ମନୋରଞ୍ଜନ

ବଲିଉଡ୍‌ର ସଫଳ ନିର୍ଦ୍ଦେଶକଙ୍କୁ ଜାଣନ୍ତି, ଯିଏକି ଦର୍ଶକଙ୍କ ଭେଟି ଦେଇଛନ୍ତି ବ୍ଲକବଷ୍ଟର ଫିଲ୍ମ

ମୁମ୍ବାଇ: ଯେକୌଣସି ଫିଲ୍ମର ହୃଦୟ, ପ୍ରାଣ ଏବଂ ହୃଦ୍‌ସ୍ପନ୍ଦନ ହେଉଛନ୍ତି ନିର୍ଦ୍ଦେଶକ। ବଲିଉଡ୍‌ର କ୍ୟାରିୟରରେ ଅନେକ ନିର୍ଦ୍ଦେଶକ ଅନେକ ଫିଲ୍ମ କରିଛନ୍ତି। ମାତ୍ର ସେଥିରୁ କିଛି ନିର୍ଦ୍ଦେଶକ ଦର୍ଶକଙ୍କୁ ସୁପର ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇ ନିଜେ ସୁପର ପାଲଟିଛନ୍ତି। ଏହି…

‘ତାରକ ମେହେଟାକା ଉଲଟା ଚଷମା’ ଶୋ’ର ନିର୍ମାତାଙ୍କ ଉପରେ ପୁଣିଥରେ ଅଭିଯୋଗ ଆଣିଲେ ଆଉ ଜଣେ ଅଭିନେତ୍ରୀ, କହିଲେ ଦୟାବେନଙ୍କ ସହ ହୋଇଛି ର୍ଦୁବ୍ୟବହାର

ମୁମ୍ବାଇ: ଲୋକପ୍ରିୟ ସିରିୟଲ ‘ତାରକ ମେହେଟାକା ଉଲଟା ଚଷମା’ର ନିର୍ମାତାଙ୍କ ଉପରେ ବିବାଦ ଥମିବାର ନାଁ ନେଉନାହିଁ। ତେବେ କିଛିଦିନ ପୂର୍ବରୁ ସୋଡି ଭୂମିକାରେ ଥିବା ଜେନିଫର ମିଷ୍ଟ୍ରି ନିର୍ମାତା ଅସିତ ମୋଦିଙ୍କ ଉପରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ। ବର୍ତ୍ତମାନ…

୨୮ ବର୍ଷ ହେବ ସଲମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ଶେରା

ମୁମ୍ବାଇ: ସଲମାନ ଖାଁ। ବଲିଉଡର ଏହି ଭାଇଜାନ ତାଙ୍କ ଆଖପାଖର ଲୋକଙ୍କୁ କେତେ ଭଲ ପାଆନ୍ତି ତାହା ହୁଏତ ଅନେକେ ଜାଣିଥିବେ। ତାଙ୍କର ଏହି ନିଃସ୍ବାର୍ଥପର ଭଲପାଇବାରେ ଅନେକ ସଲମାନଙ୍କୁ ନିଜର କରିପାରିଛନ୍ତି। ସଲମାନ ବଲିଉଡରେ ଯେତିକି ଫେମସ ସମାନ ଢଙ୍ଗରେ…

୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’ ଏବେ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଆଉ ମାତ୍ର କିଛି ପାଦ ପଛରେ ରହିଛି। ଚଳିତ ବର୍ଷର କେତୋଟି ହାତଗଣତି ହିଟ ଫିଲ୍ମ ତାଲିକାରେ ସାମିଲ ହୋଇଛି ‘ଦ କେରଲା…

ମୁମ୍ବାଇରେ ୧୯ ମହଲା ବିଶିଷ୍ଟ ହୋଟେଲ ନିର୍ମାଣ କରିବେ ସଲମାନ

ମୁମ୍ବାଇ: ଗତ ୧୦୦ ବର୍ଷ ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ସିନେମା ଇଣ୍ଡଷ୍ଟ୍ରିରେ ଏକରୁ ଅଧିକ କଳାକାର ଅଛନ୍ତି ଯିଏ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ବଲିଉଡର ଭେଟେରାନ ତାରକାମାନେ ଦୀର୍ଘ ଦିନ ଧରି ମୁମ୍ବାଇରେ ଲକ୍ଷ ଲକ୍ଷ କୋଟି ଟଙ୍କାର…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗରେ ସ୍କ୍ରିନିଂ ହେଉନାହିଁ ‘ଦ କେରଲା ଷ୍ଟୋରି’

କୋଲକାତା,୨୦।୫: ପଶ୍ଚିମବଙ୍ଗରେ ‘ ଦ କେରଲା ଷ୍ଟୋରି’ ସ୍କ୍ରିନିଂକୁ ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ ମଧ୍ୟ ବିବାଦୀୟ ଫିଲ୍ମକୁ ସ୍କ୍ରିନିଂ କରିବାକୁ କୌଣସି ସିନେମା ହଲ ରାଜି ହୋଉନାହାନ୍ତି। ନିକଟରେ ସାମ୍ପ୍ରଦାୟିକ ଅଶାନ୍ତି ଭୟରେ ରାଜ୍ୟ ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ…

ପସନ୍ଦ ଆସୁଛି ‘ସତ୍ୟ ପ୍ରେମ୍‌ କି କଥା’ର ଟିଜର

ମୁମ୍ବାଇ: ବଲିଉଡ୍‌ ଚକୋଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ସତ୍ୟ ପ୍ରେମ୍‌ କି କଥା’ର ଟିଜରକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଫିଲ୍ମ ଜରିଆରେ ପୁଣଥରେ କାର୍ତ୍ତିକ ଓ କିଆରା ଆଡଭାନି ଅନ୍‌ସ୍କ୍ରିନ୍‌ ରୋମାନ୍ସ କରିବେ। ଦୁଇଜଣଙ୍କ ଯୋଡ଼ିକୁ ସିନେପ୍ରେମୀଙ୍କ…

ଭାରତରେ ନିକ ନେମ ‘ନିକୁଆ’କୁ ଖୁବ ପସନ୍ଦ କରନ୍ତି ନିକ ଜୋନାସ

ମୁମ୍ବାଇ: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ବିବାହକୁ ନେଇ ଭାରତରେ ଖୁବ ଚର୍ଚ୍ଚା ହୋଇଥିଲା। ପିସି ଆମେରିକାନ ସିଙ୍ଗର ନିକ ଜୋନାସଙ୍କୁ ବିବାହ କରିଥିଲେ। ସେତେବେଳେ ନିକଙ୍କୁ ଭାରତରେ ସମସ୍ତେ ‘ନିକ ଜିଜୁ’ ବୋଲି ଡାକୁଥିଲେ। କେବଳ ସେତିକି ନୁହେଁ ଭାରତରେ…

ରେଡ ଲିପଷ୍ଟିକ, ସିଲଭର ହୁଡି ଗାଉନରେ ଐଶ୍ୱର୍ଯ୍ୟାଙ୍କ କାନ୍ସ ଲୁକ ଭାଇରାଲ

ମୁମ୍ବାଇ: କାନ୍ସ ୨୦୨୩ରେ ବଲିଉଡ ନାୟିକାମାନେ ଗ୍ଲାମରର ତଡକା ଲଗାଉଥିବା ଦେଖାଯାଇଛି। ବି-ଟାଉନର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ କାନ୍ସ ଲୁକରେ ପ୍ରଶଂସକଙ୍କୁ ଫିଦା କରିଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୬ ତମ ଏଡିସନ ପାଇଁ ଐଶ୍ୱର୍ଯ୍ୟା…

ପରପାରିରେ ଆୟୁଷ୍ମାନ ଖୁରାନାଙ୍କ ପିତା

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ପିତା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ମୋହାଲିରେ ପରଲୋକ ହୋଇଯାଇଛି। ଏହି ସୂଚନା ନିଜେ ଅଭିନେତା ଆୟୁଷ୍ମାନ ଖୁରାନା ଦେଇଛନ୍ତି। ପି ଖୁରାନା ଆୟୁଷ୍ମାନଙ୍କ ବ୍ୟତୀତ ଅପାରଶକ୍ତି ଖୁରାନାଙ୍କର ବି ପିତା। ଶୁକ୍ରବାର ପି ଖୁରାନାଙ୍କର ପରଲୋକ…

ଗିରଫ ହେଲେ ବିଗ୍‌ ବି!

ମୁମ୍ବାଇ:କିଛି ଦିନ ପୂର୍ବରୁ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ବାଇ ଟ୍ରାଫିକ୍‌ରେ ଫଶିଯିବା କାରଣରୁ ଜଣେ ଅପରିଚିତଙ୍କ ବାଇକ୍‌ ପଛରେ ବସି ଯାଉଥିବାର ଫଟୋ ଭାଇରାଲ ହୋଇଥିଲା। ଏହି ଘଟଣାର କିଛିଦିନ ପରେ ଅଭିତାଭ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଟ ସେୟାର…

ସମିର ଓ୍ବାନଖେଡେ , ଶାହାରୁଖଙ୍କ ବିସ୍ମୟକର ଚାଟ ଆସିଲା ସାମ୍ନାକୁ

ମୁମ୍ବାଇ,୧୯।୫: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ମାମଲାରେ ଏନସିବିର ପୂର୍ବତନ ଅଧିକାରୀ ସମିର ଓ୍ବାନଖେଡେଙ୍କ ଉପରେ ଲାଞ୍ଚ ମାଗିବା ଅଭିଯୋଗ ରହିଛି। ଏବେ ଏହି ମାମଲାରେ ଓ୍ବାନଖେଡେଙ୍କର କିଙ୍ଗ ଖାଁଙ୍କ ସହ ହୋଇଥିବା ଚ୍ୟାଟ ସାମ୍ନାକୁ ଆସିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri