ଫାର୍ମଲ୍ୟାଣ୍ଡ କିଣିଲେ ସୁହାନା
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ଇଣ୍ଟିରିୟର ଡିଜାଇନର ଗୌରି ଖାଁଙ୍କ ଝିଅ ସୁହାନା ଖାଁ ଏବେ ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଷ୍ଟାର କିଡ ଭାବେ ରହୁଛନ୍ତି ଚର୍ଚ୍ଚାରେ। ଏହି ଷ୍ଟାର କିଡ ଖୁବଶୀଘ୍ର ‘ଆର୍ଚିଜ’ ସହ ବଲିଉଡରେ ଡେବ୍ୟୁ...
‘ଟାଇଗର-୩’ପାଇଁ ଡବିଂ କରୁଛନ୍ତି ସଲମାନ, ଫିଲ୍ମର ଭିପିଏକ୍ସ ଉପରେ ମଧ୍ୟ କାମ ଆରମ୍ଭ
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଭାବରେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। କେତେବେଳେ ଏହି ଚଳଚ୍ଚିତ୍ର ସହ ଜଡିତ ଭିଡିଓ ସାମ୍ନାକୁ...
ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ
ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ ନେଇ। ବିବାହର ଦୀର୍ଘ ୧୧ ବର୍ଷ ପରେ ରାମ ଚରଣ ଓ...
ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହେଲା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ
ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଏସ୍-୨ ହିନ୍ଦୀରେ ରିଲିଜ ହୋଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ଚୋଳ ସାମ୍ରାଜ୍ୟ ଉପରେ ନିର୍ମିତ ଏହି ଫିଲ୍ମ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା।...
‘ଆଦିପୁରୁଷ’ ଉପରେ ଲଗାଇଥିବା ବ୍ୟାନ ହଟାଇଲା ନେପାଳ, ହେଲେ କାଠମାଣ୍ଡୁ ମେୟର ଜିଦ୍ରେ ଅଟଳ କହିଲେ…
କାଠମାଣ୍ଡୁ,୨୩।୬: ବିବାଦ ମଧ୍ୟରେ ଫିଲ୍ମ ‘ଆଦିପୁରୁଷ’ର ନିର୍ମାତାମାନଙ୍କ ପାଇଁ ଏକ ଖୁସି ଖବର ଅଛି। ବାସ୍ତବରେ ନେପାଳରେ କିଛି ଦିନ ପାଇଁ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ଗୁରୁବାର ନେପାଳର କୋର୍ଟ ‘ଆଦିପୁରୁଷ’ ସମେତ...
‘ଆଦିପୁରୁଷ’ ବିବାଦ: ମନୋଜଙ୍କ ପରେ ନିର୍ଦ୍ଦେଶକ ଓମ ରାଉତଙ୍କୁ ସୁରକ୍ଷା ଯୋଗାଇଲା ପୋଲିସ
ମୁମ୍ବାଇ: ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ କ୍ରମାଗତ ଭାବେ ବିବାଦରେ ଲାଗିରହିଛି। ଏହି ଚଳଚ୍ଚିତ୍ରଟି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଭିପିଏକ୍ସଠାରୁ ଏହାର ଡାଇଲଗ ପର୍ଯ୍ୟନ୍ତ ଲୋକେ ବିରୋଧ କରୁଛନ୍ତି। ଏହା ବ୍ୟତୀତ ଫିଲ୍ମର ଡାଇଲଗ ଲେଖକ ମନୋଜ...
ଟ୍ରୋଲ ହେଲେ କଙ୍ଗନା
ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାଓ୍ବତ ଏବେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି। କିଛିଦିନ ତଳେ ଅମେଜନ ପ୍ରାଇମ ଭିଡିଓ ଅଭିନେତ୍ରୀଙ୍କ ପ୍ରଡକସନରେ ନିର୍ମିତ ମୁଭି ‘ଟିକୁ ଓ୍ବେଡସ ଶେରୁ’ର ପ୍ରମୋ ରିଲିଜ କରିଥିଲା। ଫିଲ୍ମର ପ୍ରମୋର ଆରମ୍ଭରେ...
ଏଫିଲ ଟାଓ୍ବାରରେ ଜାହ୍ନବୀ-ବରୁଣଙ୍କ ‘ବବାଲ’
ମୁମ୍ବାଇ: ଜାହ୍ନବୀ କପୁର ଓ ବରୁଣ ଧଓ୍ବନଙ୍କ ମୁଭି ‘ବବାଲ’ର ପ୍ରିମିୟର ପ୍ୟାରିସର ଏଫିଲ ଟାଓ୍ବାରରେ ଧମାଲ କରିବାକୁ ପ୍ରସ୍ତୁତ ହୋଇ ଗଲାଣି। ଫିଲ୍ମର ନିର୍ମାତା ଏହି ମୁଭିର ପ୍ରିମିୟର ବିଶ୍ୱର ସପ୍ତାଶ୍ଚର୍ଯ୍ୟରେ ସାମିଲ ପ୍ୟାରିସର ଏଫିଲ ଟାଓ୍ବାରରେ ଦେଖାଇବାକୁ...
ରାମାୟଣକୁ ନେଇ ସବୁବେଳେ ବିବାଦ: ଦୀପିକା
ମୁମ୍ବାଇ: ସାରା ଦେଶରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ପୌରାଣିକ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଯିବା ଦାବିରେ ଅଭିନେତ୍ରୀ ଦୀପିକା ଚିଖାଲିଆଙ୍କ ଏକ ଭିଡିଓ ଚର୍ଚ୍ଚାରେ ରହିଛି। ରାମନାଥ ସାଗରଙ୍କ ରାମାୟଣରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା...
ତମନ୍ନାଙ୍କୁ ନିଜର ଆଇକନ କହିଲେ ବିଜୟ
ମୁମ୍ବାଇ: କିଛି ଦିନ ମଧ୍ୟରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମା ନିଜ ଲଭ୍ ଲାଇଫ୍କୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କର ଆଗାମୀ ୱେବ ସିରିଜ ‘ଲଷ୍ଟ ଷ୍ଟୋରୀ ୨’ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଦୁହେଁ...
ଇନ୍ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ଶେୟାର କରିବାକୁ ସଲମାନ ନିଅନ୍ତି ଏତିକି ଟଙ୍କା
ମୁମ୍ବାଇ: ବଲିଉଡ୍ର ହ୍ୟାଣ୍ଡସମ୍ ବ୍ୟାଚଲର ସଲମାନ ଖାନ ଦୀର୍ଘବର୍ଷ ଧରି ତାଙ୍କ ପ୍ରଶଂସକମାନଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ ଭିନ୍ନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିଣିଛନ୍ତି। ଏମିତି ଏକ ସମୟ...
୪ବର୍ଷ ପରେ ବଡ ପରଦାରେ ନଜର ଆସିବେ ବିଦ୍ୟା
ମୁମ୍ବାଇ: ବିଦ୍ୟା ବାଲାନଙ୍କ ନୂଆ ଫିଲ୍ମ ଜୁଲାଇ ୭ରେ ହଲ୍ରେ ରିଲିଜ୍ ହେବାକୁ ଯାଉଛି। ବୁଧବାର ବିଦ୍ୟା ଫିଲ୍ମ ‘ନିୟତ’ର ପୋଷ୍ଟର୍ ଏବଂ ଟିଜର୍ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହାର ଫାଷ୍ଟ ଲୁକ୍କୁ ପ୍ରଶଂସକ ମାନେ ପସନ୍ଦ କରିଛନ୍ତି।...
Archives


