ମନୋରଞ୍ଜନ

ପ୍ରଶଂସକଙ୍କ ହୃଦୟ ଜିଣିଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ ଶାହାରୁଖ ପ୍ରଶଂସକଙ୍କ ହୃଦୟ କିପରି ଜିତିବେ ତାହା ସେ ଭଲ ଭାବରେ ଜାଣିଛନ୍ତି। ପୁଣି ଥରେ ସେ ପ୍ରମାଣ କରିଛନ୍ତି ଯେ, ସେ ଜଣେ ବ୍ୟକ୍ତି ଯିଏ ସମ୍ପର୍କର ମୂଲ୍ୟ ଜାଣନ୍ତି। ତାଙ୍କର ଫିଲ୍ମ ‘ଯବାନ’ ବକ୍ସ…

ବେବି ବମ୍ପ୍‌ ଦେଖାଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ସ୍ବରା ଭାସ୍କର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅଧିକାଂଶ ସମୟ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଥା’ନ୍ତି। କିଛି ଲୋକ ତାଙ୍କର ଏପରି ଆଇଡିଆକୁ ପ୍ରଶଂସା କରୁଥିବା ବେଳେ…

ଏହି ୭ ବଲିଉଡ କଳାକାରଙ୍କ ମୃତ୍ୟୁ ବେଶ ଭୟଙ୍କର, ପାଣି ଟୋପାଏ ବି ଦେବାକୁ କେହି ନ ଥିଲେ

ବମ୍ବେ: ଆଜି ବି ରହସ୍ୟ ଘେରରେ ରହିଛି ଅନେକ ବଲିଉଡ କଳାକାରଙ୍କ ମୃତ୍ୟୁ। ହଠାତ ତାଙ୍କର ବିଦାୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପ୍ରଶଂସକ। ଶେଷ ମୂହୁର୍ତ୍ତରେ ସେମାନେ ମଧ୍ୟ ପ୍ରିୟଜନଙ୍କ ସହ ବାର୍ତ୍ତାଳାପ ତ ଦୂରର କଥା ପାଣି ଟୋପାଏ ପାଇ…

୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…

ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ସେଲିବ୍ରିଟିଙ୍କ ଉପରେ ଇଡି ନଜର ରହିଛି। ଇଡି…

କ୍ରିସମାସ୍‌ରେ ରିଲିଜ ହେବ ‘ଡଙ୍କି’

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଯବାନ’ ରିଲିଜ ପରଠାରୁ ବକ୍ସ ଅଫିସରେ ଧମାଲ କରୁଛି। ଦର୍ଶକଙ୍କ ଭରପୂର ଭଲପାଇବା ଯୋଗୁ ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି। ଏହାର ସେଲିବ୍ରେଶନ ଅଭିନେତା କରୁଥିବା ବେଳେ ନିଜର…

ମା’ ହେବାକୁ ଯାଉଛନ୍ତି ରୁବିନା, ଫଟୋ ଶେୟାର କରି ଦେଲେ ସୂଚନା

ମୁମ୍ବାଇ: ଅଭିନେତ୍ରୀ ରୁବିନା ଦିଲୈକ୍‌ ମା’ ହେବାକୁ ଯାଉଛନ୍ତି। ରୁବିନା ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଖୁସି ଖବର ଦେଇଛନ୍ତି। ସେ ତାଙ୍କ ସ୍ବାମୀ ଅଭିନବ ଶୁକ୍ଲାଙ୍କ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ବେବି ବମ୍ପ ସ୍ପଷ୍ଟ…

ତମନ୍ନାଙ୍କ ପସନ୍ଦର ନାୟକ

ମୁମ୍ବାଇ: ବଲିଉଡରେ ଭାରତୀୟ କ୍ରିକେଟ ଦଳର କେତେଜଣ କିମ୍ବଦନ୍ତୀ ଖେଳାଳିଙ୍କ ବାୟୋପିକ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି), ସଚିନ ତେନ୍ଦୁଲକର ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ଭଳି କିମ୍ବଦନ୍ତୀ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ। ଆଉ ଏହି ସବୁ…

ସୀମା ଆଓ୍ବାର୍ଡ ୨୦୨୩: ଜୁନିୟର ଏନଟିଆରଙ୍କୁ ବେଷ୍ଟ ଆକ୍ଟର, ମୃଣାଳ ଠାକୁରଙ୍କୁ ବେଷ୍ଟ ଡେବ୍ୟୁ ଆଓ୍ବାର୍ଡ

ଚେନ୍ନାଇ: ଶୁକ୍ରବାର ରାତିରେ ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) ୨୦୨୩ ଅନୁଷ୍ଠିତ ହୋଇଥିଲା। କଳାକାରରେ ଭରପୁର ଥିଲା ଏହି ଇଭେଣ୍ଟ। ଦକ୍ଷିଣ ଭାରତୀୟ ସିନେମାର ସର୍ବୋତ୍ତମ ଉତ୍ସବ ପାଳନ ପାଇଁ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଚଳଚ୍ଚିତ୍ର…

‘ଯବାନ’ର ସକ୍ସେସ୍‌ ଇଭେଣ୍ଟରେ ସାମିଲ ହେଲେନି ନୟନତାରା

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ଆଟଲେଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଘରୋଇ ବକ୍ସ ଅଫିସରେ ୪୦୦ କୋଟି ଟଙ୍କା ଅତିକ୍ରମ କରିଛି। ନିକଟରେ ଏହି ଚଳଚ୍ଚିତ୍ରର ସଫଳତାକୁ ପାଳନ କରିବା ପାଇଁ ମୁମ୍ବାଇରେ…

କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର

ମୁମ୍ବାଇ: ବଲିଉଡରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଆମୀର ଖାନ୍‌ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ତଳେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା ପରେ ସେ…

ମୋ ଝିଅ ମୋ ପାଇଁ ଲକି ଚାର୍ମ: ଆତିଫ ଅସଲମ

ମୁମ୍ବାଇ: ପ୍ଲେ ବ୍ୟାକ ସିଙ୍ଗର ଆତିଫ ଅସଲମ ମ୍ୟୁଜିକ ଓ୍ବାର୍ଲଡରେ ୨୦ବର୍ଷର ଏକ ଦୀର୍ଘ ଯାତ୍ରା ଶେଷ କରିଛନ୍ତି । ଗ୍ଲୋବାଲ ସିଙ୍ଗିଙ୍ଗ ଆଇଡଲ ଭାବରେ ପ୍ରସିଦ୍ଧ ଆତିଫ ଅସଲମ ତାଙ୍କର ଉତ୍କୃଷ୍ଟ ଗୀତ ସହିତ ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି।…

ମାଆଙ୍କ ପାଇଁ କାମ ମାଗୁଛନ୍ତି ଇଶା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ନାମି ନାୟିକା ହେମାମାଳିନି କିଛି ଦଶକ ଧରି ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ନିକଟତର ହୋଇଥିଲେ। କେବଳ ଅଭିନୟ ନୁହେଁ ରାଜନୀତିରେ ବି ହେମା ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ଫିଲ୍ମି କ୍ୟାରିୟରରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri