ଅଭିନେତାଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଲାଗିଗଲା ନିଆଁ
ମୁମ୍ବାଇ: ସାଉଥ୍ ସୁପରଷ୍ଟାର୍ ପ୍ରଭାସ ୪୩ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଆନ୍ଧ୍ରପ୍ରଦେଶର ଏକ ସିନେମା ହଲ୍ରେ ଫ୍ୟାନ୍ମାନେ ପ୍ରଭାସଙ୍କ ଜନ୍ମଦିନ ପାଳନ କରୁଥିବା ବେଳେ ଅଧିକ ଉତ୍ସାହିତ ହୋଇ ବାଣ ଫୁଟାଇ ଦେଇଥିଲେ। ଫଳରେ କେତେକ ସିଟ୍ରେ ନିଆଁ…
ଏହି ଅଭିନେତ୍ରୀଙ୍କ ବାୟୋପିକ୍ରେ କାମ କରିବାକୁ ଚାହୁଁଛନ୍ତି ରଶ୍ମିକା
ମୁମାଇ: ସାଉଥ୍ର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଲୁକ୍ ଏବଂ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଫିଲ୍ମ ‘ପୁଷ୍ପା’ରେ ଦମ୍ଦାର୍ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ। ଆଉ ଏବେ ବଲିଉଡ ଫିଲ୍ମରେ ‘ଗୁଡବାୟ’ରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମରେ…
ଆଜିଠାରୁ ଆଡଭାନ୍ସ ବୁକିଂ; ଦୁଇ ଦିନ ଲାଗି ବମ୍ପର ଅଫର୍ ଦେଉଛନ୍ତି ନିର୍ମାତା
ବମ୍ବେ: ପୁଣିଥରେ ଦର୍ଶକଙ୍କୁ ଏଣ୍ଟରଟେନ୍ କରିବାକୁ ପ୍ରସ୍ତୁତ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’। ଏହାର ଟ୍ରେଲରକୁ ଦର୍ଶକ ପସନ୍ଦ କରିଥିବା ଯୋଗୁ ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। ଦର୍ଶକଙ୍କ ଉତ୍କଣ୍ଠାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ଖାସ୍ ଅଫର୍ ଦେଇଛନ୍ତି।…
ଦୀପାବଳି ଅବସରରେ ‘ଦୃଶ୍ୟମ-୨’କୁ ନେଇ ଖୁସିଖବର ଦେଲେ ନିର୍ମାତା
ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିକଟରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଅଭିଷେକ ପାଠକଙ୍କ ନିର୍ଦ୍ଦେଶିତ ଫିଲ୍ମଟି ନଭେମ୍ବର ୧୮ରେ…
ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ। ଜାହ୍ନବୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ ଦେଖିବାକୁ…
କ୍ୟାମେରା ଆଗରେ ପ୍ରେମିକଙ୍କୁ ଚୁମ୍ବନ ଦେଇ ଟ୍ରୋଲ ହେଉଛନ୍ତି ହ୍ରିତିକ୍ଙ୍କ ପୂର୍ବପତ୍ନୀ
ବମ୍ବେ: ସାରା ଦେଶରେ ଦୀପାବଳିକୁ ନେଇ ଧୁମ୍। ଏଥିରୁ ବାଦ୍ ପଡ଼ିନି ବଲିଉଡ୍। ଗତ ସପ୍ତାହେ ହେଲାଣି ଦୀପାବଳିକୁ ନେଇ ପାର୍ଟି ଦେଉଛନ୍ତି ବଲିଉଡର ସେଲିବ୍ରିଟିମାନେ । ନିକଟରେ ଅଭିନେତା ତଥା ପ୍ରଯୋଜକ କୃଷ୍ଣା କୁମାରଙ୍କ ପାର୍ଟିରେ କଳାକାରଙ୍କ ଭିଡ ଜମିଥିଲା।…
ପୁଅ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି ସୋନମ
ଆଜିକାଲି ବଲିଉଡ ଅଭିନେତ୍ରୀ ସୋନମ କପୁର ମାତୃତ୍ୱର ସୁନ୍ଦର ଯାତ୍ରା ଉପଭୋଗ କରୁଛନ୍ତି। ନିକଟରେ ସେ ତାଙ୍କ ପୁଅ ବାୟୁକୁ ଦୁନିଆକୁ ସ୍ବାଗତ କରିଥିଲେ। ଚଳିତବର୍ଷ ବାୟୁଙ୍କ ଏହା ପ୍ରଥମ ଦୀପାବଳି। ଏହାକୁ ଧୂମଧାମରେ ପାଳନ କରିବା ପାଇଁ ସୋନମ ସମସ୍ତ…
ଜାହ୍ନବୀଙ୍କ ସ୍ପଷ୍ଟୀକରଣ
ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାର କିଡ୍ସମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ନେଇ ଅନେକ ସମୟରେ ବିବାଦ ଦେଖାଯାଇଛି। କିନ୍ତୁ ଏବେ ଆଉ ଏକ ପ୍ରସଙ୍ଗକୁ ନେଇ ଫିଲ୍ମ ଜଗତରେ ଚର୍ଚ୍ଚା ହେବା ଆରମ୍ଭ ହୋଇଛି। ଷ୍ଟାର କିଡ୍ସମାନଙ୍କୁ ନେଇ ଫିଲ୍ମ କରିବା…
ଝୁମି ଉଠିଲେ ଅନୁଷ୍କା
ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୪ ଉଇକେଟରେ ପରାସ୍ତ କରି ଦେଶବାସୀଙ୍କୁ ଏକ ଚମତ୍କାର ଦୀପାବଳି ଉପହାର ଦେଇଛି। ଭାରତର ଏହି ବିଜୟରେ ସମଗ୍ର ଦେଶ ଉଲ୍ଲସିତ ହୋଇପଡିଛି। ଏହି ବିଜୟର ହିରୋ ବିରାଟ କୋହଲିଙ୍କୁ…
ମାତ୍ର ୧୮ ବର୍ଷରେ କାର୍ କିଣିଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେ ପ୍ରଥମଥର ଏକ କାର୍ କିଣିଥିଲେ। ଏହି କଥା ରବୀନା ଏକ ଶୋ’ରେ ପ୍ରକାଶ କରିଛନ୍ତି। ଏହି ଶୋ’ର ନାମ ‘କାରଖାନା’: ଖାଦ୍ୟ ଏବଂ ଅଟୋ ଶୋ’। ଏହି ଶୋ’କୁ…
ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ଅର୍ଜୁନ: ଖାସ୍ ବାର୍ତ୍ତା ଦେଇ କହିଲେ ‘ତୁମେ କେବଳ ମୋର ହୋଇ ରୁହ’
ବମ୍ବେ: ଜନ୍ମଦିନରେ ଅଭିନେତ୍ରୀଙ୍କ ଲାଗି ରୋମାଣ୍ଟିକ୍ ହେଲେ ପ୍ରେମିକ ତଥା ଅଭିନେତା ଅର୍ଜୁନ କପୁର। ରବିବାର ତାଙ୍କ ପ୍ରେମିକା ମଲାଇକା ଅରୋରାଙ୍କ ହାପି ବର୍ଥ ଡେ। ଏହାକୁ ନେଇ ସେ ବେଶ ରୋମାଣ୍ଟିକ୍ ପୋଷ୍ଟ କରିଛନ୍ତି। ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ…
ବିଗ୍ ବି ଅମିତାଭ ଆହତ
ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବେ ଗେମ ଶୋ’ କୌନ ବନେଗା କରୋଡପତିରେ ନଜର ଆସୁଛନ୍ତି । ନିକଟରେ ସେ ତାଙ୍କ ବ୍ଲଗରେ କହିଥିଲେ କି କୌନ ବନେଗା କରୋଡପତି ସେଟ୍ରେ ସେ ସାମାନ୍ୟ ଆହତ ହୋଇଛନ୍ତି । ଅମିତାଭଙ୍କ…
Archives


