ବରଫ ଉପରେ ବସି ଫଟୋ ଶେୟାର କଲେ କିଆରା, ପ୍ରଶଂସକ କହିଲେ…
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଆଗାମୀ ଫିଲ୍ମର ଶୁଟିଂ ପାଇଁ ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀ ଆଜିକାଲି କଶ୍ମୀରରେ ଅଛନ୍ତି। କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ଶୁଟିଂ କିଛି ଦିନ ହେବ ସୋନାମାର୍ଗରେ ଚାଲିଛି। କିଆରା ଇନ୍ଷ୍ଟାଗ୍ରାମରେ…
ଓମ୍ ଶ୍ରୀ ପ୍ରଜାପତୟେ ନମଃ
ନୂଆ ଓଡ଼ିଆ ସିନେମା ‘ଓମ୍ ଶ୍ରୀ ପ୍ରଜାପତୟେ ନମଃ’ରେ ନିଜ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଅଭିନେତା ସମ୍ବିତ। କାରଣ ଏଥିରେ ତାଙ୍କୁ ଏକ ଭିନ୍ନଧରଣର ଭୂମିକା ମିଳିଛି। କେବଳ ସେତିକି ନୁହେଁ, ଏହି ଫିଲ୍ମର କାହାଣୀ ଏବଂ ଉପସ୍ଥାପନା…
ଅବୁଝା ଜ୍ୟାକଲିନ୍
ନିକଟରେ ଜ୍ୟାକଲିନ୍ ଫର୍ନାଡିଜ୍ଙ୍କୁ ଜଣେ ନବାଗତ ପ୍ରଯୋଜକ ତାଙ୍କର ଆଗାମୀ ଫିଲ୍ମରେ ସାଇନ୍ କରିବାକୁ ଇଚ୍ଛାପ୍ରକାଶ କରିଥିଲେ। ଯେତେବେଳେ ପ୍ରଯୋଜକଙ୍କ ସହ ଭେଟ ହେଲା, ସେତେବେଳେ ଦୁହେଁ ଫିଲ୍ମର କାହାଣୀ ଏବଂ ସେଥିରେ ନିଜ ଭୂମିକା ବିଷୟରେ ବିଶଦ ଭାବରେ ବୁଝି…
ସାନ୍ୟାଙ୍କ ଡିନର ପାର୍ଟି
‘ଦଙ୍ଗଲ’ ଫେମ୍ ସାନ୍ୟା ମାଲହୋତ୍ରା ଯାହା କହିଥିଲେ ତାହା ପୂରଣ କରିଛନ୍ତି। କଥା କ’ଣ କି ତାଙ୍କ ଅଭିନୀତ ଏକ ଅନଟାଇଟଲ୍ଡ ଫିଲ୍ମର ଶୁଟିଂ ପାଖାପାଖି ଦେଢ଼ବର୍ଷ ଧରି ଅଧାପନ୍ତରିଆ ହୋଇ ପଡିରହିଥିଲା। ନିକଟରେ ତାହାର ଶୁଟିଂ ସିନା ଶେଷ ହୋଇଗଲା,…
କୁଲ୍ କୁଲ୍ ବାଣୀ
କେତେବେଳେ କେଉଁ ପ୍ରକାର କଥା କହିଲେ ତାହା ଆଲୋଚନା ପାଇଁ ଶତ ପ୍ରତିଶତ ଖୋରାକ ଯୋଗାଇଥାଏ ତାହାର କାଇଦା ବାଣୀ କପୁରଙ୍କୁ ମାଲୁମ। ଦେଖୁନାହାନ୍ତି, ଯେତେ ପ୍ରକାର ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିଲେ ମଧ୍ୟ ସେ କେମିତି ସେଗୁଡ଼ିକର ଉତ୍ତର ବେଶ୍…
ନାମକରଣ ଅନ୍ତରାଳେ…
କିଆରା ଆଡଭାନୀଙ୍କ ନାମକରଣ ଅନ୍ତରାଳେ ଏକ ରୋଚକ କଥା ଲୁଚିରହିଛି। ଏଥିଲାଗି ସେ ଜଣେ ଅଭିନେତ୍ରୀଙ୍କୁ ପ୍ରଶଂସା କରିବାକୁ ଭୁଲୁନାହାନ୍ତି। ସେ ହେଲେ ପ୍ରିୟଙ୍କା ଚୋପ୍ରା। ତେବେ କିଆରାଙ୍କ ନାମକରଣ ପଛରେ ପ୍ରିୟଙ୍କାଙ୍କ ଭୂମିକା କ’ଣ ରହିଛି ବୋଲି ଅନେକଙ୍କ ମନରେ…
ଧମକ ମିଳିବା ପରେ ମୁହଁ ଖୋଲିଲେ ସଲମାନ କହିଲେ, ମୁଁ ସମସ୍ତଙ୍କ ଭାଇ ନୁହେଁ…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ବୁଧବାର ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ସଲମାନ ପ୍ରଶ୍ନ କରାଯାଇଥିଲା କି ଆପଣ ଭାରତର ଭାଇଜାନ। ହେଲେ ଆପଣଙ୍କୁ ଧମକ ଦିଆଯାଉଛି। ଯାହାର ଉତ୍ତରରେ ସେ କହିଛନ୍ତି, ମୁଁ ସମସ୍ତଙ୍କର…
ପ୍ରଥମ ଥର ଝିଅର ମୁହଁ ଦେଖାଇଲେ ବିପାଶା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ତାରକା ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ଗତ ବର୍ଷ ନଭେମ୍ବରରେ ଝିଅ ଦେବୀଙ୍କ ସ୍ବାଗତ କରିଥିଲେ। ସେବେଠାରୁ ଏହି ଦମ୍ପତି ପ୍ରାୟତ ପ୍ରଶଂସକମାନଙ୍କୁ ସୋସିଆଲ ମିଡିଆରେ ସେମାନଙ୍କର ଲିଟିଲ ମିସ୍ଙ୍କ ଝଲକ ଦେଖାଇଆସୁଥିଲେ।…
‘ୱାର୍-୨’ରେ ଜୁନିୟର ଏନ୍ଟିଆର୍ଙ୍କ ଏଣ୍ଟ୍ରି
ମୁମ୍ବାଇ: ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ୨୦୧୯ରେ ନିର୍ମିତ ଫିଲ୍ମ ‘ୱାର୍’ରେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡିକୁ ସମସ୍ତେ ପସନ୍ଦ କରିଥିଲେ। ତାହା ସେତେବେଳେ ୩୦୦ କୋଟିରୁ ଅଧିକ ଆୟ କରିଥିଲା। ହ୍ରିତିକ୍ ଓ ଟାଇଗର ସିନେମାରେ…
କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲଙ୍କୁ ପଦ୍ମଶ୍ରୀ
ଭୁବନେଶ୍ୱର,୫।୪(ବ୍ୟୁରୋ): ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ। ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।
ପଦ୍ମଶ୍ରୀ ପାଇଲେ ଏମ୍ଏମ୍ କିରଭାନୀ
ନୂଆଦିଲ୍ଲୀ,୫।୪: ଦକ୍ଷିଣ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆର୍ଆର୍ଆର’ର ‘ନାଟୁ ନାଟୁ’ ସଂଗୀତ ରଚନା ଏମ୍ଏମ୍ କିରଭାନୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।
ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ପଦ୍ମଶ୍ରୀ
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପୁରସ୍କାର ବିତରଣ ଉତ୍ସବ ବୁଧବାର ନୂଆଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ରବୀନା…
Archives


