ଲସ ଏଞ୍ଜେଲସରେ ଶୁଟିଂବେଳେ ଦୁର୍ଘଟଣାର ଶିକାର ହେଲେ ଶାହାରୁଖ, କରିବାକୁ ପଡିଲା ଅସ୍ତ୍ରୋପଚାର
ମୁମ୍ବାଇ,ଶାହାରୁଖ ଖାନ ନିକଟରେ ଆମେରିକାର ଲସ ଏଞ୍ଜେଲସରେ ଏକ ଶୁଟିଂ ପାଇଁ ଥିଲେ, ଯେଉଁଠାରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଖବର ଅନୁଯାୟୀ, ଏହା ପରେ ତାଙ୍କୁ ସେଠାରେ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଛି। ଶାହାରୁଖଙ୍କ ନାକରେ ଆଘାତ ହେତୁ…
ଜାହ୍ନବୀଙ୍କ ମୁଭିକୁ ମିଳିଲା ରିଲିଜ ଡେଟ
ମୁମ୍ବାଇ: ବଲିଉଡ ଆକ୍ଟ୍ରେସ ଜାହ୍ନବୀ କପୁର ଓ ରାଜକୁମାର ରାଓ ଖୁବଶୀଘ୍ର ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି। ହରର କମେଡି ଥ୍ରିଲର ମୁଭି ରୁହି ପରେ ଏହା ଦ୍ୱିତୀୟ ମୁଭି ଯେଉଁଥିରେ ଜାହ୍ନବୀ-ରାଜକୁମାର ଏକାଠି ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି…
ଓଟିଟି ରିଲିଜ ପୂର୍ବରୁ‘ଆଦିପୁରୁଷ’କୁ ଝଟକା: ଫିଲ୍ମର ଏଚ୍ଡି ଭର୍ସନ ଇଣ୍ଟରନେଟରେ ଲିକ୍
ମୁମ୍ବାଇ,୪।୭: ଫିଲ୍ମ ‘ଆଦିପୁରୁଷ’କୁ ବିବାଦ ଚାଲିଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚାରେ ଥିଲା। ଯେତେବେଳେ ରିଲିଜ ହେଲା, ସମାଲୋଚକ ଏବଂ ଦର୍ଶକଙ୍କ ନକାରାତ୍ମକ ପ୍ରତିକ୍ରିୟା ଯୋଗୁଁ ଏହା ଲାଇମଲାଇଟରେ ରହିଥିଲା। ଦର୍ଶକ ପ୍ରଭାସ ଏବଂ କ୍ରିତି ସାନନ…
ଚପଲ ପିନ୍ଧିବା ଛାଡିଦେଲେ ରାକ୍ଷି
ମୁମ୍ବାଇ: ଏଣ୍ଟରଟେନମେଣ୍ଟ କୁଇନ ରାକ୍ଷି ସାଓ୍ବନ୍ତ ତାଙ୍କର ବେକାବୁ ବୟାନ ଓ ସେନ୍ସ ଅଫ ହ୍ୟୁମରକୁ ନେଇ ଖୁବ ପରିଚିତ। ସେ ପ୍ରାୟ ସବୁବେଳେ ପାପାରାଜିଙ୍କ ସହ କଥା ହେଉଥିବା ଦେଖାଯାଏ। ନିଜର ହରକତକୁ ନେଇ ସେ ସମସ୍ତଙ୍କୁ ହସାଇ ଥାଆନ୍ତି।…
ଅଗଷ୍ଟ ୧୧ରେ ଅକ୍ଷୟଙ୍କ ‘ଓଏମ୍ଜି ୨’
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କିଛି ବର୍ଷର ଅନ୍ତର ପରେ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଏନେଇ ଅକ୍ଷୟ ନିକଟରେ ତାଙ୍କ ଆଗାମୀ ଫିଲ୍ମ ‘ଓଏମ୍ଜି ୨’ର ପୋଷ୍ଟର ରିଲିଜ କରିଛନ୍ତି; ଯେଉଁଥିରେ ତାଙ୍କୁ ଶିବଙ୍କ ଭୂମିକାରେ ଦେଖିବାକୁ…
‘ଓ ମାଇଁ ଗଡ ୨’ର ନୂଆ ପୋଷ୍ଟରରେ ଭଗବାନ ଶିବଙ୍କ ଅବତାରରେ ନଜର ଆସିଲେ ଅକ୍ଷୟ କୁମାର
ମୁମ୍ବାଇ: ଅକ୍ଷୟ କୁମାର ଓ ପରେଶ ରାଓ୍ବଲଙ୍କ ଷ୍ଟାରର ମୁଭି ‘ଓ ମାଇଁ ଗଡ’ ୨୦୧୨ରେ ରିଲିଜ ହୋଇଥିଲା। ଏହା ବକ୍ସ ଅଫିସରେ ହିଟ ସାବ୍ୟସ୍ତ ହୋଇଥିଲା। ଏବେ ଏହି ସୁପର ସକ୍ସେଫୁଲ ମୁଭିର ୧୧ ବର୍ଷ ପରେ ଅକ୍ଷୟ କୁମାର…
୩୦ କୋଟି ଟଙ୍କାର ଘର କିଣିଲେ ରାମ ଚରଣ
ମୁମ୍ବାଇ: ଆରଆରଆର ମୁଭିର ଆକ୍ଟର ରାମ ଚରଣ ତଥା ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ରାମ ଚରଣ ଏବେ ଖୁବ ଚର୍ଚ୍ଚାରେ। ଦୀର୍ଘ ୧୧ ବର୍ଷ ପରେ ପିତା ହୋଇଥିବା ଏହି ଅଭିନେତା ଏବେ ଏକ ଲଗ୍ଜରି ବଙ୍ଗଳା କିଣି ପୁଣି…
ମୁମ୍ବାଇରେ ନୂଆ ଘର କିଣିଲେ ଜ୍ୟାକ୍ଲିନ୍, ଦାମ୍ ଜାଣିଲେ…
ମୁମ୍ବାଇ: ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ନାଣ୍ଡିସ୍ ମୁମ୍ବାଇର ବାନ୍ଦ୍ରା ଓ୍ବେଷ୍ଟରେ ଏକ ନୂଆ ବିଳାସପୂର୍ଣ୍ଣ ଘର କିଣିଛନ୍ତି। ଏହି ଘର ପାଲି ହିଲ୍ ଅଞ୍ଚଳରେ ଅବସ୍ଥିତ। ଯେଉଁଠାରେ ବହୁ ବଲିଉଡ୍ ଷ୍ଟାର ବି ରହୁଛନ୍ତି। ରିପୋର୍ଟ ଅନୁଯାୟୀ, ଜ୍ୟାକ୍ଲିନ୍ଙ୍କ ନୂଆ ଘରେ ଏକ…
ଗୋଟିଏ ଦିନରେ ଏହି ଫିଲ୍ମ ରୋଜଗାର କଲା ୧୨ କୋଟି
ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଚତୁର୍ଥ ଦିନରେ ଅର୍ଥାତ୍ ରବିବାର ଏହି ଫିଲ୍ମ ୧୨ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଫିଲ୍ମ…
ରାମଲୀଳାରେ ସଂସ୍କୃତ ବଦଳରେ ଇଂଲିଶ୍ କହିବେ ଶ୍ରୀରାମ-ହନୁମାନ…
ନୂଆଦିଲ୍ଲୀ,୨।୭ : ଆଦିପୁରୁଷ ଚଳଚ୍ଚିତ୍ରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଛି। ରାମଲୀଳାାର ବିଭିନ୍ନ ଏପିସୋଡକୁ ନେଇ ବିବାଦ ମଧ୍ୟରେ ଲାଲ କିଲ୍ଲା ମଇଦାନରେ ଦଶହରା ଅବସରରେ ରାମଲୀଳା ମଞ୍ଚସ୍ଥ କରୁଥିବା ଲବକୁଶ ଲୀଳା କମିଟି ନାଟକ ମଞ୍ଚସ୍ଥ ସମୟରେ…
ବ୍ରେକ୍ଅପ୍ ପରେ ଏକାଠି ନଜର ଆସିଲେ ଏହି ଯୋଡ଼ି
ମୁମ୍ବାଇ: ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଦିଶା ପଟାନୀ ଏବଂ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦିଶା-ଟାଇଗର ସେମାନଙ୍କ ବ୍ରେକଅପ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି। ଏହା ସହ ଜଡିତ ଏକ ଭିଡିଓ ସୋସିଆଲ…
ସଲମାନଙ୍କୁ ବିବାହ କରିବାକୁ ଏହି ଅଭିନେତ୍ରୀଙ୍କୁ ପରାମର୍ଶ ଦେଲେ ପ୍ରଶଂସକ
ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନଙ୍କ ପ୍ରଶଂସକମାନେ ତାଙ୍କ ବ୍ୟକ୍ତିଗତ ଜୀବନ ଜାଣିବାକୁ ବହୁତ ଇଚ୍ଛା ପ୍ରକାଶ କରିଥାନ୍ତି। ଯଦି କେହି ଅବିବାହିତ ଅଛନ୍ତି, ସେ ସେମାନଙ୍କୁ ପ୍ରଶ୍ନ ପଚାରନ୍ତି ସେ କେବେ ଏବଂ କାହାକୁ ବିବାହ କରିବେ। ଏଥିସହିତ…
Archives


