ରଣବୀର ସିଂ ଶ୍ରେଷ୍ଠ ଅଭିନେତା
ନୂଆଦିଲ୍ଳୀ, ୧୫।୮:ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ମେଲବର୍ନ (ଆଇଆଇଏଫ୍ଏମ୍) ସମାରୋହରେ ରଣବୀର ସିଂଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି। କବୀର ଖାନ୍ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘୮୩’ ପାଇଁ ରଣବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଫିଲ୍ମର କାହାଣୀ କପିଲ…
ବ୍ଲାକ୍ମେଲ୍ କରୁଥିବା ବ୍ୟକ୍ତିଙ୍କ ଫଟୋ ଶେୟାର କଲେ ଉର୍ଫି
ରିଆଲିଟି ଶୋ’ ‘ବିଗ ବସ ଓଟିଟି’ରୁ ଚର୍ଚ୍ଚାର ପରିସରକୁ ଆସିଥିବା ମଡେଲ୍ ଉର୍ଫି ଜାଭେଦ ଏବେ ଚିନ୍ତାରେ ପଡିଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ବାରମ୍ବାର ସୋସିଆଲ ମିଡିଆରେ ବ୍ଲାକ୍ମେଲ୍ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ…
୨୨ ବର୍ଷ ପରେ ଏକାଠି ନଜର ଆସିବେ ଉର୍ମିଳା-ଗୋବିନ୍ଦା
ମୁମ୍ବାଇ: ଜି ଟିଭି ନିକଟରେ ତା’ର ଲୋକପ୍ରିୟ ରିୟଲିଟି ଶୋ’ ଡିଆଇଡି ସୁପର ମମ୍ସର ତୃତୀୟ ସିଜନ ଲଞ୍ଚ କରିଛି । ଡିଆଇଡି ସୁପର ମମ୍ସ ୩ ପାଇଁ ଜଜଙ୍କର ଏକ ରୋମାଞ୍ଚକର ପ୍ୟାନେଲ ରହିଛି । ଏଥିରେ ରେମୋ ଡିସୁଜା,…
‘ହର୍ ଘର ତ୍ରିରଙ୍ଗା’ ରାଲିର ଶୁଭାରମ୍ଭ କଲେ ଖିଲାଡିବୟ
ମୁମ୍ବାଇ: ସ୍ବାଧୀନତା ଦିବସ ପୂର୍ବରୁ ଅକ୍ଷୟ କୁମାର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡ୍ନାବିସ୍ଙ୍କ ସହ ମୁମ୍ବାଇରେ ପୋଲିସ କର୍ମଚାରୀଙ୍କ ପାଇଁ ୧୦ କିଲୋମିଟର ଦୌଡ଼କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭାରତ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ପାଇଁ ମେରାଇଭ୍…
‘ବେବିମୁନ’ ଉପଭୋଗ କରୁଛନ୍ତି ଆଲିଆ
ବି ଟାଉନ୍ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ ଖୁସି ଅଛନ୍ତି। ଏବେ ‘ରାଲିଆ’ ବେବିମୁନ…
ଅପପ୍ରଚାର କରନାହିଁ: କରୀନା
ମୁମ୍ବାଇ: ଆମିର ଖାନ୍ ଓ କରୀନା କପୁର ଖାନ୍ ଅଭିନୀତ ‘ଲାଲ୍ ସିଂ ଚଢ଼ା’କୁ ନେଇ ବିବାଦ ଥମୁ ନ ଥିବାବେଳେ ଫିଲ୍ମଟି ପ୍ରେକ୍ଷାଳୟକୁ ଓହ୍ଲାଇଛି। ଲାଲ ସିଂ ଚଢ଼ା ପାଇଁ ସିନେପ୍ରେମୀଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଟୁଇଟରରେ ଟ୍ରେଣ୍ଡ ପାଲଟିଥିବା…
ଶାହାରୁଖଙ୍କ ଫିଲ୍ମକୁ କରାଯାଉଛି ବୟକଟ, ଟ୍ରେଣ୍ଡ ହେଉଛି ‘ହାସ ବୟକଟ ପଠାନ’
ମୁମ୍ବାଇ: ବଲିଉଡ ଫିଲ୍ମକୁ ବୟକଟ କରିବାର ଟ୍ରେଣ୍ଡ ବଢିବାରେ ଲାଗିଛି । ନିକଟରେ ଆମିର ଖାଁଙ୍କ ଫିଲ୍ମ ‘ଲାଲ ସିଂ ଚଢା’ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ରକ୍ଷାବନ୍ଧନ’କୁ ବୟକଟ କରାଯିବା ପରେ ଏବେ ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ’କୁ ବୟକଟ…
ରାଜୁଙ୍କୁ ଶୁଣାଯାଉଛି ବିଗ୍ ବି ଅମିତାଭଙ୍କ ବାର୍ତ୍ତା; ପରିବାର କରୁଛି ପ୍ରାର୍ଥନା
ବମ୍ବେ: ହୃଦ୍ଘାତ ପରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବ। ଚାରି ଦିନ ହେଲାଣି ଦିଲ୍ଲୀ ଏମ୍ସର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବା ପରେ ପାଇପ୍ ଜରିଆରେ ତାଙ୍କୁ…
ପଡୋଶୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଲମାନ
ବମ୍ବେ: ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ଚର୍ଚ୍ଚାରେ ଦବଙ୍ଗ ଖାଁ ସଲମାନ। ପାନ୍ଭେଲରେ ରହୁଥିବା ପଡୋଶୀ କେତନ କକ୍କର ତାଙ୍କର ପୁରୁଣା ଭିଡିଓ ଶେୟାର କରି ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବା ସହ ଲୋକଙ୍କୁ ଉତ୍ତେଜିତ କରିବାକୁ ମଧ୍ୟ ଚେଷ୍ଟା…
ଆମିରଙ୍କୁ ପରୋକ୍ଷରେ କଟାକ୍ଷ! ବିବେକ କହିଲେ ‘୬୦ ବର୍ଷର ହିରୋ, ୩୦ ବର୍ଷୀୟା ଅଭିନେତ୍ରୀଙ୍କ ସହ…
ବମ୍ବେ: ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହିଛି ଆମିର ଖାଁ ଏବଂ କରିନା କପୁର ଖାଁ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢ୍ଢା’। ପ୍ରଥମେ ଫିଲ୍ମକୁ ବଏକଟ କରିବା ଲାଗି ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଥିଲା ବେଳେ ଏବେ ଫିଲ୍ମକୁ ମିଶ୍ର…
‘ମାମ୍ମା ମୁଁ ତୁମକୁ ସବୁ ମୁହୂର୍ତ୍ତରେ ମିସ୍ କରୁଛି’
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କର ଆଜି ହେଉଛି ଜନ୍ମଦିନ । ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କୁ ଭିନ୍ନ ଢଙ୍ଗରେ ମନେ ପକାଇଛନ୍ତି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ପ୍ରଶଂସକ ଶ୍ରୀଦେବୀଙ୍କୁ ମନେ ପକାଇଛନ୍ତି । ଏହି…
କିଶୋର କୁମାରଙ୍କ ତୃତୀୟ ସ୍ତ୍ରୀଙ୍କୁ ବିବାହ କରିଥିଲେ ଏହି ଅଭିନେତା
ଆଜି ବଲିଉଡ୍ ଅଭିନେତ୍ରୀ ଯୋଗିତା ଓ୍ବାଲିଙ୍କ ଜନ୍ମଦିନ। ସେ ୧୯୫୨, ଅଗଷ୍ଟ ୧୩ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ବୃତ୍ତିଗତ ଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଧିକ ଚର୍ଚ୍ଚାରେ ରହିଥା’ନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ…
Archives


