ଓସ୍କାର ପାଇବା ପାଇଁ ନିର୍ମାତା ଖର୍ଚ୍ଚ କରିଛନ୍ତି ୮୦ କୋଟି? ରାଜାମୌଲିଙ୍କ ପୁଅ କାର୍ତ୍ତିକେୟ ଦେଲେ ଜବାବ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍ଏସ୍ ରାଜାମୌଲିଙ୍କ ସୁପରହିଟ୍ ଫିଲ୍ମ ‘ଆର୍ଆର୍ଆର୍’ର ଗୀତ‘ନାଟୁ ନାଟୁ ’ଓସ୍କାର ଜିତି ଇତିହାସ ସୃଷ୍ଟି କରିଛି। ଆନ୍ତର୍ଜାତୀୟ ସ୍ତରରେ ‘ଆର୍ଆର୍ଆର୍’ର ବିଜୟକୁ ସମଗ୍ର ଦେଶ ପାଳନ କରିଥିଲା। ତେବେ ଓସ୍କାରକୁ ନେଇ ନିର୍ମାତା କେତେ ଟଙ୍କା ଖର୍ଚ୍ଚ…
‘ପଠାନ’ର ସଫଳତା ପରେ ନୂଆ କାର୍ କିଣିଲେ ଶାହରୁଖ, ମୂଲ୍ୟ ଜାଣିଲେ…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଧମାକାଦାର ଆୟ କରି ସମସ୍ତ ରେକର୍ଡ ଭାଙ୍ଗିଛି। ଯାହାକୁ ନେଇ ସବୁଆଡେ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ନୂଆ କାର୍କୁ ନେଇ ଚର୍ଚ୍ଚା ଭିତରକୁ ଆସିଛନ୍ତି। ନିକଟରେ…
ଏତିକି କୋଟି ଟଙ୍କାର ମାଲିକ ଅକ୍ଷୟ ଖାନ୍ନା
ବଲିଉଡର ଜଣାଶୁଣା ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଷୟ ସ୍ବର୍ଗତ ଅଭିନେତା ବିନୋଦ ଖାନ୍ନାଙ୍କ ସାନ ପୁଅ। ସେ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଅକ୍ଷୟ ‘ରେସ’, ‘ଦିଲ ଚାହତା ହୈ’,…
ବେଳାଭୂମିରେ ଶାହରୁଖଙ୍କ ଚିତ୍ର
ଇସଲାମାବାଦ୍: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ପାକିସ୍ତାନରେ ଶାହରୁଖଙ୍କ ଚଳଚ୍ଚିତ୍ରକୁ ବ୍ୟାନ୍ କରାଯାଇଛି, ହେଲେ ମଧ୍ୟ ତାଙ୍କ ପ୍ରତି…
ଫିଲ୍ମର ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଲେ ଜ୍ୟାକଲିନ- ସୋନୁ ସୁଦ
ମୁମ୍ବାଇ: ୨୦୦ କୋଟି ଠକେଇ ମାମଲାକୁ ନେଇ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜ ଚର୍ଚ୍ଚାରେ ଥିବାବେଳେ ଏବେ ତାଙ୍କ ଅପକମିଙ୍ଗ୍ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ ଫିଲ୍ମ ‘ଫତେହ’ରେ ଦେଖିବାକୁ ମିଳିବ। ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ଅପ୍ଡେଟ ଆସିଛି…
୨୫ ବର୍ଷ ପୂରଣ କଲା କାଜୋଲ-ସଲମାନଙ୍କ ଏହି ସୁପରହିଟ୍ ଫିଲ୍ମ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜୋଲ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ ପ୍ୟାର୍ କ୍ୟା ତୋ ଡର୍ନା କ୍ୟା’ କୁ ଏବେ ଯାଏ ମଧ୍ୟ ଦର୍ଶକ ଭୁଲିନାହାନ୍ତି। କାଜୋଲ ଏବଂ ସଲମାନଙ୍କ ଏହି ଫିଲ୍ମ ୧୯୯୮ ମାର୍ଚ୍ଚ ୨୭ରେ ମୁକ୍ତିଲାଭ…
ଟ୍ରୋଲ ହେଲେ ବରୁଣ
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଦମଦାର ଅଭିନେତାଙ୍କ ତାଲିକାରେ ସାମିଲ ଅଛି ବରୁଣ ଧୱନଙ୍କ ନାଁ । ତାଙ୍କ ଅଭିନୟକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ଆଲୋଚନା ବି ହୋଇଥାଏ । ଏବେ ସୋସିଆଲ ମିଡିଆରେ ବରୁଣ ପୋଷ୍ଟ କରିଥିବା ଏକ…
ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଜାମିନରେ ଆସିଥିଲେ ବାହାରକୁ
ମୁମ୍ବାଇ,୨୭ ।୩: ବଲିଉଡ ଅଭିନେତା ସଲମାନ ଖାଁଙ୍କୁ ଦ୍ୱିତୀୟ ଥର ଦିଆଯାଇଥିବା ଧମକ ମାମଲରେ ଗିରଫ ହୋଇଥିବା ଅଭିଯୁକ୍ତ ଧାକଡ ରାମ ବିଶ୍ନୋଇଙ୍କ ଉପରେ ରାଜସ୍ଥାନରେ ଆର୍ମସ ଆକ୍ଟ ଅନୁଯାୟୀ ୬ ମାସ ପୂର୍ବରୁ ଏକ ମାମଲା ଦାୟର କରାଯାଇଛି ।…
ଅନୁଷ୍କାଙ୍କ ଆଗରେ ‘ନାଟୁ ନାଟୁ’ ଗୀତରେ ଡ୍ୟାନ୍ସ କଲେ କୋହଲି
ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲି ଦେଶର ଚର୍ଚ୍ଚିତ ଦମ୍ପତ୍ତିଙ୍କ ମଧ୍ୟରୁ ଅନ୍ୟତମ। ନିକଟରେ ଏହି ଦମ୍ପତି ଭାରତୀୟ କ୍ରୀଡ଼ା ସମ୍ମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି କାର୍ଯ୍ୟକ୍ରମରେ କୋହଲି ଓସ୍କାର…
ଫିଲ୍ମ ପୂର୍ବରୁ ଏହି କଳାକାରମାନେ ଥିଏଟରରେ କରିଥିଲେ ଅଭିନୟ
ମୁମ୍ବାଇ: ପ୍ରତିବର୍ଷ ମାର୍ଚ୍ଚ ୨୭ରେ ସାରା ବିଶ୍ୱରେ ‘ବିଶ୍ୱ ନାଟ୍ୟ ଦିବସ’ ପାଳନ କରାଯାଏ। ଫିଲ୍ମ ଆରମ୍ଭ ଥିଏଟରରୁ ବୋଲି ବିଶ୍ୱାସ କରାଯାଏ। ୧୯୧୩ରେ ଭାରତରେ ପ୍ରଥମ ଫିଲ୍ମ ‘ରାଜା ହରିଶ୍ଚନ୍ଦ୍ର’ଆସିବା ପୂର୍ବରୁ ‘ଥିଏଟର’ ଏକମାତ୍ର ମାଧ୍ୟମ ଥିଲା। ଯାହା କଳାକାର…
ସାଉଥ ସୁପରଷ୍ଟାର ରାମ ଚରଣଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ସାଉଥ ସୁପରଷ୍ଟାର ରାମ ଚରଣ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଅଭିନୟ ସହିତ ସେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ସାଉଥ୍ ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୁତ୍ର। ଆରଆରଆର ରାମ ଚରଣ ଏବଂ ତାଙ୍କ…
ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ
ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ,…
Archives


