ମନୋରଞ୍ଜନ

୧୨ ବର୍ଷ ପରେ ଫେରୁଛି ଏହି ଶୋ’, ସଲମାନଙ୍କୁ ଦେବ ଟକ୍କର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଶୋ’ ବିଗ ବସ୍‌ ସିଜନ-୧୭କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍‌ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ବୋଲି କୁହାଯାଉଛି। ବର୍ତ୍ତମାନ…

ଗୋଟିଏ ବର୍ଷରେ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଦ୍ୱିତୀୟ ଅଭିନେତା ହେଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ଯବାନ ପ୍ରତିଦିନ ବକ୍ସ ଅଫିସରେ ନୂଆ ରେକର୍ଡ କରି ଚାଲିଛି। ଏହି ମୁଭିଟି ବର୍ତ୍ତମାନ ଓ୍ବାର୍ଲଡ ଓ୍ବାଇଡ ୧୦୦୦ କୋଟି ଟଙ୍କା କ୍ଲବରେ ଯୋଗଦେବା ପାଇଁ ଅତି ନିକଟତର ହୋଇଛି। ଏହି ଫିଲ୍ମ ଘରୋଇ ବକ୍ସ…

ସଂଗିତା, ଶାହିନ୍ ଏମିତିକି କଟ୍ରିନାଙ୍କୁ ମଧ୍ଯ ମାରପିଟ୍ କରିଛନ୍ତି ସଲମାନ: ସୋମି ଅଲ୍ଲୀ

ବମ୍ବେ: ବିଗତ ଦିନରେ ଅଭିନେତା ସଲମାନ ଖାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଇଛି। ସେଥିରୁ ଜଣେ ହେଉଛନ୍ତି ସୋମି ଅଲ୍ଲୀ। ଅନ୍ୟ ଅଭିନେତ୍ରୀ ଭାଇଜାନଙ୍କ ସହ ନିଜ ସମ୍ପର୍କକୁ ନେଇ ଚୁପ୍ ରହିବାକୁ ପସନ୍ଦ କରୁଥିବା ବେଳେ ସୋମି ଖୋଲାେଖାଲି…

ବଲିଉଡ ଫିଲ୍ମ କରିବେ ନାହିଁ ନୟନତାରା!

ମୁମ୍ବାଇ: ଶାହରୁଖ ଖାନଙ୍କ ଫିଲ୍ମ ଯବାନ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଯବାନ ଭାରତରେ ୫୦୦ କୋଟିରୁ ଅଧିକ ଟଙ୍କା ବିଜନେସ କରିଥିବା ବେଳେ ଆଗକୁ ଏହା ବୃଦ୍ଧି…

‘୩ ଇଡିଅଟ୍ସ’ ଅଭିନେତା ଅଖିଲ ମିଶ୍ରାଙ୍କ ପରଲୋକ

ମୁମ୍ବାଇ: ଆମରି ଖାଁଙ୍କ ମୁଭି ‘୩ ଇଡିଅଟ୍ସ’ରେ ଲାଇବ୍ରେରିୟାନ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଲ ମିଶ୍ରାଙ୍କର ପରଲୋକ ହୋଇଛି। ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ସୁଟିଂ କରୁଥିବା ସମୟରେ ଏକ ଉଚ୍ଚ ବିଲଡିଂରୁ ଖସି ପଡ଼ିବା ପରେ ଅଭିନେତାଙ୍କର…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର

ମୁମ୍ବାଇ,୨୦ା୯: ବଲିଉଡ୍‌ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବାରୁ ସମାଜରେ…

ମା’ ହେଲେ ଦିଶା

ଟିଭି ଦୁନିଆର ପ୍ରିୟ ଯୋଡି ଦିଶା ପରମାର ଏବଂ ରାହୁଲ ବୈଦ୍ୟ ମାତାପିତା ହୋଇଛନ୍ତି। ଦିଶା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ରାହୁଲ ଇନଷ୍ଟା ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରି ଲେଖିଛନ୍ତି-…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଗଦର ୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ପ୍ରେକ୍ଷାଳୟରେ ରାଜ୍‌ କରୁଛି। କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରଶଂସକଙ୍କ…

ଭୁଲ୍‌ ନ ଥିଲେ ବି ସ୍ତ୍ରୀଙ୍କୁ କ୍ଷମା ମାଗନ୍ତି ବିକି

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡ୍‌ର ପାଓ୍ବାରଫୁଲ୍‌ ଦମ୍ପତି ଭାବେ ଜଣାଶୁଣା। ଉଭୟ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମତ ରଖିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଭି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଯୋଗୁ ମୋ…

ଅଭିନେତ୍ରୀଙ୍କୁ ୩ ବର୍ଷ ପାଇଁ ବ୍ୟାନ୍‌ କଲା ମଣିପୁରର ଏକ ସଂଗଠନ

ଇମ୍ଫାଲ,୨୦।୯: ଇମ୍ଫାଲର ଏକ ସଂଗଠନ ଲୋକପ୍ରିୟ ମଣିପୁରୀ ଚଳଚ୍ଚିତ୍ର ତାରକା ସୋମା ଲାଇଶ୍ରମଙ୍କୁ ତିନି ବର୍ଷ ପାଇଁ ଚଳଚ୍ଚିତ୍ରରେ କାମ କରିବା ଏବଂ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଇଛି। କୁହାଯାଉଛି, ଯେ ପର୍ଯ୍ୟନ୍ତ ମଣିପୁରରେ ହିଂସା କମିନାହିଁ…

୫୦୦ କୋଟି କ୍ଲବ୍‌ରେ ‘ଯବାନ’

ମୁମ୍ବାଇ: ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଯବାନ’ ବକ୍ସ ଅଫିସରେ ରେକର୍ଡ କରୁଛି। ଫିଲ୍ମର କ୍ରେଜ୍‌ ଦର୍ଶକଙ୍କ ମଧ୍ୟରେ ରହିଛି। ରିଲିଜ୍‌ ହେବାର ଦୁଇ ସପ୍ତାହ ପରେ ମଧ୍ୟ ପ୍ରେକ୍ଷାଳୟରେ ଫିଲ୍ମ ଦେଖିବା ପାଇଁ ବହୁତ ଭିଡ଼ ଜମିରହିଛି। ଏହା ସହିତ…

ଷ୍ଟାରଡମ ନେଇ ନାନା ପାଟେକରଙ୍କ କଟାକ୍ଷ: ଏଠି ବଦଳା ଯାଏ ପ୍ରତି ସପ୍ତାହରେ ସୁପରଷ୍ଟାର…

ମୁମ୍ବାଇ : ଦ ଭ୍ୟାକ୍ସିନ ୱାର୍‌ ଫିଲ୍ମ ପାଇଁ ନାନା ପାଟେକର ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଏହାର ଜୋରଦାର ପ୍ରଚାର ହେଉଛି। ଏହି ସମୟରେ, ଏକ ସାକ୍ଷାତକାରରେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri