ୍‌ (ଏନ୍‌ଜିଓ) ପକ୍ଷରୁ…

ବାବୁସାନଙ୍କୁ ଅବାଟରେ ନ ଯିବାକୁ ନିବେଦନ କଲେ ପ୍ରଂଶସକ

ଭୁବନେଶ୍ୱର,୨୫।୭(ବ୍ୟୁରୋ): ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ଘଟଣାକୁ ୩ ତିନି ଦିନ ବିତିଥିଲେ ସୁଦ୍ଧା ଚର୍ଚ୍ଚା ଥମିବାର ନା ନେଉନି। ଘଟଣା ପରେ…

‘ସ୍କ୍ରୁ ଢିଲା’ ଟିଜର ରିଲିଜ, ସ୍କୁଲ ଶିକ୍ଷକରୁ ଫାଇଟର୍‌ଙ୍କୁ ଦେଖିଲେ ଦର୍ଶକ

ଟାଇଗର୍‌ ଶ୍ରଫଙ୍କ ଆଗାମୀ ଫିଲ୍ମ ‘ସ୍କ୍ରୁ ଢିଲା’ ଟିଜର୍‌ ରିଲିଜ ହୋଇଛି। ୩ ମିନିଟ୍‌ର ଏହି ଟିଜରରେ ଟାଇଗରଙ୍କୁ ଜଣେ ସ୍କୁଲ ଶିକ୍ଷକରୁ ଫାଇଟର୍‌ ଭାବେ ଦେଖିବାକୁ ମିଳିଛି। ଟାଇଗର୍‌ ଶ୍ରଫ ଏବଂ କରଣ ଜୋହାର ନିଜ ନିଜ ସୋସିଆଲ ମିଡିଆ…

ରଣବୀରଙ୍କ ନାଁରେ ମାମଲା: ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କ ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ ଏବେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ…

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ମୁମ୍ବାଇ,୨୫।୭:ବଲିଉଡ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ ହୋଇଛନ୍ତି। ଗିରଫ ଯୁବକଙ୍କ ନାଁ ମନବିନ୍ଦର ସିଂ। ସେ କ୍ୟାଟ୍ରିନାଙ୍କର ଜଣେ ବଡ଼ ପ୍ରଶଂସକ। ସେ ତାଙ୍କୁ ବିବାହ କରିବାକୁ ମଧ୍ୟ ଚାହାଁନ୍ତି।…

ରଜନୀକାନ୍ତଙ୍କୁ ସମ୍ମାନୀତ କଲା ଆୟକର ବିଭାଗ

ମୁମ୍ବାଇ,୨୫ ।୭: ସାଉଥ ସୁପରଷ୍ଟାର ରଜନୀକାନ୍ତ ନିୟମିତ ଭାବେ ଆୟକର ପଇଠ କରିଥିବାରୁ ମୁମ୍ବାଇ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ତାଙ୍କୁ ସମ୍ମାନୀତ କରିଛି । ତାଙ୍କ ଝିଅ ଐଶ୍ୱଯ୍ୟା ରଜନୀକାନ୍ତ ଇନଷ୍ଟାଗ୍ରାମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏହି ସମ୍ମାନ…

ମିକାଙ୍କ ହୃଦୟ ଜିତିଲେ ଆକାଂକ୍ଷା, ସାଜିବେ ବଧୂ

ମୁମ୍ବାଇ: ଛୋଟପରଦାର ଅଭିନେତ୍ରୀ ଆକାଂକ୍ଷା ପୁରୀ ପ୍ରସିଦ୍ଧ ପଞ୍ଜାବୀ ଗାୟକ ମିକା ସିଂଙ୍କ ହୃଦୟ ଜିତିଛନ୍ତି। ମିକାଙ୍କ ସ୍ବୟଂମ୍ବର ଶୋ’ ‘ମିକା ଦି ବୋତି’ର ବିଜେତା ହୋଇଛନ୍ତି ଆକାଂକ୍ଷା। ମିକାଙ୍କ କନ୍ୟା ହେବାକୁ ଏହି ଦୌଡ଼ରେ ୧୨ ଜଣ ଯୁବତୀ ଅଂଶଗ୍ରହଣ…

କ୍ୟାଟ୍ରିନା-ବିକିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୫।୭: ବଲିଉଡର ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କୁ ସୋସିଆଲ ମିଡିଆରେ ମିଳିଛି ହତ୍ୟା ଧମକ। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିକି ମୁମ୍ବାଇର ସାଣ୍ଟାକ୍ରୁଜ ଥାନାରେ ଅଭିଯୋଗ ଆଣିଛନ୍ତି। ପୋଲିସ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି…

ପୁଣି ହୃଦୟ ଜିତିଲେ ଧନୁଷ

ସାଉଥ୍‌ ସୁପରଷ୍ଟାର୍‌ ଧନୁଷ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ରୁଷୋ ବ୍ରଦର୍ସଙ୍କ ଆଗାମୀ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ଜରିଆରେ ଧନୁଷ ହଲିଉଡରେ ଡେବ୍ୟୁ କରିଛନ୍ତି। ଅନ୍ତର୍ଜାତୀୟ ପରଦାରେ ଧନୁଷଙ୍କ ଜଲଓ୍ବା ଦେଖି ତାଙ୍କର ପ୍ରଶଂସକମାନେ ବେଶ୍‌ ଖଉସି ଅଛନ୍ତି। ନିକଟରେ…

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପରସ୍ପରକୁ ପ୍ରଶଂସା କରୁଥିବା ଦେଖାଯାଏ। ନିକଟରେ ସବା…

‘ସ୍କ୍ରୁ ଢିଲା’ରେ ଟାଇଗର୍‌ଙ୍କ ଜବରଦସ୍ତ ଆକ୍ସନ

ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଆଗାମୀ ଫିଲ୍ମକୁ ନେଇ ସର୍ବଦା ସସ୍ପେନ୍ସ ରଖିଆସୁଥିବା କରଣ ଜୋହର ଶେଷରେ ସୋମବାର ଏକ ଭିଡିଓ ଜରିଆରେ ଆଗାମୀ ଫିଲ୍ମର ନାଁ ଘୋଷଣା କରିଛନ୍ତି। କରଣଙ୍କ ଧର୍ମା ପ୍ରଡକ୍ସନ୍ସର ନୂଆ ଫିଲ୍ମ ‘ସ୍କ୍ରୁ ଢିଲା’ର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri