ଭାଜପାରେ ଯୋଗ ଦେଲେ ତେଲଗୁ ଅଭିନେତ୍ରୀ ଜୟସୁଧା
ହାଇଦ୍ରାବାଦ,୨।୮: ତେଲଗୁ ଅଭିନେତ୍ରୀ ତଥା ପୂର୍ବତନ ବିଧାୟକ ଜୟସୁଧା ଭାଜପାରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ତେଲେଙ୍ଗାନା ଭାଜପା ସଭାପତି ଜି କିଶନ ରେଡ୍ଡୀ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଛନ୍ତି। ପୂର୍ବରୁ…
ରୋମାଣ୍ଟିକ ହେଲେ ପ୍ରିୟଙ୍କା
ବଲିଉଡ୍ ପରେ ହଲିଉଡ୍ରେ ପାଦ ଥାପିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଯେତେ ବ୍ୟସ୍ତ ଥାନ୍ତୁ ନା କାହିଁକି, ସେ ନିଜ ପରିବାର ପାଇଁ ସମୟ ବାହାର କରନ୍ତି। ନିକଟରେ ସେ ତାଙ୍କ ପରିବାର ସହିତ ଏକ ସମୁଦ୍ର କୂଳରେ ଛୁଟି କାଟୁଥିବା…
ଅନ୍ଧେରି କୋର୍ଟ ଦ୍ୱାରା ଜାରି ହୋଇଥିବା ସମନ ବିରୋଧରେ ସେସନ କୋର୍ଟ ଗଲେ ଜାଭେଦ
ମୁମ୍ବାଇ,୨।୮: କଙ୍ଗନା ରାଣାୱତ ମାମଲାରେ ବଲିଉଡର ଗୀତିକାର ଜାଭେଦ ଅଖତରଙ୍କୁ ଅନ୍ଧେରି କୋର୍ଟ ସମନ ଜାରି କରିଥିଲେ। ବର୍ତ୍ତମାନ ଗୀତିକାର ଏହା ବିରୋଧରେ ସେସନ କୋର୍ଟକୁ ଯାଇଛନ୍ତି। ବର୍ତ୍ତମାନ ଏହି ମାମଲା ଅଗଷ୍ଟ ୮ରେ ଅଧିବେଶନ କୋର୍ଟରେ ଶୁଣାଣି ହେବ। ପ୍ରକୃତରେ,…
ନିତିନ ଦେଶାଇଙ୍କ ପରଲୋକ, ଷ୍ଟୁଡିଓରୁ ମିଳିଲା ମୃତଦେହ, ଫିଲ୍ମ ଦେବଦାସ, ଯୋଦ୍ଧା-ଆକବର, ଲଗାନର ଥିଲେ ସେଟ ଡିଜାଇନର୍…
ମୁମ୍ବାଇ,୨।୮ : ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୁମ୍ବାଇ ନିକଟ କରଜତରେ ଥିବା ତାଙ୍କ ଏନଡି ଷ୍ଟୁଡିଓରେ ନିତିନ ଦେଶାଇଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ତାଙ୍କ…
ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା
ହିନ୍ଦୀ ସିନେମାର ଜଣାଶୁଣା କଳା ନିର୍ଦ୍ଦେଶକ ନିତିନ ଦେଶାଇ ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇଠାରୁ ୮୦ କିଲୋମିଟର ଦୂରରେ ଥିବା କରଜତ ଅଞ୍ଚଳରେ ନିର୍ମିିତ ଏନଡି ଷ୍ଟୁଡିଓରେ ନିତିନ ଫାଶୀ ଲଗାଇ ଦେଇଛନ୍ତି। ନିତିନ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିଲେ। କିଛି…
ରଜନୀକାନ୍ତଙ୍କ ସହ ଏକାଠି ନଜର ଆସିବେ
ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ, ତାମିଲ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଯୋଡ଼ିକୁ ପ୍ରଶଂସକ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଦୁହିଁଙ୍କୁ ‘ଜେଲର’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଏକତ୍ର ଦେଖିବାକୁ ମିଳିବ। ପରଦାରେ ରଜନୀକାନ୍ତ- ତମନ୍ନାଙ୍କ ଯୋଡ଼ିକୁ ନେଇ ଉତ୍ସାହ ରହିଥିବାବେଳେ…
ଓଏମ୍ଜି ୨କୁ ‘ଏ’ ସାର୍ଟିଫିକେଟ୍
ମୁମ୍ବାଇ,୨ା୮: ଅକ୍ଷୟ କୁମାରଙ୍କ ଅଭିନୀତ ହିନ୍ଦୀ ସିନେମା ‘ଓହ ମାଇଁ ଗଡ୍’ର ସିକ୍ୱେଲ ‘ଓଏମ୍ଜି ୨’କୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଶନ ପକ୍ଷରୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଫିଲ୍ମରେ ଅଳ୍ପ କେତୋଟି ପରିବର୍ତ୍ତନ ସହ ସେନ୍ସର ବୋର୍ଡ ପ୍ରାପ୍ତ ବୟସ୍କଙ୍କ…
‘କୌନ ବନେଗା କରୋଡ ପତି ୧୫’ର ନୂଆ ପ୍ରମୋ ରିଲିଜ
ମୁମ୍ବାଇ: ଟେଲିଭିଜନ ଦୁନିଆର ମୋଷ୍ଟ ପପୁଲାର କ୍ୱିଜ ଶୋ’ ‘କୌନ ବନେଗା କରୋଡପତି’ ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସୋମବାର ସୋନି ଟିଭି ଅମିତାଭ ବଚ୍ଚନଙ୍କ ସହଏକ ନୂଆ ପ୍ରମୋ ସହ ‘କୌନ ବନେଗା କରୋଡ ପତି ସିଜନ ୧୫’ର ଲେଉଟାଣିକୁ…
ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍ ରଖିଥିଲେ କାଜୋଲ
ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ ପିଲାମାନଙ୍କ ବିଷୟରେ ଅନେକ ରୋଚକ କଥା ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କାଜଲ…
ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡଙ୍କର ୨୫ ବର୍ଷ ବୟସରେ ପରଲୋକ
ଲସ ଆଞ୍ଜେଲସ,୧।୮: ଜଣାଶୁଣା ଏଚବିଓ ଡ୍ରାମା ସିରିଜ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡଙ୍କର ସୋମବାର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। କିଛି ଏମି ପୁରସ୍କାର ବିଜେତା ଏହି ସିରିଜରେ ଲୋକୋନିକ ଡ୍ରଗ ଡିଲର…
ସୋନୁଙ୍କୁ ମିଳିଲା ଏମିତି ଉପହାର
ମୁମ୍ବାଇ: ଅଭିନେତା ସୋନୁ ସୁଦ୍ଙ୍କୁ ଫିଲ୍ମ ବ୍ୟତୀତ ସାମାଜିକ କାମ ପାଇଁ ଲୋକେ ବେଶ୍ ପସନ୍ଦ କରନ୍ତି। ଅନେକ ସମୟରେ ସେ ଲୋକଙ୍କୁ ସାହାଯ୍ୟ କରି ତାଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛନ୍ତି। ତେବେ ଶନିବାର ତାଙ୍କ ଜନ୍ମଦିନ ତାଙ୍କ ଗଁା…
କରଣ, ରଣବୀରଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ଆଲିଆ
ମୁମ୍ବାଇ: ଜୁଲାଇ ୨୮ରେ ରିଲିଜ ହେବା ପରଠାରୁ କରଣ ଜୋହରଙ୍କ ‘ରକି ଔର୍ ରାନୀ କି ପ୍ରେମ କହାନୀ’ ସମାଲୋଚକ ଏବଂ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରୁଛି। ଆଲିଆ ତାଙ୍କ ସହ-ଷ୍ଟାର ରଣବୀର ସିଂ ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ…
Archives


