ସାଉଥ ମୁଭିରେ ଡେବ୍ୟୁ କରିବେ ଶନାୟା କପୁର
ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ସାଉଥ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଲେଣି। ରିପୋର୍ଟ ଅନୁଯାୟୀ, ସେ ମୋହନଲାଲଙ୍କ ମୁଭି ବୃଷଭାରେ ତାଙ୍କର ସାଉଥ ହେବ୍ୟୁ କରିବେ। ଏକତା କପୁରଙ୍କ ଏହି ମୁଭିକୁ କନ୍ନଡ ଡିରେକ୍ଟର ନନ୍ଦା…
ହେମାଙ୍କ ପ୍ରଥମ ପ୍ରେଗ୍ନେସିକୁ ସିକ୍ରେଟ ରଖିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର, ପୁରା ହସ୍ପିଟାଲକୁ କରିଥିଲେ ବୁକ
ମୁମ୍ବାଇ: ବଲିଉଡର ହି ମ୍ୟାନ ଧର୍ମେନ୍ଦ୍ର ଓ ଡ୍ରିମ ଗର୍ଲ ହେମା ମାଳିନିଙ୍କ ବୈବାହିକ ଜୀବନକୁ ପ୍ରାୟ ୪୦ ବର୍ଷ ହେଲାଣି। ଏମାନଙ୍କର ଦୁଇ ଝିଅ ଇଶା ଓ ଆହାନା ଏବେ ବିବାହ କରି ସାରିଲେଣି। ଫିଲ୍ମରେ କାମ କରିବା ସମୟରେ…
ରଣବୀରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତା ରଣବୀର ସିଂଙ୍କ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନୟ ସହିତ ରଣବୀର ମଧ୍ୟ ତାଙ୍କର ଫ୍ୟାଶନ ପାଇଁ ବେଶ୍ ଚର୍ଚ୍ଚିତ। ସେ ଖୁବ କମ ସମୟ ମଧ୍ୟରେ ବଲିଉଡରେ ନିଜ ଛାପ ଛାଡିଥିଲେ। ଅଭିନୟ ମାଧ୍ୟମରେ ସେ…
ଗାୟିକା କୋକୋ ଲିଙ୍କ ପରଲୋକ…
ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ କୋମାରେ ରହିଥିଲେ। କୋକୋ ଲିଙ୍କ ଭଉଣୀ କାରୋଲ ଏବଂ…
୩ ମାସରେ ଆସିବ କଙ୍ଗନାଙ୍କ ୩ ଫିଲ୍ମ, ଶେୟାର କଲେ ରିଲିଜ ଡେଟ୍
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ବୁଧବାର ଆଗାମୀ ଫିଲ୍ମ ‘ତେଜସ୍’ର ରିଲିଜ ତାରିଖ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ଶେୟାର କରି ଅଭିନେତ୍ରୀ ସୂଚନା ଦେଇଛନ୍ତି, ଏହି ଫିଲ୍ମ ଅକ୍ଟୋବର ୨୦ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ କଙ୍ଗନା…
ମା’ ହେଲେ ସନା
ପୂର୍ବତନ ଅଭିନେତ୍ରୀ ସନା ଖାନ ମା’ ହୋଇଛନ୍ତି। ଇନ୍ଷ୍ଟାଗ୍ରାମ୍ ଜରିଆରେ ସନା ନିଜ ପ୍ରଶଂସକକୁ ଏହି ଖୁସି ଖବର ଦେଇଛନ୍ତି। ଏକ ଭିଡିଓ ଜରିଆରେ ସେ ପୁତ୍ର ସନ୍ତାନ ଅଧିକାରୀ ହୋଇଥିବା ଜଣାଇଛନ୍ତି। ଆଲ୍ଲା ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ଦେଇଥିବା ସେ…
ସେଲ୍ଫି ନେବା ବେଳେ ଏମିତି କହି ଟ୍ରୋଲ୍ ହେଲେ କପିଲ
ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରେ ମଙ୍ଗଳବାର ସନ୍ଧ୍ୟାରେ କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା। ସେ ଆମେରିକା ଯାଇଛନ୍ତି। ବିମାନବନ୍ଦରରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ କପିଲ ଜଣେ ପ୍ରଶଂସକଙ୍କ ମୋବାଇଲ କ୍ୟାମେରାକୁ ପରିହାସ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ…
ସ୍ବାମୀଙ୍କୁ କାଠଗଡ଼ାକୁ ଆଣିବାକୁ ଚାହୁଁଛନ୍ତି କାଜଲ
ବଲିଉଡ୍ ଅଭିନେତ୍ରୀ କାଜଲ ପ୍ରାୟ ତିନି ଦଶନ୍ଧି ଧରି ଇଣ୍ଡଷ୍ଟ୍ରିରେ ରାଜ୍ କରିୁଛନ୍ତି। ଦିଲୱାଲେ ଦୁଲହନିଆ ଲେ ଜାୟେଙ୍ଗେ, ଇଶ୍କ, ବାଜିଗର, କୁଛ କୁଛ ହୋତା ହୈ ଭଳି ଅନେକ ହିଟ ଫିଲ୍ମ ଦେଇଛନ୍ତି। ବର୍ତ୍ତମାନ ସେ ଓଟିଟିରେ ପାଦ ରଖିବାକୁ…
ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପହଞ୍ଚିଲେ ଜ୍ୟାକଲିନ
ନୂଆଦିଲ୍ଲୀ,୫।୭: ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ବଲିଉଡ ଅଭିନେତ୍ରୀ ତଥା ତିହାର ଜେଲରେ ରହୁଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଘନିଷ୍ଠ ସମ୍ପର୍କୀୟ ଜ୍ୟାକଲିନ ଫର୍ନାଣ୍ଡିସ ହାଜର ହୋଇଛନ୍ତି। କିଛି ଦିନ ପୂର୍ବରୁ ଜ୍ୟାକଲିନଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ମହାଠକ ସୁକେଶ…
ସନି ଲିଓନିଙ୍କ ମହାନତା
ବଲିଉଡ୍ ଅଭିନେତ୍ରୀ ସନି ଲିଓନି ନିକଟରେ ନିଜ ମହାନତା ଦେଖାଇଛନ୍ତି। ତୁର୍କୀ ଏବଂ ସିରିଆରେ ଭୂକମ୍ପରେ ପୀଡ଼ିତଙ୍କୁ ସହାୟତାର ହାତ ବଢାଇଛନ୍ତି। ସନ୍ନି ସ୍ବାମୀ ଡାନିଏଲ ୱେବର ନିଜ ରୋଜଗାରର ୧୦ ପ୍ରତିଶତ ଭୂକମ୍ପ ପୀଡ଼ିତଙ୍କୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।…
ଲଗାତାର ଫ୍ଲପ୍ ଫିଲ୍ମ ପରେ ଆକ୍ଟିଙ୍ଗ୍ରେ ଲାଗିଲା ବ୍ରେକ୍! ପ୍ରଡ୍ୟୁସରଙ୍କୁ ଫେରାଇଲେ ଟଙ୍କା
ମୁମ୍ବାଇ: ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନିଜ ଫିଲ୍ମ କ୍ୟାରିୟରକୁ ନେଇ ର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ପୁଷ୍ପା ଆଇଟମ ଗୀତ ପରେ ସାମନ୍ତ ତାଙ୍କ ଭାବମୂର୍ତ୍ତିକୁ ବହୁତ ପରିବର୍ତ୍ତନ କରିଛନ୍ତ।ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ କିଛି…
ପ୍ରଥମ ଥର ପାଇଁ ଭୋଗ୍ରେ ରେଖା
ମୁମ୍ବାଇ: ଆମେରିକାର ମାସିକ ଫ୍ୟାଶନ ଏବଂ ଜୀବନଶୈଳୀ ପତ୍ରିକା ଭୋଗ୍ରେ ଆଗରୁ ଅନେକ ଅଭିନେତ୍ରୀ, ଅଭିନେତାଙ୍କୁ ଦେଖିବାକୁ ମିଳିଛି। ତେବେ ନିକଟରେ ଭେଟେରାନ ଅଭିନେତ୍ରୀ ରେଖା ପ୍ରଥମଥର ପାଇଁ ଭୋଗ୍ର କଭରପେଜ୍ରେ ସ୍ଥାନ ପାଇଛନ୍ତି। ସେଥିରେ ତାଙ୍କୁ ରାଣୀ ବେଶରେ ଦେଖିବାକୁ…
Archives


