ମନୋରଞ୍ଜନ

ମିସ୍ ୟୁନିଭର୍ସ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବେ ମନିକା

ମୁମ୍ବାଇ: ଚଳିତ ବର୍ଷ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ରାଜସ୍ଥାନର ୨୨ ବର୍ଷୀୟା ମନିକା ବିଶ୍ୱକର୍ମା ଭାରତର ପ୍ରତିନିଧିତ୍ୱ କରିବେ। ସେ ଚଳିତ ବର୍ଷ ଅଗଷ୍ଟରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ର ତାଜ୍ ଜିତିଥିଲେ।…

KGF ଅଭିନେତାଙ୍କ ନିଧନ, କନ୍ନଡ଼ ସିନେମାରେ ଶୋକର ଲହର 

ବାଙ୍ଗାଲୋର: କନ୍ନଡ଼ ଫିଲ୍ମର ଖ୍ୟାତନାମା ଅଭିନେତା ହରିଶ ରାୟ ଆଉ ନାହାନ୍ତି। ତାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ କନ୍ନଡ଼ ସିନେମାରେ ଶୋକର ଲହର ଖେଳି ଯାଇଛି। ୫୫ ବର୍ଷୀୟ ଏହି ଅଭିନେତା କିଛି ବର୍ଷ ଧରି କ୍ୟାନ୍‌ସର ସହ…

ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍‌ଦାର ଡାଏଲଗ୍‌, ୪୨ ବର୍ଷ ଧରି…

ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ। ସେ ମଞ୍ଚରେ ଅଭିନୟ…

ଫସିଗଲେ ସଲମାନ: କୋର୍ଟରୁ ଆସିଲା ନୋଟିସ୍‌

ବଲିଉଡର ଭାଇଜାନ ସଲମାନ ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ପ୍ରାୟତଃ କୌଣସି ନା କୌଣସି କାରଣରୁ ସମସ୍ୟାରେ ଫସି ରହନ୍ତି। ଏଥର ସଲମାନ ଏକ ଆଇନଗତ ସମସ୍ୟାରେ ଫସିଛନ୍ତି। କୋଟା କଞ୍ଜ୍ୟୁମର କୋର୍ଟ ତାଙ୍କୁ ଏକ ନୋଟିସ ପଠାଇଛି, ଏଥିରେ…

କେବଳ ଫିଲ୍ମ ନୁହେଁ ଏହି ଜିନିଷରୁ ମୋଟା ଅକାରର ଟଙ୍କା ଆୟ କରୁଛନ୍ତି ଅମିତାଭ ବଚ୍ଚନ, କୋଟିଏ ଟଙ୍କାର ମିଳୁଛି ରିଟର୍ନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ଅଭିନୟ ନୁହେଁ ବରଂ ରିଅଲ ଇଷ୍ଟେଟ ନିବେଶରୁ ମଧ୍ୟ ଏକ ବଡ଼ ଆୟ କରୁଛନ୍ତି। ସେ ସମ୍ପ୍ରତି ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ତାଙ୍କର ଦୁଇଟି ବିଳାସପୂର୍ଣ୍ଣ ଫ୍ଲାଟ ବିକ୍ରି କରି ଏକ ବଡ଼…

ଧମାଲ କରିବେ ଶ୍ରଦ୍ଧା: ମିଳିଲା ବଡ଼ ଅଫର୍‌

ଶ୍ରଦ୍ଧା କପୁର ମହାରାଷ୍ଟ୍ରର ପ୍ରସିଦ୍ଧ କଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ ‘ଇଥା’ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଶ୍ରଦ୍ଧା ଦିନେଶ ବିଜାନଙ୍କ ମ୍ୟାଡକ ଫିଲ୍ମସ ଦ୍ୱାରା ପ୍ରଯୋଜିତ। ମରାଠୀ…

ଘୁଞ୍ଚିଲା ଆଲିଆଙ୍କ ଆକ୍ସନ ଫିଲ୍ମ ‘ଆଲ୍ଫା’ ରିଲିଜ ତାରିଖ

ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଆଲ୍ଫା’ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ଖ୍ରୀଷ୍ଟମାସ ସମୟରେ ପରଦାକୁ ଆସିବାର ଥିଲା, କିନ୍ତୁ ଆସନ୍ତାବର୍ଷ ୧୭ ଏପ୍ରିଲରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ। ୟଶରାଜ ଫିଲ୍ମସ୍‌ (ଓ୍ବାଇଆର୍‌ଏଫ୍‌)ର…

ମହିଳା ବିଶ୍ୱକପ୍ ବିଜୟ ପରେ ‘ଚକ୍ ଦେ ଇଣ୍ଡିଆ ୨ ଦାବି’

ମୁମ୍ବାଇ,୩।୧୧: ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଶ୍ୱକପ୍ ବିଜୟ ପରେ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ଯେ ଏହି କାହାଣୀକୁ ନେଇ ଶାହାରୁଖ ଖାନ୍‌ଙ୍କ ଅଭିନୀତ ହିଟ୍ ଚଳଚ୍ଚିତ୍ର ‘ଚକ୍ ଦେ! ଇଣ୍ଡିଆ’ର ଦ୍ୱିତୀୟ ଭାଗ (Sequel) ନିର୍ମାଣ…

ଚାଇନାକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ‘ପରିଣାମ’ ଜାଣିଛନ୍ତି ଜିନ୍‌ପିଙ୍ଗ୍

ଆମେରିକା,୨ା୧୧: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତାଇୱାନ ଉପରେ ଆକ୍ରମଣ କଲେ ତା’ର ‘ପରିଣାମ’ କ’ଣ ହେବ, ସେ ବିଷୟରେ ଜାଣିଛନ୍ତି ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଚେତାବନୀ ଦେଇଛନ୍ତି। ତେବେ, ଆମେରିକା ତାଇୱାନକୁ ସାମରିକ ସୁରକ୍ଷା…

Gen Z’ ଅବତାରରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ ଙ୍କ ୬୦ ତମ ଜନ୍ମଦିନ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କିଙ୍ଗ୍’ ର ଟାଇଟଲ୍ ଉନ୍ମୋଚନ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ SRK ଙ୍କର ଅତ୍ୟନ୍ତ ଉଗ୍ର ଓ ନିର୍ଦ୍ଦୟ ଅବତାର…

ଭାଇରାଲ ହେଉଛି ନୀତା ଅମ୍ବାନୀଙ୍କ ଜନ୍ମଦିନର ଲୁକ୍‌, ଭିଡିଓ ଦେଖିଲେ…

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ୬୨ ବର୍ଷରେ ପାଦ ଥାପିଛନ୍ତି। ତେବେ ତାଙ୍କର ଜନ୍ମଦିନ ନଭେମ୍ବର ୧ରେ ପାଳନ କରିଥିଲେ। ଏବେ ତାଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅମ୍ବାନୀ ପରିବାରର…

ପୁଣିଥରେ ପ୍ରେମରେ ପଡ଼ିଲେଣି ମଲାଇକା! ଡେଟିଂ ର୍ୟୁମର୍ସ ଭିତରେ ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ପୁଣି ଥରେ ଶିରୋନାମାରେ। ଏଥର କୌଣସି ରିଆଲିଟି ଶୋ କିମ୍ବା ଫ୍ୟାଶନ ୱାକ ପାଇଁ ନୁହେଁ, ବରଂ ଏକ ଭାଇରାଲ ଭିଡିଓ ପାଇଁ। ସେ ଶନିବାର ରାତିରେ ମୁମ୍ବାଇର MMRDA ଗ୍ରାଉଣ୍ଡରେ ଆୟୋଜିତ ଗ୍ରାମୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri