ମନୋରଞ୍ଜନ

ବୋନି ବନିଲେ ଫ୍ୟାଟ ଟୁ ଫିଟ

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ତାଙ୍କର ଜବରଦସ୍ତ ଟ୍ରାନ୍ସଫରମେଶନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ହଁ, ସମ୍ପ୍ରତି ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ପୂର୍ବ ଅପେକ୍ଷା ବହୁତ ପତଳା ଏବଂ ଫିଟ ଦେଖାଯାଉଛନ୍ତି।…

ପରଲୋକରେ କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ, ୭୬ ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ,୨୩।୭: କିମ୍ବଦନ୍ତୀ ଗାୟକ ଓଜି ଅସବୋର୍ନ ଆଉ ନାହାନ୍ତି। ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ‘ପ୍ରିନ୍ସ ଅଫ ଡାର୍କନେସ’ ଓଜି ୨୦୧୯ରେ ପାର୍କିନ୍ସନ୍ସ ରୋଗରେ ପୀଡିତ ଥିଲେ। ତଥାପି, ଗାୟକଙ୍କ ପରିବାର ତାଙ୍କ ମୃତ୍ୟୁର କାରଣ ପ୍ରକାଶ କରିନାହାଁନ୍ତି।…

ଚାରି ଥର ବିବାହ, ୨୯ ବର୍ଷର ସାନ ମହିଳାଙ୍କୁ ୭୦ବର୍ଷରେ ବିବାହ କଲେ ଏହି ଅଭିନେତା!

ନୂଆଦିଲ୍ଲୀ,୨୨।୭: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଏବେ ଚର୍ଚ୍ଚାରେ ରହିଛି। ଏହି ଅଭିନେତା ଚାରି ଥର ବିବାହ କରିଥିବା ଖବର ସାମ୍ନାକୁ ଆସିଛି। ଜାଣି ତାଜୁବ ହେବେ ନିଜ ଠାରୁ ୨୯ବର୍ଷ ସାନ ମହିଳାଙ୍କୁ ସେ ୭୦ବର୍ଷରେ ବିବାହ…

ସୁସ୍ମିତାଙ୍କୁ ଡାଏମଣ୍ଡ୍‌ ରିଙ୍ଗ୍‌ ଦେବାକୁ ଚାହୁଁଛନ୍ତି ପୂର୍ବତନ ପ୍ରେମିକ: କିନ୍ତୁ କଣ୍ଟା ସାଜିଛି…

ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ରୋହମନ ଶଲଙ୍କ ମଧ୍ୟରେ ୨୦୨୧ରୁ ବ୍ରେକଅପ ହୋଇଯାଇଛି। କିନ୍ତୁ ଉଭୟଙ୍କ ମଧ୍ୟରେ କେମେଷ୍ଟ୍ରି ଏବେ ବି ବହୁତ ଭଲ ଅଛି। ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ। ରୋହମନ ଏବଂ ସୁସ୍ମିତା ବ୍ରେକଅପ ଉପରେ ଚୁପ…

୧୦୦ କୋଟି କ୍ଲବ୍‌ରେ ‘ସୈୟାରା’

ମୁମ୍ବାଇ: ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ସୈୟାରା’ ଫିଲ୍ମ ନବାଗତ ଅହାନ ପାଣ୍ଡେ ଏବଂ ଅଭିନେତ୍ରୀ ଅନୀତ ପଡ୍ଡା ଲଭ୍‌ କେମେଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି। ରିଲିଜ୍‌ର ପ୍ରଥମ ୩ ଦିନରେ ‘ସୈୟାରା’ ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ପହଞ୍ଚିଛି। ସାକ୍‌ନିଲ୍କର…

ଉର୍ଫି ଜାଭେଦଙ୍କ ଫୁଲିଗଲା ମୁହଁ, ଭିଡିଓ ସେୟାର କରି କହିଲେ କାରଣ

ମୁମ୍ବାଇ: ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ତାଙ୍କର ବୋଲ୍ଡ ଫ୍ୟାଶନ ପାଇଁ ନୁହେଁ। ୯ ବର୍ଷ ପୂର୍ବେ କରାଯାଇଥିବା ଲିପ୍ ଫିଲର ହଟାଇବା ପରେ ତାଙ୍କର ଫୁଲା ମୁହଁର ଏକ ଭିଡିଓ ସୋସିଆଲ…

ମୋହିତ ସୁରୀଙ୍କ ‘ସୈୟାରା’ କୋରିଆନ ଫିଲ୍ମରୁ ହୋଇଛି କି କପି ? ଇଣ୍ଟରନେଟରେ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ନିର୍ଦ୍ଦେଶକ ମୋହିତ ସୁରୀଙ୍କ ନୂଆ ଚଳଚ୍ଚିତ୍ର ‘ସୈୟାରା’, ଯେଉଁଥିରେ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି, ଗତ ଶୁକ୍ରବାର, ଜୁଲାଇ ୧୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ମ୍ୟୁଜିକାଲ ରୋମାଣ୍ଟିକ ଚଳଚ୍ଚିତ୍ର ବକ୍ସ ଅଫିସରେ ଦମଦାର…

ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଆହାନ! ଭାଇରାଲ ହେଉଛି I Love You ପୋଷ୍ଟ

ମୁମ୍ବାଇ: ମୋହିତ ସୁରିଙ୍କ ନିର୍ଦ୍ଦେଶିତ ‘ସାୟାରା’ ବକ୍ସ ଅଫିସରେ ଧମାକା କରୁଛି। ଫିଲ୍ମରେ ଆହାନ ପାଣ୍ଡେ ଏବଂ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଛନ୍ତି। ସାୟାରାକୁ ନେଇ ସବୁଠି ଆଲୋଚନା ହେଉଛି। ଫିଲ୍ମଟି ସକାରାତ୍ମକ ସମୀକ୍ଷା ପାଇଛି। ଏହି ସମୟରେ, ଆହାନ…

‘କିଙ୍ଗ୍‌’ ଶୁଟିଂ ବେଳେ ଶାହରୁଖ ଖାନ୍‌ ଆହତ

ମୁମ୍ବାଇ: ମୁମ୍ବାଇରେ ଚଳଚ୍ଚିତ୍ର ‘କିଙ୍ଗ୍‌’ର ଶୁଟିଂ ବେଳେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପିଠିରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଆମେରିକା ଯାଉଥିବାବେଳେ ଏବେ ବ୍ରିଟେନରେ ଅବସ୍ଥାନ କରିଛନ୍ତି ଓ ସୁସ୍ଥ ହେଉଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କ ପରିବାର…

‘Saiyaara’ ପ୍ରଥମ ଦିନର ଆଡ଼ଭାନ୍ସ ବୁକିଂ: ବଲିଉଡରେ ନୂଆ ରେକର୍ଡ ସୃଷ୍ଟି, ପଛରେ ପଡିଲା ସୁପରଷ୍ଟାରଙ୍କ ଫିଲ୍ମ

ମୁମ୍ବାଇ: ମୋହିତ ସୁରୀ ନିର୍ଦ୍ଦେଶିତ ଏବଂ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ଅଭିନୀତ ବଲିଉଡ ଫିଲ୍ମ ‘ସୈୟାରା’ ରିଲିଜ ପୂର୍ବରୁ ହିଁ ବକ୍ସ ଅଫିସରେ ଧମାଲ ମଚାଇଛି। ଶୁକ୍ରବାର, ୧୮ ଜୁଲାଇ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଏହି…

ସୁପରଷ୍ଟାର ଫହାଦ ଫାସିଲଙ୍କ ନିଆରା ପସନ୍ଦ: ବ୍ୟବହାର କରୁଛନ୍ତି ୧୭ ବର୍ଷ ପୁରୁଣା ୧୦ ଲକ୍ଷ ଟଙ୍କାର କିପ୍ୟାଡ୍ ଫୋନ୍

ମୁମ୍ବାଇ: ମାଲାୟାଲମ ସିନେମାର ଜଣାଶୁଣା ଅଭିନେତା ଫହାଦ ଫାସିଲ ତାଙ୍କର ସାଦାସିଧା ଜୀବନଶୈଳୀ ପାଇଁ ପରିଚିତ। ସାରା ଦେଶରେ ତାଙ୍କର ବିପୁଳ ପ୍ରଶଂସକ ଥାଇ ମଧ୍ୟ, ଏହି ସୁପରଷ୍ଟାର ସୋସିଆଲ ମିଡିଆରୁ ଦୂରେଇ ରହିଛନ୍ତି ଏବଂ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନାହିଁ।…

ପ୍ରତିଶୋଧର କାହାଣୀ ଦେଖାଇବ ‘ରଙ୍ଗିନ୍‌’

ମୁମ୍ବାଇ: ଖୁବ୍‌ଶୀଘ୍ର ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ଅଭିନେତା ବିନୀତ କୁମାର ସିଂଙ୍କ ୱେବ୍‌ସିରିଜ୍‌ ‘ରଙ୍ଗିନ୍‌’ ରିଲିଜ୍‌ ହେବାକୁ ଯାଉଛି। ପ୍ରାଇମ୍‌ ଭିଡିଓ ପକ୍ଷରୁ ମଙ୍ଗଳବାର ଇନ୍‌ଷ୍ଟାଗ୍ରାମରେ ଏହି ସୂଚନା ଦିଆଯାଇଛି। ଏହାସହ ପ୍ରାଇମ୍‌ ଭିଡିଓ ପକ୍ଷରୁ ‘ରଙ୍ଗିନ୍‌’ର ପ୍ରଥମ ପୋଷ୍ଟରକୁ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri