‘ପଠାନ’ ପରେ ଶାହରୁଖଙ୍କ ଏହି ସୁପରହିଟ୍ ଫିଲ୍ମ ପୁଣିଥରେ ହଲ୍ରେ ଦେଖିପାରିବେ ଦର୍ଶକ
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ୮୦୦ରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ସମୟରେ ଶାହାରୁଖଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ତାଙ୍କର ୨୭ ବର୍ଷ ପୁରୁଣା…
ଗ୍ରାମୀ ପୁରସ୍କାର ବିଜେତାଙ୍କ ପରଲୋକ
କିମ୍ବଦନ୍ତୀ ସଙ୍ଗୀତ ନିର୍ଦ୍ଦେଶକ ବର୍ଟ ବାଚାରାଚଙ୍କ ୯୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କେବଳ ଗ୍ରାମି ନୁହେଁ ଓସ୍କାର ମଧ୍ୟ ଜିତିଛନ୍ତି। ସେ ହିଟ ଗୀତ ‘ଡୁ ୟୁ ନୋ ଦ ଓ୍ବେ ଟୁ ସାନ ଜୋସ’, ‘ଓ୍ବାକ୍ ଅନ୍…
ମହଙ୍ଗା ଘଣ୍ଟା ପିନ୍ଧିଲେ ସିଦ୍ଧାର୍ଥ, ମୂଲ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିକଟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ବିବାହ କରିଥିଲେ। ବିବାହ ପରେ ରାଜସ୍ଥାନର ଜୈସଲମିରରୁ ଦିଲ୍ଲୀ ଫେରିଥିଲେ। ବିମାନବନ୍ଦରରେ ସିଦ୍ଧାର୍ଥଙ୍କ ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ବିବାହ ପରେ ଦିଲ୍ଲୀ ଫେରିଥିବା ସିଦ୍ଧାର୍ଥ ଏବଂ କିଆରାଙ୍କ…
ଗୁଜବକୁ ଖଣ୍ଡନ କଲେ କ୍ରିତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍ ଏବଂ ଅଭିନେତା ପ୍ରଭାସଙ୍କ ନିର୍ବନ୍ଧକୁ ନେଇ କିଛିଦିନ ହେବ ବିଭିନ୍ନ କଥା ଶୁଣିବାକୁ ମିଳୁଥିଲା। ଫିଲ୍ମ ‘ଭେଡିଆଁ’ର ପ୍ରମୋଶନ ପରେ ଏହି ଖବର ନେଇ ଚର୍ଚ୍ଚା ଜୋରଧରିଛି। ଦୁହିଁଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି…
ବିଗିଡିଲା ବାହୁବଳୀ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା, ଅଧାରୁ ବନ୍ଦ ରହିଲା ଶୁଟିଂ
ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ନିଜର ଦମ୍ଦାର ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଏହି ସମୟରେ ପ୍ରଭାସଙ୍କ ବିଷୟରେ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, ପ୍ରଭାସଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିବା ଜଣାପଡିଛି। ଯେଉଁଥିପାଇଁ ନିର୍ଦ୍ଦେଶକ…
ଇତିହାସ ରଚିବ ଶାହାରୁଖଙ୍କ ‘ପଠାନ୍’
ବମ୍ବେ: ଦୀର୍ଘ ଚାରି ବର୍ଷର ବିରତି ପରେ ବଡ଼ପରଦାକୁ ଫେରି ବ୍ଲକ୍ବଷ୍ଟର ହିଟ୍ ଫିଲ୍ମ ଭେଟିଦେଇଛନ୍ତି ରୋମାନ୍ସର ବାଦ୍ଶାହା ଶାହାରୁଖ ଖାଁ। ଦିନକୁ ଦିନ ସଫଳତାର ନୂଆ ନୂଆ ପାହାଚ ଚଢ଼ୁଛି ‘ପଠାନ୍’। ରୋଜଗାର ମାମଲାରେ ଏହା ୧୦୦୦ କୋଟି କ୍ଲବରେ…
ସୋନୁ ସୁଦଙ୍କର ନିର୍ମାଣ ହେଲା ମନ୍ଦିର, ଅଭିନେତା କହିଲେ ମୁଁ ଏଥିପାଇଁ ଯୋଗ୍ୟ ନୁହେଁ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ସମ୍ମାନରେ ତେଲେଙ୍ଗାନା ସୀମାରେ ଆଉ ଏକ ମନ୍ଦିର ନିର୍ମାଣ କରାଯାଇଛି । ଏହାକୁ ନେଇ ଅଭିନେତା କହିଛନ୍ତି, ମୁଁ ଏଥିପାଇଁ ସମ୍ମାନବୋଧ କରୁଛି । ସେଲିବ୍ରିଟି ପାପରାଜି ଭିରଲ ଭୟାନିଙ୍କ ଦ୍ୱାରା ଶେୟାର କରାଯାଇଥିବା…
ଆଦିଲଙ୍କୁ ଜାମିନ ନ ମିଳିବାକୁ କୋର୍ଟରେ ଆବେଦନ କରିବେ ରାଖୀ
ମୁମ୍ବାଇ: ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କ ସ୍ବାମୀ ଆଦିଲ ଖାନ ଗିରଫ ହୋଇଛନ୍ତି। ନିକଟରେ ସ୍ବାମୀ ଆଦିଲ ତାଙ୍କୁ ନିର୍ଯାତନା ଦେଉଥିବା ଅଭିନେତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଆଦିଲଙ୍କୁ ଗିରଫ କରିଥିଲା। ତେବେ ଆଦିଲଙ୍କୁ କୌଣସି ପ୍ରକାରେ ଜାମିନ…
ଆଜି ଦିଲ୍ଲୀରେ ରିସେପ୍ଶନ ପାର୍ଟି ଦେବେ କିଆରା-ସିଦ୍ଧାର୍ଥ
ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟ ଦମ୍ପତି ଦିଲ୍ଲୀ ଫେରିଛନ୍ତି। ସିଦ୍ଧାର୍ଥଙ୍କ ପରିବାର ଲୋକେ ଦମ୍ପତିକୁ ସ୍ବାଗତ କରି ଘରକୁ ନେଇଛନ୍ତି। ତେବେ ସିଦ୍ଧାର୍ଥ ଏବଂ କିଆରା…
ରଶ୍ମିକା ପିନ୍ଧିଥିବା ଟପ୍ର ମୂଲ୍ୟ ଜାଣିଲେ…
ମୁମ୍ବାଇ: ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା ଆଜିକାଲି ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଛନ୍ତି। ନିଜର ଦମ୍ଦାର ଅଭିନୟ ପାଇଁ ସାଉଥ୍ରୁ ବଲିଉଡ ପର୍ଯ୍ୟନ୍ତ ତାଙ୍କର କ୍ରେଜ୍ ବଢିବାରେ ଲାଗିଛି। ନିକଟରେ ରଶ୍ମିକା ମୁମ୍ବାଇ ବିମାନବନ୍ଦରରେ ଜିନ୍ସ ସହିତ ଏକ ଟପ୍ ପିନ୍ଧିଥିବାର…
‘ପଠାନ’ର ସଫଳତା ପରେ କିଙ୍ଗ୍ଖାନ୍ ଶେୟାର କଲେ ଫଟୋ
ମୁମ୍ବାଇ: ‘ପଠାନ’ର ଗ୍ରାଣ୍ଡ ସଫଳତା ପରେ କିଙ୍ଗ୍ଖାନ୍ ଶାହାରୁଖ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ଫିଲ୍ମ ସାରା ବିଶ୍ୱରେ ବହୁ ରୋଜଗାର କରୁଛି। ରିଲିଜ୍ ପୂର୍ବରୁ ‘ପଠାନ’କୁ ଯେତିକି ବିରୋଧର ସମ୍ମୁଖୀନ ହେବାକୁ ପଡୁଥିଲା, ଫିଲ୍ମ…
ଅମ୍ରିତା ସିଂଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ଅଭିନ୍ରେତୀ ଅମ୍ରିତା ସିଂ ଆଜି ୬୫ତମ ଜନ୍ମଦିନ ପାଳନ କରୁଛନ୍ତି। ୯ ଫେବୃଆରୀ ୧୯୫୮ରେ ଜନ୍ମ ହୋଇଥିବା ଅମ୍ରିତା ସନି ଦେଓଲଙ୍କ ବିପକ୍ଷରେ ଫିଲ୍ମ ‘ବେତାବ’ ସହିତ ୧୯୮୩ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ୯୦ ଦଶକର ଜଣେ ଭେଟେରାନ ଅଭିନେତ୍ରୀ…
Archives


