ଓସ୍କାରରେ ଏକାଡେମୀ ମେମ୍ବର ଲିଷ୍ଟରେ ନାହିଁ ରାଜାମୌଲିଙ୍କ ନାଁ
ମୁମ୍ବାଇ: ସାଉଥର ନିର୍ଦ୍ଦେଶକ ଏସ ଏସ ରାଜାମୌଲି ‘ଆରଆରଆର’ ଏବଂ ‘ବାହୁବଲୀ’ ପରି ଭାରତୀୟ ସିନେମା ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ଅନ୍ୟପକ୍ଷରେ, ଜୁନ ୨୯ ରେ ଫିଲ୍ମ ‘ଆରଆରଆର’ ବିଷୟରେ ଏକ ଖୁସି ଖବର ଆସିଛି। ବାସ୍ତବରେ, ଏକାଡେମୀ ଅଫ ମୋଶନ…
ଏହି ଫିଲ୍ମ କରିବାକୁ ଅମିତାଭ-ଜୟା ନେଇ ନାହାନ୍ତି ଟଙ୍କାଟିଏ ପାରିଶ୍ରମିକ
ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ି ଉଭୟ ଅନ୍ ସ୍କ୍ରିନ୍ ଏବଂ ଅଫ୍ ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥାଏ। ଉଭୟେ ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ଫିଲ୍ମରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍ ପସନ୍ଦ କରିଛନ୍ତି।…
କଙ୍ଗନାଙ୍କ ଉପରେ ରାଗିଲେ ଦର୍ଶକେ
ମୁମ୍ବାଇ: ବଲିଉଡର ଧାକଡ ଗର୍ଲ କଙ୍ଗନା ରାନାଓ୍ବତ କିଛି ନା କିଛି କାରଣକୁ ନେଇ ପ୍ରାୟ ସବୁ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ। ଏବେ କଙ୍ଗନାଙ୍କ ଅଭିନୀତ ମୁଭି ‘ଏମରଜେନ୍ସି’କୁ ନେଇ ବି ସେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଅଭିନେତ୍ରୀ ସନ୍ଦିପ ସିଂଙ୍କ…
‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ଜାରି, ଡିଫରେଣ୍ଟ ଫ୍ଲେବର ଆଉ ଟୁଇଷ୍ଟ ସହ ଆସିବ ଶୋ’
ମୁମ୍ବାଇ: ବଲିଉଡ ଶେହନଶାହା ଅମିତାଭ ବଚ୍ଚନଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା କ୍ୱିଜ ଶୋ ‘କୌନ ବନେଗା କରୋଡପତି’ ଟେଲିଭିଜନର ମୋଷ୍ଟ ପପୁଲାର ଶୋ’। ଏହାର ପ୍ରତିଟି ସିଜନ ହିଟ ସାବ୍ୟସ୍ତ ହୋଇଛି। ଏବେ ପୁଣିଥରେ ବିଗ ବି ଏହି ସୁପରହିଟ ଶୋ’ର…
ଜୁଲାଇ ୧ରେ ବିବାହ କରିବେ ‘ବିଗ୍ ବସ୍-୧୬’ର ଏହି ଫେମ୍
ମୁମ୍ବାଇ: ‘ବିଗ୍ ବସ୍-୧୬’ର ଫେମ୍ ଶ୍ରୀଜିତା ଦେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ଜର୍ମାନୀର ମାଇକେଲ ବ୍ଲୋମ୍-ପେପ୍ଙ୍କୁ ବିବାହ କରିବେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛନ୍ତି। ପ୍ରଶଂସକଙ୍କ ମଧ୍ୟରେ ସେମାନଙ୍କ ବିବାହ ଏବଂ ବିବାହ ପରେ ଜର୍ମାନୀ…
ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ତାଲିକାରେ ସାମିଲ ହେଲେ କରନ ଜୋହର, ରାମ ଚରଣ, ଓସ୍କାର ବିଜେତାଙ୍କ ପାଇଁ କରିପାରିବେ ଭୋଟିଂ
ମୁମ୍ବାଇ:ଏକାଡେମୀ ଅଫ ମୋସନ ପିକ୍ଚର୍ ଆଟର୍ସ ଆଣ୍ଡ ସାଇନ୍ସ ନିଜର ସମ୍ମାନଜନକ ପୁରସ୍କାର ଉତ୍ସବ ପାଇଁ ୩୯୮ଜଣଙ୍କ ନାଁ ଘୋଷଣା କରିଛି। ତାଲିକାରେ ଅର୍ନ୍ତଭୁକ୍ତ ସଦସ୍ୟମାନେ ଓସ୍କାର ଆଓ୍ବାର୍ଡ ପାଇଁ ଭୋଟିଂ କରିପାରିବେ। ବହୁ ଅନ୍ତରାଷ୍ଟ୍ରିୟ ତାରକାଙ୍କ ମଧ୍ୟରେ ଆର୍ଆର୍ଆର୍ ଫିଲ୍ମର…
ଅଲଗା ହେବା ଖବରକୁ ନେଇ ମୁହଁ ଖୋଲିଲେ ଅସିନ
ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଅସିନଙ୍କୁ ନେଇ କିଛି ଖବର ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି କି ଅସିନ ଓ ତାଙ୍କ ସ୍ବାମୀ ରାହୁଲ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ସେ ଇନଷ୍ଟାଗ୍ରାମରୁ ନିଜ ସ୍ବାମୀଙ୍କ ସବୁ ଫଟୋ ଡିଲିଟ…
‘୭୨ ହୁରେଂ’ର ଟ୍ରେଲରକୁ ସେନସରବୋର୍ଡ ଦେଲାନାହିଁ ସାର୍ଟିଫିକେଟ, ଡିଜିଟାଲି ରିଲିଜ କଲେ ମେକର୍ସ
ମୁମ୍ବାଇ,୨୮।୬: ଆତଙ୍କବାଦର କଳା କାହାଣୀ ଉପରେ ଆଧାରିତ ଫିଲ୍ମ ‘୭୨ ହୁରେଂ’ର ଟିଜର ସହ ଏହା ଚର୍ଚ୍ଚାରେ ରହି ଆସୁଛି। କିଛିଦିନ ତଳେ ଫିଲ୍ମର ଟିଜର ରିଲିଜର ଘୋଷଣା କରାଯାଇଥିଲା କି ୨୮ ଜୁନରେ ଏହା ରିଲିଜ ହେବାକୁ ଯାଉଛି।ସୂଚନାଯୋଗ୍ୟ, ସେଣ୍ଟ୍ରାଲ…
‘ଦ କେରଲା ଷ୍ଟୋରି’କୁ କିଣିବାକୁ ପ୍ରସ୍ତୁତ ନୁହଁ ଓଟିଟି ପ୍ଲାଟଫର୍ମ
ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ର ଟ୍ରେଲର ରିଲିଜ ହେବା ପରଠୁ ବିବାଦରେ ରହିଥିଲା। ଅନେକ ଲୋକ ଏହାକୁ ଏକ ପ୍ରୋପାଗଣ୍ଡା ଚଳଚ୍ଚିତ୍ର ବୋଲି କହୁଥିଲେ। ଫିଲ୍ମଟି ମେ’ରେ ରିଲିଜ ହୋଇଥିଲା ଏବଂ ବିବାଦ ସତ୍ତ୍ୱେ ଫିଲ୍ମ ବକ୍ସ ଅଫିସରେ ୨୦୦…
ଇମୋଶନାଲ ହେଲେ ତମନ୍ନା
ମୁମ୍ବାଇ: ଗତ କିଛିଦିନ ହେବ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ। ବିଜୟ ବର୍ମାଙ୍କ ସହ ତାଙ୍କ ରିଲେସନଶିପକୁ ନେଇ ସେ ଯେବେଠାରୁ ଅଫିସିୟାଲି ଘୋଷଣା କରିଛନ୍ତି ସେବେଠାରୁ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଏବେ ସେ ବିଜୟ ବର୍ମାଙ୍କ ସହ…
ଦୁର୍ଘଟଣାର ଶିକାର ହେଲେ କନ୍ନଡ ଅଭିନେତା ସୁରଜ କୁମାର, ଜୀବନ ବଞ୍ଚାଇବାକୁ କାଟିବାକୁ ପଡିଲା ଗୋଡ
ଚେନ୍ନାଇ,୨୭।୬: କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧ୍ରୁବନ ନାଁରେ ବେଶ ପରିଚିତ ଫେମଶ ଆକ୍ଟର ସୁରଜ କୁମାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। କୁହାଯାଉଛି କି ଜୁନ ୨୪ରେ ସେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଗୁରୁତର ଆହତ…
କିଛି ବର୍ଷର ବ୍ରେକ୍ ପରେ ପୁଣି ଏହି ଅଭିନେତ୍ରୀଙ୍କ ଡିଜିଟାଲ ଡେବ୍ୟୁ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନମ୍ କପୁର କିଛି ବର୍ଷର ବ୍ରେକ୍ ପରେ ପୁଣି ଅଭିନୟ ଜଗତକୁ ଫେରିଛନ୍ତି। ଜିଓ ସିନେମାରେ କ୍ରାଇମ୍ ଡ୍ରାମା ‘ବ୍ଲାଇଣ୍ଡ’ ଜରିଆରେ ସେ ତାଙ୍କ ଡିଜିଟାଲ ଫ୍ଲାଟ୍ଫର୍ମ ଡେବ୍ୟୁ କରିବାକୁ ଯାଉଛନ୍ତି। ‘ବ୍ଲାଇଣ୍ଡ’ ହେଉଛି ୨୦୧୧ କୋରିଆନ…
Archives


