ମନୋରଞ୍ଜନ

‘କେରଲା ଷ୍ଟୋରି’ ସଫଳତା ପରେ ଆଗାମୀ ଫିଲ୍ମକୁ ନେଇ ଘୋଷଣା କଲେ ନିର୍ଦ୍ଦେଶକ, ଜାଣନ୍ତୁ କାହା ଉପରେ ହେବ ଆଧାରିତ

ମୁମ୍ବାଇ: ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ବାସ୍ତବ ଜୀବନ ସହିତ ଜଡିତ ଏହି ଚଳଚ୍ଚିତ୍ରର କାହାଣୀକୁ ଲୋକମାନେ ପସନ୍ଦ କରିଛନ୍ତି । ଏହି କାରଣରୁ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ…

ପ୍ରିୟଙ୍କାଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଯୁଆଡେ ଯାଆନ୍ତି, ସେଠାରେ ସେ ନିଜ ଜଲଓ୍ବା ଦେଖାଇଥାଆନ୍ତି। ନିକଟରେ ଇଟାଲୀରେ ଚାଲିଥିବା ବୁଲଗାରି ଇଭେଣ୍ଟରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବେ ଇଣ୍ଟରନେଟରେ ଧମାଲ କରିଛି। ଧାମଲ କରିବାର କାରଣ କିଛି…

ଏହି ଦିନଠୁ ଆରମ୍ଭ ହେବ ‘ଆଦିପୁରୁଷ’ର ଆଡଭାନ୍ସ ବୁକିଂ, ୧୦ ହଜାର ଟିକେଟ୍‌ କିଣିଲେ ରଣବୀର, ଜାଣନ୍ତୁ କାରଣ…

ମୁମ୍ବାଇ: ଜୁନ ୧୬ରେ ଅଭିନେତ୍ରୀ କ୍ରିତି ସାନନ ଏବଂ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ବଡ ପରଦାରେ ମୁକ୍ତିଲାଭ କରିବ। ତେବେ ଏହା ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏହି ସମୟରେ ଖବର ଅଛି ଯେ ଫିଲ୍ମର…

ସୋସିଆଲ ମିଡିଆରୁ କାଜଲଙ୍କ ବିରତି

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସୋସିଆଲ ମିଡିଆ ନିତାନ୍ତ ଆବଶ୍ୟକ ହୋଇଗଲାଣି। ଏହି ସମୟରେ ବଲିଉଡ୍‌ ଅଭିନେତ୍ରୀ କାଜଲ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି…

ଆୟେଶା ଶ୍ରଫ୍‌ଙ୍କଠାରୁ ୫୮ ଲକ୍ଷ ଠକେଇ

ମୁମ୍ବାଇ, ୯ା୬: ବଲିଉଡ୍‌ର ବରିଷ୍ଠ ଅଭିନେତା ଜାକି ଶ୍ରଫ୍‌ଙ୍କ ସ୍ତ୍ରୀ ଆୟେଶା ଶ୍ରଫ୍‌ ୫୮ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି। ଅଭିଯକ୍ତ ଆଲାନ ଫର୍ଣ୍ଣାଣ୍ଡିଜ୍‌ଙ୍କ ବିରୋଧରେ ମୁମ୍ବାଇ ସାନ୍ତାକ୍ରୁଜ୍‌ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଖବର…

ରିଲିଜ ହେଲା ତାରା ସିଂ ଏବଂ ସାକାନାଙ୍କ ଲଭ ଷ୍ଟୋରୀ ଗଦର: ଏକ ପ୍ରେମ କଥା

ମୁମ୍ବାଇ: ଅନିଲ ଶର୍ମାଙ୍କ ୨୦୦୧ମସିହାର ବ୍ଲକବଷ୍ଟର ଫିଲ୍ମ ଗଦର: ଏକ ପ୍ରେମ କଥା 22 ବର୍ଷ ପରେ ପୁଣି ଥରେ ସିନେମା ହଲରେ ମୁକ୍ତିଲାଭ କରିଛି। ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ୪କେ ରିଜଲ୍ୟୁଶନ ଏବଂ…

କଠିନ ସମୟ ଦେଇ ଗତି କରୁଛନ୍ତି କାଜୋଲ! ଏପରି କହିଲେ ପୋଷ୍ଟରେ…

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କାଜୋଲ କିଛିଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ। ଏନେଇ ଶୁକ୍ରବାର ସେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ତାଙ୍କ ଜୀବନର କଠିନ ସମୟ ଦେଇ ଗତି କରୁଛନ୍ତି ବୋଲି ପୋଷ୍ଟରେ…

ନଭେମ୍ବରରେ ବିବାହ କରିବେ ପରିଣିତି!

ମୁମ୍ବାଇ: ପରିଣିତି ଚୋପ୍ରା ଓ ଉଦୟ ଚଢା ଗତ କିଛିଦିନ ହେବ ଖୁବ ଚର୍ଚ୍ଚାରେ ରହୁଛନ୍ତି। ଏହା ସେମାନଙ୍କ ପର୍ସନାଲ ଲାଇଫ ବା ବିବାହକୁ ନେଇ। ଗତ ମାସରେ ବଲିଉଡ କୁଇନ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା…

ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଲିଉଡ୍‌ରେ ପୁଣିଥରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଛି। ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାମାନଙ୍କୁ…

କାର୍‌ ଦୁର୍ଘଟଣାରେ ତାମିଲ ନିର୍ଦ୍ଦେଶକ-ଅଭିନେତା ସରନ ରାଜଙ୍କ ପରାଲୋକ

ମୁମ୍ବାଇ: ନିର୍ଦ୍ଦେଶକ ଭେତ୍ରିମାରନଙ୍କ ସହକାରୀ ନିର୍ଦ୍ଦେଶକ ତଥା ସପୋଟିଙ୍ଗ୍‌ ଅଭିନେତା ସରନ ରାଜଙ୍କ ପରାଲୋକ ଘଟିଛି। କେ କେ ନଗରରେ ଏକ କାର ଦୁର୍ଘଟଣାରେ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ, ସହଯୋଗୀ ଅଭିନେତା ପଲାନିୟପ୍ପନ ମଦ ନିଶାରେ କାର୍‌ରେ…

ଦ୍ୱିତୀୟ ବିବାହ କରିବେ ‘ଇମଲି’ ଫେମ୍‌ ଶୁମ୍ବୁଲଙ୍କ ବାପା

ମୁମ୍ବାଇ: ‘ଇମଲି’ ଧାରାବାହିକରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶୁମ୍ବୁଲ ତୌକିର ପ୍ରାୟତଃ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ତାଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି, ଶୁମ୍ବୁଲଙ୍କ ବାପା…

ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ପରେଶ ରାଓ୍ବଲ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ହିଟ ସାବ୍ୟସ୍ତ ହୋଇଥିଲା। ‘ଓ ମାଇ ଗଡ’ ସଫଳତାର ୧୧ ବର୍ଷ ପରେ ‘ଓ ମାଇ ଗଡ ୨’ ମାଧ୍ୟମରେ ଅକ୍ଷୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri