ସଲମାନ ଖାଁ ନୁହେଁ ବରଂ ଆମିର ଖାଁଙ୍କ ଏହି ମୁଭି ପ୍ରଥମ ଥର ଛୁଇଁଥିଲା ୧୦୦ କୋଟି
ମୁମ୍ବାଇ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ଆମିର ଖାନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ଆମିର ଏବଂ ସଲମାନ ଇଣ୍ଡଷ୍ଟ୍ରିର ଦୁଇଜଣ ମନୋନୀତ ଅଭିନେତା, ଯାହାର ଚଳଚ୍ଚିତ୍ର ବକ୍ସ…
ଅଭିନୟ ଛାଡିବେ ପ୍ରିୟଙ୍କା!
ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିୟର ଏବେ ଖୁବ ଉଚ୍ଚରେ। ତାଙ୍କୁ ବଲିଉଡରେ ପସନ୍ଦ କରାଯାଉଛି। କିନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ତାଙ୍କ ପରିବାର ପ୍ରଥମେ ଆସନ୍ତି । ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଛନ୍ତି…
ପରିଣୀତିି-ରାଘବଙ୍କ ନିର୍ବନ୍ଧରେ ସାମିଲ ହେବେ ପ୍ରିୟଙ୍କା
ମୁମ୍ବାଇ: ଅଭିନେତ୍ରୀ ପରିଣୀତିି ଚୋପ୍ରା ଏବଂ ରାଜନେତା ରାଘବ ଚଡ୍ଡା ଆଜିକାଲି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଉଭୟ ୧୩ ମେ’ରେ ରାଜକୀୟ ଶୌଳୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହି…
ଏକ୍ସ ବୟଫ୍ରେଣ୍ଡ୍ଙ୍କ ସହ ଡେଟ୍ କରୁଛନ୍ତି ସୁସ୍ମିତା
ମୁମ୍ବାଇ,୧୧।୫: ଯଦି ଆମେ ହିନ୍ଦୀ ସିନେମାର ଦମ୍ଦାର ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ସୁସ୍ମିତା ସେନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି।…
ଅନସ୍କ୍ରିନ ରୋମାନ୍ସର ତଡକା ଦେବେ ସାହିଦଙ୍କ ସହ ରଶ୍ମିକା
ମୁମ୍ବାଇ: ଅଲୁ ଅର୍ଜୁନଙ୍କ ‘ପୁଷ୍ପା: ଦି ରାଇଜ’ର ସୁପର ଡୁପର ସଫଳତା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଶନାଲ କ୍ରସ ରଶ୍ମିକା ମନ୍ଦାନାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସବୁ ଚଳଚ୍ଚିତ୍ର ର୍ନିମାତା ଏବଂ ବଲିଉଡ ର୍ନିମାତାଙ୍କ ସର୍ବଶେଷ ତଥା…
୧୦ଟି ଭାଗରେ ‘ମହାଭାରତ’ ନିର୍ମାଣ କରିବେ ରାଜାମୌଳି
ମୁମ୍ବାଇ: ଫିଲ୍ମ ମେକର ଏସ ଏସ ରାଜମୌଳି ଖୁବଶୀଘ୍ର ଦର୍ଶକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି। ବାହୁବଳି ଓ ଆରଆରଆର ଭଳି ଦମଦାର ମୁଭି ଭେଟି ଦେଇଥିବା ରାଜାମୌଳି ଏମିତି ଜଣେ ଫିଲ୍ମ ନିର୍ମାତା ଯାହାଙ୍କ ମୁଭିକୁ ଦର୍ଶକେ ଅପେକ୍ଷା…
ନିକ୍ଙ୍କ ଏକ୍ସ-ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିରୁ ବାହାରିବା ପରେ ଗ୍ଲୋବାଲ ଷ୍ଟାର୍ ପାଲଟିଥିବା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସୁଛନ୍ତି। ସେ ସବୁବେଳେ ଗୋଟିଏ ବିଷୟରେ ପ୍ରକାଶ କରୁଛନ୍ତି, ଆକ୍ସନ ପ୍ୟାକ୍ ସିରିଜ ‘ସିଟାଡେଲ’ ଏବଂ ରୋମାଣ୍ଟିକ୍ ଫିଲ୍ମ ‘ଲଭ୍ ଏଗେନ୍’…
‘ଆର୍ଆର୍ଆର୍’କୁୁ ପଛରେ ପକାଇ ରେକର୍ଡ ଭାଙ୍ଗିଲା ‘ଆଦିପୁରୁଷ’
ମୁମ୍ବାଇ,୧୧।୫:ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର୍ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ କରୁଛି। ରିଲିଜ ପୂର୍ବରୁ ଲିକ୍ ହୋଇଥିଲେ ମଧ୍ୟ ଓରିଜିନାଲର କ୍ରେଜ୍ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଟ୍ରେଲର୍ ରିଲିଜ୍ର ୧୫ଘଣ୍ଟା ମଧ୍ୟରେ ଦର୍ଶକ ସବୁ ଭାଷାରେ ୫କୋଟି ୭୨ଥର ଦେଖିଛନ୍ତି। ବ୍ଲକ୍ବଷ୍ଟର୍…
‘ଆଦିପୁରୁଷ’ର ଟ୍ରେଲର ଲଞ୍ଚିଂରେ କ୍ରିତି ସାନନ ପିନ୍ଧିଥିଲେ ୨୪ କ୍ୟାରେଟ ସୁନାର ଶାଢି
ମୁମ୍ବାଇ: ସାଉଥର ମୋଷ୍ଟ ଆଓ୍ବେଟେଡ ମୁଭି ‘ଆଦିପୁରୁଷ’ର ଟ୍ରେଲର ରିଲିଜ ହୋଇଯାଇଛି। ଏହି ଫିଲ୍ମରେ ବାହୁବଳି ଫେମ ପ୍ରଭାସ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ଅପୋଜିଟରେ ବଲିଉଡ ନାୟିକା କ୍ରିତି ସାନନ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି।…
ପିତାଙ୍କ ସ୍ବପ୍ନ ପୂରଣ କଲେ ସୋନାକ୍ଷୀ
ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ଓ୍ବେବ ସିରିଜ ‘ଦହାଡ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାଏକ ସସପେନ୍ସ-ଥ୍ରୀଲର ସିରିଜ। ଏହା ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏହି ଓ୍ବେବ ସିରିଜରେ ସୋନାକ୍ଷୀ ସିହ୍ନା ଜଣେ…
ୟୁପିରେ ଟିକସମୁକ୍ତ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବେ ‘ଦ କେରଲା ଷ୍ଟୋରି’ର ଟିମ୍
ଲକ୍ଷ୍ନୌ, ୧୦।୫: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଥମିବାର ନାଁ ନେଉନି। କେତେକ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ସମର୍ଥନ ମିଳିଛି। ତେବେ ମଧ୍ୟପ୍ରଦେଶରେ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ଟିକସମୁକ୍ତ…
ଫିଲ୍ମ ‘ଦ କେରଲା ଷ୍ଟୋରି’ ୫ଦିନରେ ମାରି ସାରିଛି ହାଫ୍ ସେଞ୍ଚୁରି
ମୁମ୍ବାଇ,୧୦।୫: ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ଦ କେରଲା ଷ୍ଟୋରି ରିଲିଜ୍ ପରେ ବି ବିବାଦ ଘେରରେ ରହିଛି। ତେବ ଏହି ଫିଲ୍ମକୁ କେତେକ ରାଜ୍ୟରେ ଟ୍ୟାକ୍ସ ଫ୍ରି କରାଯାଇଛି ଆଉ କେଉଁଠି ବ୍ୟାନ୍ କରାଯାଇଛି। କିନ୍ତୁ ବକ୍ସ ଅଫିସ୍ରେ ଫିଲ୍ମ…
Archives


