ମନୋରଞ୍ଜନ

ସୋସିଆଲ ମିଡିଆରୁ ଆଖି ଦୃଶିଆ ଅର୍ଥ କମାନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡର ମୋଷ୍ଟ ପପୁଲାର ଆକ୍ଟ୍ରେସ ତଥା ସବୁଠାରୁ ଅଧିକ ଆୟ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି କ୍ୟାଟ୍ରିନା କୈଫ । ସିଂ ଇଜ କିଙ୍ଗ, ବ୍ୟାଙ୍ଗ ବ୍ୟାଙ୍ଗ୍‌, ଜବ ତକ ହୈ ଜାନ ଏମିତି କିଛି ହିଟ ଫିଲ୍ମ…

କିଆରାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରିଛନ୍ତି ସିଦ୍ଧାର୍ଥ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରେମରେ ପଡିଛନ୍ତି। ବିଭିନ୍ନ ପାର୍ଟି ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ । ଏ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ତେବେ ମିଡିଆ ଆଗରେ…

ଏହି କାରଣରୁ ବିକି-କ୍ୟାଟ୍ରିନାଙ୍କ ମଧ୍ୟରେ ହୁଏ ଝଗଡ଼ା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ଜଣାଶୁଣା। ବିବାହ ପରେ ଦୁହେଁ ଏବେ ନିଜ ନିଜ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିକି କରଣ ଜୋହରଙ୍କ ଚ୍ୟାଟ୍‌ ଶୋ’ ‘କଫି ୱିଥ କରନ-୭’ରେ…

ଜ୍ୟାକଲିନ୍‌ଙ୍କ ବଢିଲା ଅଡ଼ୁଆ

ନୂଆଦିଲ୍ଲୀ, ୧୭ା୮: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଏକ ମନିଲଣ୍ଡରିଂ ମାମଲାରେ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ଦ୍ୱିତୀୟ ଚାର୍ଜଶିଟ୍‌ ଦାଖଲ କରିଛି। ଦିଲ୍ଲୀ ପିଏମ୍‌ଏଲ୍‌ଏ କୋର୍ଟରେ ଦାଖଲ ଚାର୍ଜଶିଟ୍‌ରେ ଇଡି ୩୭ ବର୍ଷୀୟା ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଆସନ୍ତା…

ଦିଲ୍ଲୀ ପୋଲିସରେ ହାଜର ହେବାକୁ ବର୍ଷାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୋଲିସରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ବୁଧବାର ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବର୍ଷା ତାଙ୍କ ସ୍ବାମୀ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀ…

ଭୁଲ ସ୍ବୀକାର କଲେ ଉର୍ଫି

ବମ୍ବେ: ନିକଟରେ ଅଭିନେତ୍ରୀ ଚାହତ ଖନ୍ନାଙ୍କ ସହ ଉର୍ଫି ଜାଭେଦଙ୍କ କ୍ୟାଟ୍‌ ଫାଇଟ୍‌ ଚର୍ଚ୍ଚାରେ ରହିଥିଲା। ଚାହତ ଉର୍ଫିଙ୍କ ପୋଷାକ ପରିଧାନକୁ ପସନ୍ଦ କରି ନ ଥିଲେ। ଏପରିକି ସେ ପଇସା ଦେଇ ଫଟୋ ଉଠାଇବା ନେଇ କଟାକ୍ଷ କରିଥିଲେ। ଉର୍ଫି…

ଭନ୍‌ସାଲୀଙ୍କ ଯୋଗୁ ବାଥରୁମ୍‌ରେ ଭୋ ଭୋ ହୋଇ କାନ୍ଦୁଥିଲେ ଏହି ଅଭିନେତ୍ରୀ, ଏବେ କହିଲେ…

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଧାରାବାହିକ ‘ପାଣ୍ଡ୍ୟା ଷ୍ଟୋର’ରେ ଧାରା ପାଣ୍ଡ୍ୟା ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଶାଇନି ଦୋଶୀ। ହେଲେ ଦିନ ଥିଲା ତାଙ୍କୁ ନିର୍ଦ୍ଦେଶକଙ୍କଠାରୁ ଜୋରଦାର ଗାଳି ପଡ଼ୁଥିଲା। ଏହାପରେ ସେ ବାଥରୁମ୍‌କୁ ଯାଇ ଭୋ…

ପୁଣି ଏକାଠି କାମ କରିବେ ଶ୍ରଦ୍ଧା-ଟାଇଗର

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଯୋଡିକୁ ପୁଣି ପରଦାରେ ଦେଖିବାକୁ ମିଳିବ। ଫିଲ୍ମ‘ବଡେ ମିୟାଁ ଛୋଟେ ମିୟାଁ’ର ରିମେକ୍‌ରେ ଟାଇଗରଙ୍କ ସହ ଶ୍ରଦ୍ଧା ନଜର ଆସିବେ। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ୨୦୨୩…

ରାତି ଅଧରେ ଏହି ଅଭିନେତ୍ରୀଙ୍କୁ ଫୋନ୍‌ କରନ୍ତି ସଲମାନ

ଅଭିନେତ୍ରୀ ଲାରା ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ସଲମାନ ଖାନଙ୍କଠାରୁ ଆରମ୍ଭ କରି ଅନେକ ଭେଟେରାନ ଅଭିନେତାଙ୍କ ସହ କାମ କରିଛନ୍ତି । ‘ବେଲ୍ବଟମ’ ଫିଲ୍ମରେ ଶେଷଥର ତାଙ୍କୁ ଦେଖିବାକୁ ମିଳିଥିଲା। ଏକ ସାକ୍ଷାତକାରେ ସେ ସଲମାନ ଖାନଙ୍କ ଅଭ୍ୟାସ ବିଷୟରେ…

ମା’ ହେବାକୁ ଯାଉଛନ୍ତି ଅଙ୍କିତା !

ବମ୍ବେ: ମା’ ହେବେ କି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। କିଛି ଏଭଳି ପ୍ରଶ୍ନ ଏବେ ତାଙ୍କ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି। ଅଭିନେତ୍ରୀ ଶେୟାର କରିଥିବା କିଛି ଫଟୋକୁ ନେଇ ଏଭଳି କିଛି ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିକଟରେ ଅଙ୍କିତା…

ଏବେଠୁ ଡରିଲେଣି କରନ୍‌ ଜୋହର…

ବମ୍ବେ: ଫିଲ୍ମ ରିଲିଜ ହୋଇନି। ହେଲେ ଏବେଠାରୁ ଡରିଲେଣି ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର। କାରଣ ଆଗାମୀ ଦିନରେ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଯଦି ଅକ୍ଷୟ କୁମାର ଏବଂ ଆମିର ଖାଁଙ୍କ ଚଳଚ୍ଚିତ୍ର…

ବିପଦରେ ଅକ୍ଷୟଙ୍କ ‘ଷ୍ଟାରଡମ୍‌’: ବର୍ଷକରେ ୩ ଫିଲ୍ମ ଫ୍ଲପ୍‌

ବମ୍ବେ: ଏକଦା ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ବକ୍ସ ଅଫିସ କିଙ୍ଗ କୁହାଯାଉଥିଲା। କାରଣ ତାଙ୍କର ପ୍ରତିଟି ଫିଲ୍ମ ସୁପରହିଟ୍‌ ହେବା ସହ ଭଲ ବ୍ୟବସାୟ କରୁଥିଲା। ଶହେ କୋଟି କ୍ଲବରେ ସାମିଲ ହେବା ତାଙ୍କ ଫିଲ୍ମଗୁଡ଼ିକ ଲାଗି ସାଧାରଣ କଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri