ମନୋରଞ୍ଜନ

ଆଉ ନାହାନ୍ତି ‘ଲାପତାଗଞ୍ଜ’ ଅଭିନେତା ଅରବିନ୍ଦ

ବମ୍ବେ: ଆଉ ନାହାନ୍ତି ଅଭିନେତା ଅରବିନ୍ଦ କୁମାର। ଜୁଲାଇ ୧୨ରେ ହୃଦ୍‌ଘାତରେ ସେ ଆଖି ବୁଜିଛନ୍ତି। ଟେଲିଭିଜନର ଲୋକପ୍ରିୟ ଶୋ’ ‘ଲାପତାଗଞ୍ଜ’ ରେ ସେ ଚୌରାସିଆ ଭୂମିକାରେ ନଜର ଆସୁଥିଲେ। ଏବେ ତାଙ୍କ ବିୟୋଗରେ ମନୋରଞ୍ଜନଜଗତରେ ଶୋକର ଛାୟା ଖେଳିଯାଇଛି। ଶୋ’ର…

ଫ୍ଲାଟ୍‌ରୁ ମିଳିଲା ମରାଠୀ ଅଭିନେତାଙ୍କ ମୃତଦେହ, ଦୁର୍ଗନ୍ଧ ହେବା ପରେ…

ପୁଣେ: ମରାଠୀ ସିନେମାର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ପୁଣେର ଅମ୍ବି ଅଞ୍ଚଳରେ ଥିବା ଫ୍ଲାଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କ ମୃତ୍ୟୁ ଦୁଇରୁ…

ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ରରେ ଡେବ୍ୟୁ କରିବେ ଶନୟା

ମୁମ୍ବାଇ: ଅଭିନେତ୍ରୀ ଶନୟା କପୁରଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଶନୟା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହନ୍ତି। ବର୍ତ୍ତମାନ ଶନୟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶନୟା ମୋହନଲାଲଙ୍କ ପାନ୍‌ ଇଣ୍ଡିଆ…

ବନ୍ୟା ପାଇଁ ଶୁଟିଂ ବାତିଲ୍‌ କଲେ ଅଭିନେତ୍ରୀ ଜାନଭୀ

ମୁମ୍ବାଇ: ରାଜଧାନୀ ଦିଲ୍ଲୀରେ ଯମୁନା ପାଣି ପ୍ରବେଶ କରିଛି। ଯେଉଁ କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳର ଜଳମଗ୍ନ ହେତୁ ଲୋକଙ୍କ ଜୀବନ ପ୍ରଭାବିତ ହୋଇଛି। ବନ୍ୟା ସମସ୍ୟାକୁ ନେଇ କେବଳ ଦିଲ୍ଲୀ ନୁହଁନ୍ତି, ଅଭିନେତ୍ରୀ ଜାନଭୀ କପୁର ମଧ୍ୟ…

ପତ୍ନୀଙ୍କୁ ଦାମୀ ଉପହାର ହେଲେ ରାହୁଲ

ମୁମ୍ବାଇ: ଦିଶା ପରମାର ଓ ରାହୁଲ ବୈଦ୍ୟ ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କପଲ। ଏବେ ଏହି କପଲ ତାଙ୍କ ଲାଇଫର ବେହଦ ଖୁବସୁରତ ଫେଜରେ ଅଛନ୍ତି। ଘଟଣା ହେଲା ଖୁବଶୀଘ୍ର ଏହି କପଲ ତାଙ୍କ ପ୍ରଥମ ସନ୍ତାନର ପ୍ୟାରେଣ୍ଟସ ହେବାକୁ…

ଗରିବଙ୍କ ପାଇଁ ଅନୁଷ୍ଠାନ ଆରମ୍ଭ କରୁଛନ୍ତି ଥଲାପତି ବିଜୟ

ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ଅଭିନେତା ଥଲାପତି ବିଜୟ ଜୁଲାଇ ୧୫ରେ ଥଲାପତି ବିଜୟ ମକ୍କଲ ଇୟକ୍କମ, ଏକ ଫ୍ୟାନ କ୍ଲବରୁ ଓ୍ବେଲଫେୟାର ସଂସ୍ଥାରେ ବଦଳାଇବାକୁ ଯାଇ ଥଲପତି ବିଜୟ ଅନୁଷ୍ଠାନ ଆରମ୍ଭ କରିବାକୁ ଯାଉଛନ୍ତି। ମିଳିଥିବା ସୂଚନା…

ପ୍ରେମରେ ପାଗଳ ବିଜୟ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ବିଜୟ ବର୍ମା ଓ ତମନ୍ନା ଭାଟ୍ଟିଆଙ୍କୁ ନେଇ ଜୋର ଚର୍ଚ୍ଚା। ତମନ୍ନାଙ୍କ ପ୍ରେମରେ ବିଜୟ ପାଗଳ ପାଲଟିଥିବା ଆମେରିକୀୟ ଜିକ୍ୟୁ ମାଗାଜିନ୍‌କୁ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଅନେକ କ୍ୱାଲିଟି ସମୟ ଏକାଠି…

ନୂଆ ଜାଗା ଖୋଜୁଛନ୍ତି ସାରା

ମୁମ୍ବାଇ: ସାରା ଅଲି ଖାଁ। ବଲିଉଡ ଷ୍ଟାର କିଡ ପୁଣି ବି-ଟାଉନର ଜଣେ ଆଗଧାଡିର ନାୟିକା। ସବୁବେଳେ ସେ କିଛି ନା କିଛି କାରଣ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ମାହିର। ନିକଟରେ ଅଭିନେତ୍ରୀଙ୍କୁ ଏକ ରେସ୍ତୋରାଁରେ ଏଣ୍ଟ୍ରି କରୁଥିବା…

ମିନା କୁମାରୀଙ୍କ ବାୟୋପିକରେ କ୍ରିତି ସାନନ

ମୁମ୍ବାଇ: ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ରେସପେକ୍ଟ ଭେଟେରାନ ଆକ୍ଟ୍ରେସଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମିନା କୁମାରୀ। ଫିଲ୍ମରେ ପାଓ୍ବାରଫୁଲ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କୁ ହିନ୍ଦି ସିନେମାର ‘ଟ୍ରାଜେଡି କୁଇନ’ ମଧ୍ୟ କୁହାଯାଇଥାଏ। ମୀନା କୁମାରୀଙ୍କ ଲାଇଫ ଜର୍ନିଂ ସର୍ବଦା…

ଆକ୍ସନ କୁଇନ୍‌ ହେବେ ଆଲିଆ ! ଓ୍ବାଇଆର୍‌ଏଫ୍‌ର…

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍‌ଏଫ୍‌ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ…

ଏକ ନୂଆ ଫିଲ୍ମରେ ନଜର ଆସିବେ ସଲମାନ, ସ୍କ୍ରିପ୍ଟ ଶେଷ

ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ୍‌ ସଲମାନଙ୍କ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉ କି ଫ୍ଲପ୍‌, ତାଙ୍କ ପ୍ରଶଂସକମାନେ ସଲମାନଙ୍କୁ ଫିଲ୍ମ ସ୍କ୍ରିନରେ ଦେଖିବାକୁ ସବୁବେଳେ ଇଚ୍ଛା ପ୍ରକାଶ କରିଥାନ୍ତି। ତାଙ୍କର ଶେଷ ରିଲିଜ ଫିଲ୍ମ ‘କିସି କା ଭାଇ, କିସି…

ହୃଦୟ ଜିତିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାଣୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri