ଫଟୋଶୁଟ୍ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !
ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍ ଲାଗି ପୋଜ୍ ଦେଉଥିଲେ ବରୁଣ-କିଆରା।…
ଆତ୍ମହତ୍ୟାର ୩ ଦିନ ପୂର୍ବରୁ ତୁନିଶା ମା’ଙ୍କୁ କରିଥିଲେ ଏହି ଭଏସ୍ ଏସ୍ଏମ୍ଏସ୍
ମୁମ୍ବାଇ: ଛୋଟ ପରଦାର ବହୁ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ତୁନିଶା ଶର୍ମା ୨୪ ଡିସେମ୍ବର ୨୦୨୨ରେ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇ ଚାଲିଯାଇଛନ୍ତି। ସେତେବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଅଭିନେତ୍ରୀ ନିଜ ଟିଭି ଶୋ’ ‘ଅଲି…
ରାହା ମାନେ ଖୁସି: ଆଲିଆ
ମୁମ୍ବାଇ: ଝିଅ ରାହାଙ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍ ରକ୍ଷଣଶୀଳ। ଶନିବାର ଆଲିଆ, ରଣବୀର ଏବଂ ନୀତୁ କପୁର ଗଣମାଧ୍ୟମକୁ ନିଜର ଏକ ସାକ୍ଷାତ୍କାର ଦେଇଥିଲେ। ଏ ଅବସରରେ ଖବରଦାତାଙ୍କୁ ଝିଅ ରାହାଙ୍କ ଫଟୋ ନ ଉଠାଇବାକୁ କହିଥିଲେ…
ନୋରା ନୁହନ୍ତି, ଏହି ପାକିସ୍ତାନୀ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ଆର୍ୟନ ଖାଁ !
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ। କିଛି ଦିନ ଧରି ସେ ନୋରା ଫତେହୀଙ୍କୁ ଡେଟ୍ କରୁଥିବା କୁହାଯାଉଥିଲା। ହେଲେ ଏବେ କାହାଣୀ ପଲଟି ଯାଇଛି। ପାକିସ୍ତାନୀ ଅଭିନେତ୍ରୀ…
ପ୍ରେମରେ ପଡ଼ିଛନ୍ତି ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା
ବମ୍ବେ: ବଲିଉଡ୍ ଅଭିନେତା ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା ମଲିକଙ୍କ ଜୀବନରେ ମିଷ୍ଟ୍ରିମ୍ୟାନ୍ଙ୍କ ଏଣ୍ଟ୍ରି। ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ ଏଭଳି କିଛି କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮ ବର୍ଷର ବିବାହ ପରେ ଅବନ୍ତିକା ଇମରାନଙ୍କଠାରୁ ଅଲଗା…
ଫଟୋ ଶେୟାର କରି ରଣବୀରଙ୍କ ପାଇଁ ଏମିତି ଲେଖିଲେ ଦୀପିକା
ମୁମ୍ବାଇ: ଫିଲ୍ମ ‘ପଠାନ’ ପାଇଁ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତ୍ରୀଙ୍କ ଫିଲ୍ମ ଗୀତକୁ ନେଇ ସୋସିଆଲ ମିଡିଆରେ ବିବାଦ ଜାରି ରହିଛି। ଏହି ସମୟରେ ଦୀପିକା ତାଙ୍କର ୩୭ତମ ଜନ୍ମଦିନ ପାଳନ କରିସାରିଛନ୍ତି। ଯେଉଁଥିରେ ପ୍ରଶଂସକଙ୍କ…
ଗୋବିନ୍ଦାଙ୍କ ଗୀତରେ ଭାଉଜଙ୍କ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଲୋକମାନେ ବିଭିନ୍ନ ପ୍ରକାରର ଭିଡିଓ ଶେୟାର କରିଥାନ୍ତି। ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛି ହୃଦୟକୁ ସ୍ପର୍ଶ କରିଥାଏ। ଆଉ କିଛି ବେଶ୍ ମଜାଳିଆ ହୋଇଥାଏ। ଏବେ ସେମିତି ଏକ ଡ୍ୟାନ୍ସ ଭିଡିଓ ଖୁବ୍…
ରୋହିତ ସେଟ୍ଟି ଆହତ
ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟି ତାଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଶୁଟିଂ ସମୟରେ ଆହତ ହୋଇଛନ୍ତି । ତାଙ୍କ ହାତରେ ଆଘାତ ଲାଗିଛି । ସେ ହାଇଦ୍ରାବାଦର କାମିନେନି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେଠାରେ…
୧୦୦ ଦିନ ପୂରଣ କଲା ‘କାନ୍ତାରା’
ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନରୁ ହିଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ…
ସାମ୍ନାକୁ ଆସିଲା ଓ୍ବେଡିଂ ଭେନ୍ୟୁ : ଜାଣନ୍ତୁ କେଉଁଠି କରିବେ ବିବାହ
ମୁୁମ୍ବାଇ: ବଲିଉଡରେ ଚର୍ଚ୍ଚିିିିତ ଯୋଡି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ। ତାଙ୍କ ବିବାହ ସମ୍ପର୍କୀୟ ଖବର ଜାଣିବା ପାଇଁ ଦର୍ଶକ ଚାହିଁ ରହିଛନ୍ତି। ତେବେ ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।…
ବିବାହ ବିଚ୍ଛେଦ ଖବର ପରେ ରୋମାଣ୍ଟିକ୍ ହେଲେ ଚାରୁ-ରାଜୀବ
ମୁମ୍ବାଇ: ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଚାରୁ ଆସୋପା ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହେଁ ପରସ୍ପରଠାରୁ ଅଲଗା ହେବା ଖବର ପ୍ରଶଂସକଙ୍କୁ ଚକିତ କରିଥିଲା। ନିକଟରେ ଚାରୁ ଏବଂ ସେନ ପରିବାର ଏକ ବିବାହ…
ପୋଷାକ ପାଇଁ ଉର୍ଫିଙ୍କର ଆଲର୍ଜି, ପୂରା ପୋଷାକ ପିନ୍ଧିଲେ ହୁଏ ଏମିତି ଅବସ୍ଥା!
ମୁମ୍ବାଇ: ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ଚେହେରା ଉର୍ଫି ଜାଭେଦ । ଯଦିଓ ସେ ବଲିଉଡ ଆସିଥିଲେ ଆକ୍ଟିଂ କରିବାକୁ ହେଲେ ଏବେ ସେ ତାଙ୍କ ଭିନ୍ନ ଡ୍ରେସିଂ ସେନ୍ସକୁ ନେଇ ଖୁବ୍ ଚର୍ଚ୍ଚାରେ । ସେ ତାଙ୍କର ସିଭଲିଙ୍ଗ ଡ୍ରେସେସରେ…
Archives


