ମନୋରଞ୍ଜନ

ଫିଲ୍ମ ବିବାଦ ମଧ୍ୟରେ ତ୍ରିରଙ୍ଗା ସହ ନଜର ଆସିଲେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ ବିଗତ ଦିନରୁ ନିଜ ଫିଲ୍ମ ‘ଲାଲ ସିଂ ଚଡ୍ଡା’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବହୁ ବାଦ ବିବାଦ ପରେ ଅଗଷ୍ଟ ୧୧ରେ ତାଙ୍କ ଫିଲ୍ମ ସିନେମାହଲ୍‌ରେ ରିଲିଜ୍‌ ହୋଇଛି। ଇତିମଧ୍ୟରେ ଅଭିନେତା ଆମିର…

ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଖବର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସ୍ବାସ୍ଥ୍ୟବସ୍ଥା ବିଗୁଡୁଥିବା ରାଜୁଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି।…

ଅଭିନୟରେ ଦର୍ଶକଙ୍କୁ କରୁଥିଲେ ପାଗଳ, ଦ୍ୱିତୀୟ ବିବାହ ପରେ ଛାଡ଼ିଥିଲେ କ୍ୟାରିୟର

୭୦ ଦଶକର ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଯୋଗିତା ଓ୍ବାଲି ଅନ୍ୟତମ। ଯିଏ ତାଙ୍କ ଅଭିନୟ ଓ ସୌନ୍ଦର୍ଯ୍ୟରେ ଲୋକଙ୍କ ହୃଦୟ ଜୟ କରିପାରିଥିଲେ। ବର୍ତ୍ତମାନ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି। ମାତ୍ର ସେ ତାଙ୍କ ସମୟରେ ଅନେକ ହିଟ ଫିଲ୍ମ…

ଆଶାନୁଯାୟୀ କଲେକ୍ସନ୍‌ କରିପାରୁନି ଆମିରଙ୍କ ଫିଲ୍ମ

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଫିଲ୍ମରେ କରୀନା କପୁର ଏବଂ ଆମିର ଖାଁଙ୍କ କେମେଷ୍ଟ୍ରି ଦେଖିବାକୁ ମିଳୁଛି। ଏହାରି ମଧ୍ୟରେ ‘ଲାଲ ସିଂ ଚଡ୍ଡା’ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ…

ସଲମାନ ଶିକାର କରିଥିବା କୃଷ୍ଣସାର ମୃଗର ହେବ ସ୍ମାରକୀ

ଜୟପୁର,୧୩ ।୮: ବଲିଉଡ ଭାଇଜାନ ସଲମାନ ଖାଁ କିଛିଦିନ ହେବ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି । ଯେବେଠାରୁ ତାଙ୍କୁ ହତ୍ୟା ଧମକ ମିଳିଲାଣି ସେବେଠାରୁ ସେ ପବ୍ଲିକ ପ୍ଲେସ ଯିବା କମ କରି ଦେଇଛନ୍ତି । ଏହାସହ ତାଙ୍କ ସୁରକ୍ଷାକୁ ବି…

ଆମିର ଖାନ୍‌ଙ୍କୁ ଆସାମ ଗସ୍ତ ସ୍ଥଗିତ ରଖିବାକୁ କହିଲେ ବିଶ୍ୱଶର୍ମା

ଗୁଆହାଟୀ,୧୩ା୮: ଅଭିନେତା ଆମିର ଖାନ୍‌ଙ୍କ ଆସାମ ଗସ୍ତ ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପରାମର୍ଶ ଦେଇଛନ୍ତି। ଆମିର ଆସନ୍ତା ୧୪ରେ ଗୁଆହାଟୀ ଯିବାକୁ ଯୋଜନା କରିଥିଲେ। କିନ୍ତୁ ରାଜ୍ୟବାସୀ ‘ହର୍‌ ଘର ତ୍ରିରଙ୍ଗା’ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତକୁ…

ନ୍ୟୁଡ୍‌ ଫଟୋ ମାମଲା: ଅଗଷ୍ଟ ୨୨ରେ ହାଜର ହେବାକୁ ରଣବୀରଙ୍କୁ ନୋଟିସ୍‌

ମୁମ୍ବାଇ,୧୨।୮: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ନ୍ୟୁଡ ଫଟୋଶୁଟ୍‌ ହେବାର ଦୀର୍ଘ ଦିନ ବିତିଥିଲେ ମଧ୍ୟ ତାଙ୍କ ଅଡ଼ୁଆ ଥମିବାର ନିଁ ନେଉନି। ଇତିମଧ୍ୟରେ ଶୁକ୍ରବାର ମୁମ୍ବାଇ ପୋଲିସ ରଣବୀର ସିଂଙ୍କୁ ଏକ ନୋଟିସ୍‌ ପଠାଇଛି। ନ୍ୟୁଡ୍‌ ଫଟୋଶୁଟ ମାମଲାରେ ତାଙ୍କୁ…

ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…

ବମ୍ବେ: କେବେ ପରସ୍ପରକୁ ଡେଟ୍‌ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍‌ଫାଇଟ୍‌ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମ୍‌ର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ବିଷୟରେ।…

ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଆସୁଛି ସୁଧାର: ପରିବାରଲୋକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲଗାତର ଭାବେ ଖବର ସାମ୍ନାକୁ ଆସୁଛି। ବର୍ତ୍ତମାନ ତାଙ୍କ ପ୍ରଶଂସକ ପାଇଁ ଏକ ଖୁସି ଖବର ରହିଛି। ଚିକିତ୍ସା ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସାମାନ୍ୟ ସୁଧାର ଆସିଛି। ବର୍ତ୍ତମାନ ରାଜୁଙ୍କ…

‘ରକ୍ଷା ବନ୍ଧନ’କୁ ପଛରେ ପକାଇଲା ‘ଲାଲ ସିଂ ଚଡ୍ଡା’: ପ୍ରଥମ ଦିନରେ କଲା ଏତିକି କଲେକ୍ସନ୍‌

ବହୁ ବାଦବିବାଦ ପରେ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଏବଂ ‘ରକ୍ଷା ବନ୍ଧନ’ ଅଗଷ୍ଟ ୧୧ରେ ରିଲିଜ୍‌ ହୋଇଯାଇଛି। ଏହି ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ୍‌ ହୋଇଥିବାରୁ ଟକ୍କର ବରାବର ରହିଛି। ଏହାରି ମଧ୍ୟରେ ‘ଲାଲ ସିଂ ଚଡ୍ଡା’ ଏବଂ…

ଶୋ’ ଛାଡ଼ିବେ ଫହମାନ୍‌

ବମ୍ବେ: ଶୋ’ ଛାଡ଼ିବେ ଅଭିନେତା ଫହମାନ ଖାଁ। ଲୋକପ୍ରିୟ ଧାରାବାହିକ ‘ଇମଲି’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳୁଥିଲା। ହେଲେ ଏବେ ନିର୍ମାତା ଏହାର ଦ୍ୱିତୀୟ ସିଜନ୍‌ ଆଣିବାକୁ ଯୋଜନା କରୁଛନ୍ତି। ଅର୍ଥାତ ଧାରାବାହିକରେ ଏବେ ପିଲାମାନଙ୍କୁ ବଡ଼ ହୋଇଥିବା ଦେଖିବାକୁ…

ସୁଶାନ୍ତଙ୍କଠାରୁ କାର୍ତ୍ତିକଙ୍କ ପର୍ଯ୍ୟନ୍ତ ଏମିତି କେତେଜଣଙ୍କୁ ଡେଟ କରିଛନ୍ତି ସାରା

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ସାରା ଅଲି ଖାଁ ୨୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୯୫ରେ ସାରାଙ୍କ ଜନ୍ମ ପଟୌଦି ପରିବାରରେ ହୋଇଥିଲା । ଶୈଫ ଅଲି ଖାଁଙ୍କ ପ୍ରଥମ ପତ୍ନୀ ଅଭିନେତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri