ମନୋରଞ୍ଜନ

ହଲିଉଡରେ ଲେଖକଙ୍କ ଅନଶନ ଯୋଗୁ ପୋଷ୍ଟପୋନ ହେଲା ଏମି ଆଓ୍ବାର୍ଡ?

ନୂଆଦିଲ୍ଲୀ,୨୯।୭: ହଲିଉଡରେ ଚାଲିଥିବା ଲେଖକ ଏବଂ ଅଭିନେତାମାନେ ଚଳାଇଥିବା ଅନଶନ ଯୋଗୁ ଏବେ ସାରା ବିଶ୍ୱରେ ହେଡଲାଇନ ସୃଷ୍ଟି ହୋଇଛି। ଏହି ଷ୍ଟ୍ରାଇକ ଯୋଗୁଁ ଅନେକ ବଡ ଚଳଚ୍ଚିତ୍ର ଅଟକି ଯାଇଛି। ବର୍ତ୍ତମାନ ଏହା ଟିଭି ଜଗତର ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ…

ଏହି ସ୍ଥାନରେ ଶୁଟିଂ ହେବ ‘ଆରଆରଆର-୨’

ମୁମ୍ବାଇ: ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଆରଆରଆର’ ଏକ ବ୍ଲକବଷ୍ଟର ହିଟ ହୋଇଥିଲା। ଫିଲ୍ମର ଗୀତ ମଧ୍ୟ ଓସ୍କାର ଆଓ୍ବାର୍ଡ ପାଇଥିଲା। ଏହି ବ୍ଲକବଷ୍ଟର ଚଳଚ୍ଚିତ୍ରର ସଫଳତା ଦେଖିବା ପରେ ନିର୍ମାତା ଏହାର ସିକ୍ୱେଲ ଘୋଷଣା କରିଥିଲେ। ସିକ୍ୱେଲ ବିଷୟରେ…

ବିବାହ ପୂର୍ବରୁ ସମସ୍ତେ ପଛରେ ପଡ଼ନ୍ତି, ପରେ ବଦଳି ଯାଆନ୍ତି: ସାକ୍ଷୀ ଧୋନୀ

ବମ୍ବେ: ୨୦୧୦ରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ହାତ ଧରିଥିଲେ ସାକ୍ଷୀ ସିଂହ ଧୋନୀ। ଏବେ ବିବାହକୁ ୧୩ ବର୍ଷ ବିତିଥିବା ବେଳେ ଦୁହେଁ ପରସ୍ପର ସହ ବେଶ ଖୁସି ଅଛନ୍ତି। ଉଭୟଙ୍କ ଲଭଷ୍ଟୋରୀକୁ ଫିଲ୍ମରେ ଲୋକେ ଦେଖି ସାରିଥିଲେ ହେଁ…

ଚର୍ଚ୍ଚାରେ ‘ରକି ଔର ରାନୀ କି ପ୍ରେମକାହାନୀ’ରେ ଧର୍ମେନ୍ଦ୍ର-ଶବାନାଙ୍କ ଲିପ୍‌ଲକ୍‌, ଲୋକେ କହୁଛନ୍ତି…

ବମ୍ବେ: ଶୁକ୍ରବାର ବଡ଼ ପରଦାରେ ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’। ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ପସନ୍ଦ ଆସୁଛି। ବିଶେଷକରି ଫିଲ୍ମରେ ବରିଷ୍ଠ ଅଭିନେତା…

ରବି ଶାସ୍ତ୍ରୀଙ୍କ ଜୀବନସାଥୀ ହୋଇଥାନ୍ତେ ଅମୃତା, ଏହି ସର୍ତ୍ତ ଲାଗି ଅଧାରେ ରହିଥିଲା ପ୍ରେମକାହାଣୀ…

ବମ୍ବେ: ଏକଦା ବଲିଉଡ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରିଗଣିତ ହେଉଥିଲେ ଅମୃତା ସିଂହ।  ତାଙ୍କ ସମୟର ସମସ୍ତ ସୁପରଷ୍ଟାରଙ୍କ ସହ ସେ କାମ କରିଛନ୍ତି। ହେଲେ ଅଭିନୟ କମ୍‌ ବ୍ୟକ୍ତିଗତ ଜୀବନକୁ ନେଇ ସେ ରହୁଥିଲେ ବେଶ ଚର୍ଚ୍ଚାରେ। ଫିଲ୍ମ ‘ବେତାବ’ରୁ…

ଲୁକ୍‌କୁ ନେଇ ଅଭିନେତାଙ୍କୁ ‘ଅଟୋ ଡ୍ରାଇଭର’ କହୁଥିଲେ ଲୋକେ, ଏପରି ବଦଳାଇଥିଲେ ଭାଗ୍ୟ

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରଙ୍କ ମଧ୍ୟରୁ ଅଭିନେତା ଧନୁଷ ଜଣେ। ପ୍ରଥମ ସିନେମାରୁ ହିଁ ସେ ଅଭିନୟରେ ନିଜର ଛାପ ଛାଡ଼ିଥିଲେ। ବଲିଉଡ୍‌ରେ ଫିଲ୍ମ ‘ରାଞ୍ଝଣା’ରୁ ତାଙ୍କୁ ଖ୍ୟାତି ମିଳିଥିଲା। ତେବେ ଲୋକପ୍ରିୟତା ହାସଲ କରିଥିବା ଧନୁଷ କିନ୍ତୁ କେବେ…

ସ୍ବାମୀ ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ କାଜୋଲ, ହେଲେ କହି ପାରି ନ ଥିଲେ…

ବମ୍ବେ: ବଲିଉଡ୍‌ର କିଛି ଯୋଡ଼ି ପରଦା ସହ ବ୍ୟକ୍ତିଗତ ଜୀବନରେ ବି ହିଟ୍‌। ସେଥି ମଧ୍ୟରୁ ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ବେଶ ଲୋକପ୍ରିୟ। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ କାଜୋଲଙ୍କ ପ୍ରଥମ ପ୍ରେମ ଅଜୟ…

ବିବାହ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ କିଆରା, ଜାଣନ୍ତୁ କ’ଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍‌ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜିକାଲି ଅଭିନେତ୍ରୀ ତାଙ୍କର ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ସତ୍ୟପ୍ରେମ କି କଥା’ର ସଫଳତାକୁ ଉପଭୋଗ କରୁଛନ୍ତି। ଅନ୍ୟପକ୍ଷରେ, ଯେତେବେଳେ…

ଆଲିଆଙ୍କ ବଡ଼ ଫ୍ୟାନ୍‌ ମହେଶ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ରକି ଔର ରାନୀ କି ପ୍ରେମ୍‌ କାହାଣୀ’କୁ ନେଇ ଏବେ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି। ବୁଧବାର ଏହି ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ମୁମ୍ବାଇରେ ହୋଇଥିଲା। ସେଠାରେ ଅନେକ ନାମୀଦାମୀ କଳାକାର ଯୋଗଦେଇଥିଲେ।…

ନିଜ ବିବାହରେ ମା’ଙ୍କୁ ବି ଡାକି ନ ଥିଲେ ସୈଫ

ବମ୍ବେ: ନବାବ ଘରର ପୁଅ। ହେଲେ ଲୁଚିଲୁଚି କରିଥିଲେ ବିବାହ। ଆମେ କହୁଛି ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ କଥା। ଅଭିନେତ୍ରୀ ଅମୃତା ସିଂହଙ୍କୁ ପ୍ରଥମ ବିବାହ କରିଥିଲେ ସେ। ହେଲେ ଏହି ବିବାହକୁ ସେ ନିଜ ମା’ଙ୍କୁ ବି ଡାକି…

ବାଲିରେ ଗର୍ଲସ ଟ୍ରିପ ଏନଜୟ କରୁଛନ୍ତି ସାମନ୍ଥା

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବାଲିରେ ଏବେ ଭ୍ୟାକେଶନ ଏନଜୟ କରୁଛନ୍ତି। ଏବେ ସେ ଗର୍ଲସ ଟ୍ରିପରେ ଯାଇଛନ୍ତି। ସେଠାକାର କିଛି ଭିଡିଓ ଓ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ନିକଟରେ ସେ ଅଭିନୟରୁ ଏକ ବର୍ଷର…

ଏହି ଅଭିନେତାଙ୍କୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ କହିଲେ ଉର୍ବଶୀ, ଦର୍ଶକେ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଉର୍ବଶୀ ରୌତେଲା ନିଜ ବୟାନ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କେତେଥର ସେ ଏହାକୁ ନେଇ ଟ୍ରୋଲର ବି ଶିକାର ହୋଇଛନ୍ତି। ଏବେ ନିକଟରେ ଉର୍ବଶୀ ଏମିତି ଏକ ଟୁଇଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri