୮ ଦେଶରେ ଶୁଟିଂ ହୋଇଛି ଶାହାରୁଖଙ୍କ ଫିଲ୍ମ ‘ପଠାନ’
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ଆଜିକାଲି ନିଜ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳି। ଏଥିରେ ସେ ବିପଜ୍ଜନକ ଆକ୍ସନ ଏବଂ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି।…
ଶିଢିରୁ ଖସିପଡିଲେ ଲୋକପ୍ରିୟ ଗାୟକ: ହାତ, ମୁଣ୍ଡରେ ଲାଗିଛି ଆଘାତ
ମୁମ୍ବାଇ,୨।୧୨: ଲୋକପ୍ରିୟ ବଲିଉଡ୍ ଗାୟକ ଜୁବିନ ନୌଟିୟାଲଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର। ଗୁରୁବାର ନିଜ ଘରର ଶିଢ଼ିରୁ ପଡ଼ିବା ପରେ ଜୁବିନଙ୍କୁ ଜୋରରେ ଆଘାତ ଲାଗିଛି। ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା…
ଇଡିରେ ହାଜର ହେଲେ ନୋରା
ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ତେବେ ଆଜି ପୁଣି ଥରେ ସେ ଇଡିରେ…
ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ
ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋମି ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସଲମାନ…
ଆର୍ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡା ଯାଉଛି। ଉର୍ବଶୀ ରିଷଭଙ୍କୁ ଡେଟିଂ ଗୁଜବକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା…
କ୍ଷମା ମାଗିଲେ ପରେଶ ରାଓ୍ବଲ
ନୂଆଦିଲ୍ଲୀ,୨।୧୨: ବଲିଉଡ ଅଭିନେତା ତଥା ଭାଜପା ନେତା ପରେଶ ରାୱଲ ଗୁଜରାଟ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଇଁ ପ୍ରଚାର କରୁଛନ୍ତି। ପ୍ରଚାର ସମୟରେ ସେ ବଙ୍ଗୀୟମାନଙ୍କ ବିଷୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ବଙ୍ଗୀୟମାନଙ୍କ ସହିତ ଦାମୀ…
ମକ୍କାରେ ପହଞ୍ଚିଲେ ଶାହରୁଖ
ସାଉଦି ଆରବରେ ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’ର ଶୁଟିଂ ଶେଷ କରିବା ପରେ ବଲିଉଡର ବାଦଶାହା ଶାହରୁଖ ଖାନ ମକ୍କାରେ ନଜର ଆସିଛନ୍ତି। ଏହି ସମୟରେ ସେ ରିଡା ଏବଂ ଇଜାର ପିନ୍ଧିଥିବାର ଦେଖାଯାଇଥିଲା। ଶାହାରୁଖଙ୍କ ଏହି ଫଟୋ ଏବେ ଭାଇରାଲ…
ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦୀ
ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ବିବାହ ରୀତିନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ନିକଟରେ ଅଭିନେତ୍ରୀ ହାନସିକା ମୋଟୱାନୀଙ୍କ ମେହେନ୍ଦି ସମାରୋହ ଆୟୋଜିତ ହୋଇଛି। ଯାହାର ଫଟୋ ଏବେ ସାମ୍ନାକୁ ଆସିଛି।…
ଭେଟେରାନ ଚଳଚ୍ଚିତ୍ର ନିର୍ମାତାଙ୍କ ପରଲୋକ
ଦକ୍ଷିଣ ଚଳଚ୍ଚିତ୍ର ନିର୍ମାତା କେ ମୁରଲୀଧରନଙ୍କ ପରଲୋକ ଘଟିଛି। ତାମିଲନାଡୁ କୁମ୍ବାକୋନାମ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ତାମିଲ ପ୍ରଡ୍ୟୁସର ପରିଷଦର ସଭାପତି ମଧ୍ୟ ଥିଲେ। ଲକ୍ଷ୍ମୀ ଚଳଚ୍ଚିତ୍ରର ନିର୍ମାତା ଭାବରେ ସେ ପ୍ରଥମେ କାମ…
ପରଲୋକରେ ଅଭିନେତ୍ରୀ ଝରଣା ଦାସ
କଟକ ଅଫିସ,୨ା୧୨: ବର୍ଷୀୟାନ ଅଭିନେତ୍ରୀ ଝରଣା ଦାସଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। କିଛିଦିନ ଧରି ସେ ଅସୁସ୍ଥ ଥିଲେ। କଟକ ଚଣ୍ଡିରୋଡ୍ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗ ଓଡ଼ିଆ…
ଘରେ ଥିଲା ଭଉଣୀର ମୃତଦେହ ହେଲେ ସେହିଦିନ ଷ୍ଟେଜ ଶୋ’କରିବାକୁ ଯାଇଥିଲେ ଏହି ହାସ୍ୟ ଅଭିନେତା
ବଲିଉଡ ପ୍ରସିଦ୍ଧ ଅଭିନେତା ତଥା ହାସ୍ୟ ଅଭିନେତା ଜୋନି ଲିଭରଙ୍କ କମେଡି ସମସ୍ତେ ପସନ୍ଦ କରନ୍ତି। ଜୋନି ଲିଭର ଅନେକ ଫିଲ୍ମ ଏବଂ ଶୋ’ରେ ନଜର ଆସିଛନ୍ତି। ଜୋନି ଆଜି ଯେଉଁ ସ୍ଥାନରେ ପହଞ୍ଚିଛନ୍ତି,ସେଥିପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ୟାରିୟର…
ଦକ୍ଷିଣ ଚଳଚ୍ଚିତ୍ରର ଏହି ହିନ୍ଦୀ ରିମେକ୍ ଚଳିତ ବର୍ଷ ରହିଥିଲା ଫ୍ଲପ୍: ନିର୍ମାତାଙ୍କୁ ସହିବାକୁ ପଡିଥିଲା କୋଟି କୋଟି ଟଙ୍କା କ୍ଷତି
ବଲିଉଡ୍ ଇଣ୍ଡଷ୍ଟ୍ରି ଖରାପ ସମୟ ଦେଇ ଗତି କରୁଛି। ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ବଡ ବଡ ତାରକାଙ୍କ ଫିଲ୍ମ ଫ୍ଲପ୍ ହୋଇଯାଇଛି। ଆଜି ଆମେ ଆପଣଙ୍କୁ ସେହି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବୁ ଯାହା ଦକ୍ଷିଣରେ ହିଟ୍ ହୋଇଥିଲା, କିନ୍ତୁ…
Archives


