ମନୋରଞ୍ଜନ

ଓଡ଼ିଆରେ ଦେଖିପାରିବେ ‘ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର,୧୧।୮(ଶର୍ମିଷ୍ଠା ପାଣିଗ୍ରାହୀ) : ୱେବ୍‌ସିରିଜ୍‌ ‘ଜେଙ୍ଗାବୁରୁ କର୍ସ’ ବୁଧବାର ସୋନି ଲାଇଭ୍‌ରେ ପ୍ରସାରିତ ହୋଇଛି। ଏହା ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କାହାଣୀର ନିର୍ଦ୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ଏହା ହେଉଛି ଭାରତର ପ୍ରଥମ କ୍ଲାଏ-ଫାଇ ଥ୍ରୀଲର ସିରିଜ। ଓଡ଼ିଶାର ଖଣି, ପ୍ରାକୃତିକ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ଶୁକ୍ରବାର ସିନେମା ଘରେ ରିଲିଜ୍‌ ହୋଇଛି। ଅଭିନେତା ସନ୍ନି ଦେଓଲ ଏବଂ ଅମିଷା ପଟେଲ ଷ୍ଟାରର ଫିଲ୍ମ ଦେଖିବାକୁ ଦର୍ଶକ ବହୁ ଦିନ ଧରି ଅପେକ୍ଷା କରିଥିଲେ। ତାହା ଆଜି ଅନ୍ତ ହୋଇଛି। ଅନିଲ…

ମୋଦିଙ୍କ ଭାଷଣକୁ ଆଫ୍ରିକୀୟ-ଆମେରିକୀୟ ଅଭିନେତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ,୧୧।୮: ମଣିପୁର ପ୍ରସଙ୍ଗରେ ଲୋକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଗୃହରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବିବୃତି ରଖିଥିଲେ। ଦ୍ୱିତୀୟାର୍ଦ୍ଧରେ ସେ ମଣିପୁର ସ୍ଥିତି ଉପରେ କହିଥିଲେ, ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ…

‘ଜି ଲେ ଜରା’ରୁ ବାହାର ହୋଇନାହାନ୍ତି ପିସି, ଆସନ୍ତା ବର୍ଷ ହେବ ଶୁଟିଂ

ବମ୍ବେ: ଘୋଷଣା ପରଠାରୁ ଚର୍ଚ୍ଚାରେ ଫିଲ୍ମ ‘ଜି ଲେ ଜରା’। ଏଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଲଗାତାର ଭାବେ ଏହାର ଷ୍ଟାରକାଷ୍ଟରେ ପରିବର୍ତ୍ତନ କରାଯାଉଥିବା ବେଳେ ଏବେ ନୂଆ ଅପ୍‌ଡେଟ୍‌ ସାମ୍ନାକୁ…

ସ୍ବାମୀଙ୍କୁ ଡନ୍‌ ଭୂମିକାରେ ଦେଖି ଏମିତି କହିଲେ ଦୀପିକା

ଫିଲ୍ମ ‘ଡନ୍‌-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍‌ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍‌ ଥିଲେ।…

ମଲାଇକାଙ୍କ ସହ ହେଲା ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ପ୍ରାୟତଃ ନିଜର ଫଟୋ ଏବଂ ଭଡ଼ିଓଗୁଡ଼ିକୁ ଶେୟାର କରିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ୍‌କୁ ପ୍ରଶଂସା କରିବାରେ…

ଓପନିଙ୍ଗ୍‌ ଡେ’ରେ ଦମ୍‌ଦାର ଆୟ କରିପାରେ ‘ଗଦର-୨’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ ରିଲିଜ ପାଇଁ ପ୍ରସ୍ତୁତ ଏବଂ ନିର୍ମାତାଙ୍କ ସମେତ ସମସ୍ତେ ଆଶା କରୁଛନ୍ତି ଯେ, ଅଗଷ୍ଟ ୧୧ରେ ପରଦାକୁ ଆସୁଥିବା ଏହି ଫିଲ୍ମ ବକ୍ସ ଅଫିସରେ ଧମାକାଦାର ଆୟ କରିବ। ଫିଲ୍ମର ଟ୍ରେଲର ରିଲିଜ୍‌ ଠାରୁ…

ଫ୍ୟାନ୍ସଙ୍କୁ ଧରିଲା ‘ରଜନୀ ଫିଭର’

ଚେନ୍ନାଇ: ସାଉଥ୍‌ ସୁପରଷ୍ଟାର ରାଜନୀକାନ୍ତଙ୍କ ଜେଲର୍‌ ଫିଲ୍ମ ଗୁରୁବାର ଥ୍ରେଟରରେ ରିଲିଜ୍‌ ହୋଇଛି। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ହେବା ପରେ ଚେନ୍ନାଇରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। #WATCH | Tamil…

ସିଜେଆଇଙ୍କୁ ଅପିଲ କଲେ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ମୁଭି ‘କଶ୍ମୀର ଫାଇଲସ୍‌’ ଧମାଲ କରିଥିଲା। ବିବାଦକୁ ନେଇ ଏହି ମୁଭି ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିଲା। ଏହି ଫିଲ୍ମରେ କଶ୍ମୀରୀ ପଣ୍ଡିତଙ୍କ ଯନ୍ତ୍ରଣା ଦେଖାଯାଇଛି। ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ‘କାଶ୍ମୀର ଫାଇଲସ୍‌: ଅନରିପୋର୍ଟେଡ’…

ନିଜକୁ ଗୁଗୁଲ କଲା ପରେ କଙ୍ଗନା ଦେଖୁଛନ୍ତି ଏହି ପେଜ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ଅଧିକାଂଶ ସମୟରେ ନିଜର ବେବାକ ବୟାନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତାମତ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଥି ସହିତ, ସେ ସୋସିଆଲ ମିଡିଆ ମାଧ୍ୟମରେ ଅନେକ ଲୋକଙ୍କୁ ନଁା…

ରଣବୀର ଶେୟାର କଲେ ପିଲାଦିନର ଫଟୋ…

ମୁମ୍ବାଇ : ଡନ-୩ରେ ନିଜର ଲୁକ ଉନ୍ମୋଚନ ହେବାର ଦିନକ ପରେ ରଣବୀର ସିଂ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନଙ୍କୁ ପରଦାରେ ଦେଖିବା ପରେ କିପରି ଅଭିନେତା ହେବାର ସ୍ବପ୍ନ ଦେଖୁଥିଲେ ସେ ବିଷୟରେ ଏକ ନୋଟ ଲେଖିଛନ୍ତି। ସେ…

କୁଏତ୍‌ରେ ‘ବାର୍ବି’ ଚଳଚ୍ଚିତ୍ର ନିଷେଧ

କୁଏତ୍‌,୧୦ା୮: ଗ୍ରେଟାଙ୍କ ‘ବାର୍ବି’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଇତିମଧ୍ୟରେ ‘ବାର୍ବି’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଛି କୁଏତ। ଲେବାନନରେ ‘ବାର୍ବି’ ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି। ଏକ ରିପୋର୍ଟ ଅନୁଯାୟୀ, କୁଏତ ଏହି ଚଳଚ୍ଚିତ୍ର ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri