ମନୋରଞ୍ଜନ

ବିଜୟଙ୍କ ଘରେ ରହୁଛନ୍ତି ରଶ୍ମିକା! ଫଟୋ ଶେୟାର କରି ସମ୍ପର୍କ ଉପରେ ମୋହର ମାରିଲେ…

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଧାନାଙ୍କ ସମ୍ପର୍କ ଉପରେ ବାଜିଛି ମୋହର। ଉଭୟଙ୍କୁ ଅନେକଥର ଏକାଠି ଦେଖିବାକୁ ମିଳୁଥିଲା। ହେଲେ ଏବେ ସେମାନେ ଲିଭ୍‌ ଇନ୍‌ରେ ରହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ…

ପଦାରେ ପଡ଼ିଲା ପ୍ରିୟଙ୍କା ଚୋପ୍ରାଙ୍କ ଶାଶୁଘରର ଭିତିରି କଥା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକ୍‌ ତଥା ଜୋନାସ ପରିବାରର ସାନ ବୋହୂ। ତେବେ ଗତ କିଛି ଦିନ ହେବ ପ୍ରିୟଙ୍କାଙ୍କ ଶାଶୁଘରେ କିଛି ଭଲ ଚାଲି ନାହିଁ। ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ପ୍ରିୟଙ୍କାଙ୍କ ଦେଢ଼ଶୁର ଜୋ…

ଭୁମି ପେଡନେକରଙ୍କ ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ଆଉଟ

ମୁମ୍ବାଇ: ମୁଭି ‘ଥ୍ୟାଙ୍କୟୁ ଫର କମିଂ’ର ଟ୍ରେଲର ରିଲିଜ ହୋଇଯାଇଛି। ଆଉ ଟ୍ରେଲରକୁ ଦେଖିବା ପରେ ପ୍ରଶଂସକ ମୁଭି ଦେଖିବାକୁ ଏକ୍ସାଇଟେଡ ହୋଇ ଯାଇଛନ୍ତି। ଏଥିରେ ଭୁମି ପେଡନେକର, ଶାହନାଜ ଗିଲ, କୁଶା କପିଲ, ଡଲି ସିଂ ଓ ଶିବନୀ ବେଦିଙ୍କ…

ବିବାହ କଥା ଶୁଣି ରାଗିଗଲେ ତମନ୍ନା

ଆଜିକାଲି ଅଭିନେତ୍ରୀ ତମନ୍ନା ଭାଟିଆ ଫିଲ୍ମ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଅଛନ୍ତି। ନିକଟରେ ରିଲିଜ ହୋଇଥିବା ରଜନୀକାନ୍ତ ଫିଲ୍ମ ‘ଜେଲର’ରେ ତମନ୍ନାଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଭିନେତା ବିଜୟ ବର୍ମାଙ୍କ ସହ ପ୍ରେମ ସମ୍ପର୍କ ପାଇଁ…

ଅଭିନେତ୍ରୀ ଦିବ୍ୟା ସ୍ପନ୍ଦାନାଙ୍କ ମୃତ୍ୟୁ ଖବର ମିଛ, ଫେରୁଛନ୍ତି ବେଙ୍ଗାଲୁରୁ

ଚେନ୍ନାଇ,୬।୯: ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତା ଦିବ୍ୟା ସ୍ପନ୍ଦାନା ଓରଫ ରାମ୍ୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଶଂସକମାନେ ଶୋକ ଆରମ୍ଭ…

ଚଳିତମାସରେ ପରିଣୀତି-ରାଘବଙ୍କ ପଡ଼ିବ ହାତଗଣ୍ଠି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ…

୧୦୦ ପରିବାରକୁ ୧ କୋଟି ଟଙ୍କା ଦାନ କରିବେ ବିଜୟ ଦେବରକୋଣ୍ଡା, ଫ୍ଲଫ ଫିଲ୍ମର ନିର୍ମାତା କଲେ ଏମିତି ଦାବି

ଚେନ୍ନାଇ: ବିଜୟ ଦେବରକୋଣ୍ଡା ଏବଂ ସାମନ୍ତ ରୁଥ ପ୍ରଭୁଙ୍କ ଫିଲ୍ମ ‘କୁଶି’ ଚଳିତ ମାସ ଆରମ୍ଭରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା। ତେଲୁଗୁ ଭାଷାରେ ନିର୍ମିତ ଏହି ମୁଭି କେବଳ ବକ୍ସ ଅଫିସରେ ସଫଳତା ପାଇନାହିଁ ବରଂ ଦର୍ଶକଙ୍କ ଠାରୁ ବହୁତ ଭଲ…

ଜି-୨୦ ବୈଠକ ଯୋଗୁ ଦିଲ୍ଲୀ ଥିଏଟର ରହିବ ବନ୍ଦ, କ୍ଷତି ସହିପାରେ ଶାହାରୁଖଙ୍କ ‘ଜୱାନ’

ମୁମ୍ବାଇ: ‘ପଠାନ’ ପରେ ବଲିଉଡ ଅଭିନେତା ଶାହାରୁଖ ଖାନ ଏବେ ତାଙ୍କ ଫିଲ୍ମ ‘ଜୱାନ’ ସହିତ ଫେରୁଛନ୍ତି। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଶାହାରୁଖ ଖାନ ମଧ୍ୟ ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଉପାୟରେ ପ୍ରମୋଟ କରିବାରେ…

ଇଣ୍ଡିଆକୁ ଭାରତ ଲେଖିବା ନେଇ ଜ୍ୟାକି ଦାଦା ଦେଲେ ଏଭଳି ଜବାବ…

ମୁମ୍ବାଇ : ସମ୍ପ୍ରତିି ଇଣ୍ଡିଆ ବନାମ ଭରତ ବିଷୟରେ ଦେଶରେ ଏକ ନୂଆ ବିତର୍କ ଚାଲିଛି। ବିରୋଧୀଦଳ ଅଭିଯୋଗ କରିଛନ୍ତି କେନ୍ଦ୍ର ସରକାର ଇଣ୍ଡିଆ ଶବ୍ଦକୁ ସମ୍ବିଧାନରୁ ହଟାଇ ଭାରତ ଭାବେ ବଦଳାଇବାକୁ ଯାଉଛନ୍ତି। ବର୍ତ୍ତମାନ ବଲିଉଡ ଅଭିନେତାମାନେ ମଧ୍ୟ ନେତାଙ୍କ…

ଅମିଶାଙ୍କ କନ୍ୟାଦାନ କରିବାକୁ ଚାହୁଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ‘ଗଦର ୨’ର ଅଭିନେତ୍ରୀ ଅମିଶା ପଟେଲ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ କିଛି କହିଛନ୍ତି। ସଞ୍ଜୟ ତାଙ୍କ ପାଇଁ ୨୦ ବର୍ଷ ହେବ ଉପଯୁକ୍ତ ସାଥୀ ଖୋଜୁବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅମିଶା ସାଦା ସିଧା,…

ଶୁଟିଂ ବେଳେ ଶୁଣିଥିଲେ ଗାଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନ୍‌ ନିକଟରେ ଚଳଚ୍ଚିତ୍ର ‘ମିମି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ କ୍ରୀତି ଏକ ସାକ୍ଷାତ୍‌କାରରେ ତାଙ୍କ ପୁରୁଣା ଦିନକୁ ମନେପକାଇଛନ୍ତି। ସେ ମୁମ୍ବାଇରେ ଗ୍ରାଜୁଏଟ ମ୍ୟାନେଜମେଣ୍ଟ ଆଡ୍‌ମିଶନ ଟେଷ୍ଟ…

ଆୟୁଷ୍ମାନଙ୍କୁ ସଫଳତା ଆଣିଦେଲା ଡ୍ରିମ୍‌ ଗାର୍ଲ ୨: ଫିଲ୍ମ ୧୦୦ କୋଟି କ୍ଲବ୍‌ରେ ସାମିଲ

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଡ୍ରିମ ଗାର୍ଲ ୨ ବର୍ତ୍ତମାନ ବକ୍ସ ଅଫିସରେ ବହୁତ ଭଲ ଆୟ କରୁଛି । ଏହି ଚଳଚ୍ଚିତ୍ରଟି ଅଆୟୁଷ୍ମାନଙ୍କ କ୍ୟାରିଅରର ଫ୍ଲପ ଫିଲ୍ମର ସିରିଜକୁ ଶେଷ କରିଛି । ତାଙ୍କୁ ସଫଳତା ଆଣିଦେଇଛି। ଡ୍ରିମ ଗାର୍ଲ ୨କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri