ମନୋରଞ୍ଜନ

କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଗ୍ରାଣ୍ଡ ୱେଡିଂ ପରେ ନ୍ୟୁଲି ୱେଡ କପୁଲ ୮ ଫେବୃୟାରୀରେ…

ନିଜ ଗୀତ ଶୁଣୁ ନ ଥିଲେ ସୁରସାମ୍ରାଜ୍ଞୀ

ବମ୍ବେ: ନାଁ କୋକିଳକଣ୍ଠୀ। ଗାଇଥିଲେ ତିନି ହଜାରରୁ ଅଧିକ ଗୀତ। ନାମରେ ଅଛି ଅନେକ ରେକର୍ଡ। ହେଲେ ନିଜେ ଗାଇଥିବା ଗୀତ ନିଜେ ଶୁଣୁ ନ ଥିଲେ ସେ। ଆମେ କହୁଛୁ ସୁରସାମ୍ରାଜ୍ଞୀ ଲତା ମଙ୍ଗେସରକଙ୍କ କଥା। ଅନେକଙ୍କୁ ଏହା ଆଶ୍ଚର୍ଯ୍ୟ…

ରବୀନାଙ୍କ ଉପରେ ଏବେ ବି ରାଗିଛନ୍ତି କରଣ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଏକ ସାକ୍ଷାତକାରରେ କରଣ ଜୋହରଙ୍କ ଫିଲ୍ମକୁ ସେ କାହିଁକି ନା କହିଥିଲେ ତା’ର କାରଣ କହିଛନ୍ତି। ସେ କହିଛନ୍ତି, ସେତେବେଳେ କାଜଲ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ। ତେଣୁ ସେ କାଜଲଙ୍କଠାରୁ ଛୋଟ ଭୂମିକାରେ ଅଭିନୟ…

ବେକରେ ବ୍ୟାଣ୍ଡେଜ୍‌କୁ ନେଇ ଟ୍ରୋଲ ହେଉଛନ୍ତି କରନ୍‌ ଜୋହର

ବମ୍ବେ: ହାତକୁ ଦୁଇହାତ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ କଳାକାର ଯୋଡି ସିଦ୍ଧାର୍ଥ ମଲହୋତ୍ରା- କିଆରା ଆଡଭାଣୀ। ଏହି ବିବାହରେ ଅନେକ ବଲିଉଡ୍‌ କଳାକାର ଅତିଥି ଭାବେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଫିଲ୍ମନିର୍ମାତା କରନ୍‌ ଜୋହର। ବିବାହ…

ମାଳଦ୍ୱୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ! ଏଭଳି ଚର୍ଚ୍ଚାକୁ ନେଇ…

ବମ୍ବେ: ମାଳଦ୍ୱୀପରେ ନିର୍ବନ୍ଧ କରିବେ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସେନନ୍‌। କିଛି ଏଭଳି ଚର୍ଚ୍ଚା ବଲିଉଡ୍‌ ସହ ଟଲିଉଡ୍‌ଜଗତରେ ଜୋର ଧରିଥିଲା। ‘ଆଦିପୁରୁଷ’ର ଶୁଟିଂ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଥିବା ଶୁଣିବାକୁ ମିଳିଥିଲା। ପରେ ଜଣେ ଫିଲ୍ମ…

ବିବାହ ପରେ ପ୍ରଥମଥର ନଜର ଆସିଲେ ସିଦ୍ଧାର୍ଥ-କିଆରା

ବଲିଉଡ ନବଦମ୍ପତି ସିଦ୍ଧାର୍ଥ ଏବଂ କିଆରା ବିବାହ ପରେ ବିମାନବନ୍ଦରରେ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। କିଆରା ମଥାରେ ସିନ୍ଦୁର, ହାତରେ ଚୁଡି ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଥିଲେ। ସେହିପରି ସିଦ୍ଧାର୍ଥ ମଧ୍ୟ ଶୁଟ୍‌ରେ ନଜର ଆସିଥିଲେ। ଉଭୟ ହାତ…

ବିବାହ ବନ୍ଧନରେ କିଆରା -ସିଦ୍ଧାର୍ଥ

ଜୟପୁର: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ମଙ୍ଗଳବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନସ୍ଥିତ ଜୈସାଲମିରର ସୂର୍ଯ୍ୟଘାଟ ରିସୋର୍ଟରେ ଏହି ଭିଆଇପି ଓ୍ବେଡିଂ ଅନୁଷ୍ଠିତ ହୋଇଥିଲା। ବହୁ ବଲିଉଡ୍‌ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ମଙ୍ଗଳବାର…

ପୁଣି ଘୁଞ୍ଚିଲା ରିଲିଜ ଡେଟ୍‌

ହାଇଦ୍ରାବାଦ: ପୁଣି ଥରେ ଘୁଞ୍ଚିଛି ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଆଗାମୀ ଚଳଚ୍ଚିତ୍ର ‘ଶାକୁନ୍ତଳାମ’ର ରିଲିଜ ଡେଟ୍‌। ପୂର୍ବରୁ ଚଳଚ୍ଚିତ୍ରଟି ଫେବୃୟାରୀ ୧୭ରେ ରିଲିଜ ହେବାକୁ ଥିଲା। ଏବେ ନିର୍ମାତାମାନେ ଆଉ ଥରେ ରିଲିଜ ଡେଟ୍‌ ଘୁଞ୍ଚାଇବାକୁ ନେଇ ଆଧିକାରୀକ ଭାବେ…

ହାତକୁ ଦୁଇ ହାତ ହେବେ ସ୍ମୃତି ଇରାନୀଙ୍କ ଝିଅ, ଜାଣନ୍ତୁ ଶନେଲ କିଏ…

ନୂଆଦିଲ୍ଲୀ,୭।୨: ହାତକୁ ଦୁଇ ହାତ ହେବେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ। ଗତ ବର୍ଷ ଅର୍ଜୁନ ଭଲ୍ଲାଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିଲା। ଫେବୃୟାରୀ ୭ରୁ ୯ ପର୍ଯ୍ୟନ୍ତ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରାଜସ୍ଥାନ ନାଗୌରର…

‘ଦେଶଦ୍ରୋହୀ’ କହି ଅକ୍ଷୟଙ୍କୁ କରାଯାଉଛି ଟ୍ରୋଲ…ଜାଣନ୍ତୁ କାରଣ…

ବମ୍ବେ: ବିବାଦରେ ଖିଲାଡି କିଙ୍ଗ ଅକ୍ଷୟ କୁମାର। ଏକ ଭିଡିଓକୁ ନେଇ ତାଙ୍କୁ ଟ୍ରୋଲ କରାଯାଉଛି। ନିଜେ ଶେୟାର କରିଥିବା ଭିଡିଓର ଏକ କ୍ଲିପରେ ଅକ୍ଷୟ ଭାରତ ମାନଚିତ୍ର ଉପରେ ପାଦ ରଖିଥିବା ଯୋଗୁ ଏହା ଦେଶର ଅପମାନ ବୋଲି କୁହାଯାଉଛି।…

ବିବାହ ବନ୍ଧନରେ ଆବଦ୍ଧ ହେଲେ ସିଦ୍ଧାର୍ଥ-କିଆରା !

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି କିଆରା ଆଡଭାଣୀ ଏବଂ ସିଦ୍ଧାର୍ଥ ମଲହୋତ୍ରା। ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ପଞ୍ଜାବୀ ରୀତିନୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ପରିବାର ସହ ସମ୍ପର୍କୀୟମାନେ ଯୋଗ ଦେଇଥିବା…

ନେହାଙ୍କୁ ଭୁଲି ପୁଣି ପ୍ରେମରେ ପଡ଼ିଛନ୍ତି ହିମାଂଶ

ବମ୍ବେ: ଅଭିନେତା ହିମାଂଶ କୋହଲିଙ୍କ ଗାୟିକା ନେହା କକ୍କଡଙ୍କ ସହ ସମ୍ପର୍କ କାହାକୁ ବା ଅଛପା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ଅଲଗା ହୋଇଥିଲେ। ସେତେବେଳେ ଏହି ବ୍ରେକ୍‌ଅପ୍‌ ଖବର ଚର୍ଚ୍ଚାରେ ରହିଥିଲା। ଏହାକୁ କିଛି ବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri