ମନୋରଞ୍ଜନ

ବିବାହର ‘ଏକ୍ସପାଏରୀ ଓ ନବୀକରଣ ତାରିଖ’ ରହିବା ଦରକାର: କାଜୋଲ୍‌

ମୁମ୍ବାଇ: ‘ଟୁ ମଚ୍ ୱିଥ୍ କାଜୋଲ୍ ଆଣ୍ଡ୍ ଟ୍ୱିଙ୍କଲ୍’ ଶୋ’ର ଫାଇନାଲ୍ ଏପିସୋଡ୍ ମୁକ୍ତିଲାଭ ପୂର୍ବରୁ ଆଲୋଚନା ସୃଷ୍ଟି କରିଛି। ଏହି ଫାଇନାଲ୍ ଏପିସୋଡ୍‌ରେ ଅତିଥି ଭାବରେ ଭିକି କୌଶଲ୍ ଓ କ୍ରିତି ସାନନ୍ ଯୋଗ ଦେଇଛନ୍ତି। ଏହି ଶୋ’ର ଏକ…

‘ଗ୍ଲୋବ୍ ଟ୍ରଟର’ରୁ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଝଲକ ରିଲିଜ କଲେ ଏସ୍.ଏସ୍. ରାଜାମୌଲି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ ପିନ୍ଧି ପ୍ରିୟଙ୍କାଙ୍କ ଆକ୍ସନ୍‌-ଭରା ଲୁକ୍ ଦେଖିବାକୁ ମିଳିଛି। ରାଜାମୌଲି ଏହି ଲୁକ୍ ସେୟାର୍ କରି…

ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ ପାଲଟିଲେ ଏହି ଅଭିନେତ୍ରୀ, ପସନ୍ଦ ଓଡ଼ିଆ ଖାଇବା

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଗିରିଜା ଓକ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ଇଣ୍ଟରନେଟ୍‌ର ନୂଆ ‘କ୍ରସ୍’ (New Crush) ପାଲଟିଛନ୍ତି। ଏକ ସାକ୍ଷାତକାରରେ ସେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଏକ ଭିଡିଓ…

ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ହେବାବେଳେ ପାଖରେ ନ ଥିଲେ ସ୍ତ୍ରୀ, ଜଣାପଡିଲା ଅସଳ କଥା

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଅଛି। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରିରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଚେତାଶୂନ୍ୟ ହୋଇଯାଇଥିଲେ। କିନ୍ତୁ ଏହି ସମୟରେ ଗୋବିନ୍ଦାଙ୍କ ପରିବାର ତାଙ୍କ ସହିତ ନ ଥିଲେ। ହିନ୍ଦୁସ୍ତାନ ଟାଇମ୍ସ…

୫୧ ବର୍ଷ ବୟସରେ ବି ଫିଟ୍‌ କରିସ୍ମା: ଜାଣନ୍ତୁ ତାଙ୍କ ଫିଟ୍‌ନେସ୍‌ର ରାଜ୍‌

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କପୁର ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ୫୧ ବର୍ଷ ବୟସରେ ମଧ୍ୟ କରିସ୍ମାଙ୍କ ଚମକ ଏବଂ ଫିଟନେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ସେ ଏବେ ବି ଆଗଭଳି ଫିଟ ଏବଂ ଆତ୍ମବିଶ୍ୱାସୀ ଅଛନ୍ତି। ରେଡ କାର୍ପେଟରେ…

୨ ସ୍ତ୍ରୀ ଥିବା ସ୍ବାମୀଙ୍କ ସମ୍ପତ୍ତି କେମିତି ବଣ୍ଟାଯାଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ମୁମ୍ବାଇ,୧୨।୧୧: ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ପରିବାର ଏକାଠି ଅଛନ୍ତି। ତାଙ୍କର ଦୁଇଟି ସ୍ତ୍ରୀ ଅଛନ୍ତି: ପ୍ରକାଶ କୌର ଏବଂ ଭାଜପା ଏମ୍‌ପି ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ହେମା ମାଳିନୀ।…

ବାପା ଧର୍ମେନ୍ଦ୍ରଙ୍କୁ ସ୍ବାସ୍ଥ୍ୟକୁ ନେଇ ଏମିତି କଥା କହିଦେଲେ ସନି ଦେଓଲ

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନଙ୍କ ପାଇଁ କିଛି ଆଶ୍ୱସ୍ତି ଆସିଛି। ତାଙ୍କୁ ଆଜି ସକାଳ ପ୍ରାୟ ୭:୩୦ ସମୟରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ତାଙ୍କ ପରିବାର ତାଙ୍କୁ ଘରେ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ…

କେଉଁ ରୋଗ ଯୋଗୁ ହଠାତ୍‌ ଚେତାଶୂନ୍ୟ ହୋଇ ପଡ଼ିଲେ ଗୋବିନ୍ଦା , ଜାଣନ୍ତୁ ଏହା କେତେ ବିପଦପୂର୍ଣ୍ଣ…

ମୁମ୍ବାଇ, ୧୨।୧୧: ବଲିଉଡର ନମ୍ବର ୱାନ ହିରୋ ଗୋବିନ୍ଦା ମଙ୍ଗଳବାର ରାତିରେ ହଠାତ୍‌ ତାଙ୍କ ନିଜ ଘରେ ବେହୋସ ହୋଇ ପଡ଼ିଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ କେଉଁ ରୋଗ ଯୋଗୁ ଗୋବିନ୍ଦା ହଠାତ୍‌ ବେହୋସ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ, ୧୨।୧୧: ବହୁ ଦିନ ଧରି ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି। ତାଙ୍କ ପୁଅ ବବି ଦେଓଲ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲରୁ ବାରିଛନ୍ତି। ସୂତ୍ର ଅନୁସାରେ, ପରିବାର ଦ୍ୱାରା…

ଅଚାନକ ବିଗିଡ଼ିଲା ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା: ଅଚେତ ଅବସ୍ଥାରେ ମିଳିଲା…

ବଲିଉଡ ଅଭିନେତା ଏବଂ ପୂର୍ବତନ ଏମ୍‌ପି ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ବିଳମ୍ବିତ ରାତିରେ ଗୋବିନ୍ଦାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଥିଲା। ରିପୋର୍ଟ ଅନୁଯାୟୀ, ଦିଗଭ୍ରଷ୍ଟ ହେବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଗୋବିନ୍ଦାଙ୍କୁ ଜୁହୁ ଉପନଗରୀୟ କ୍ରିଟିକେୟାର ହସ୍ପିଟାଲରେ…

ବୁକର୍‌ ପୁରସ୍କାର ଘୋଷଣା: ଏହି ବ୍ୟକ୍ତିଙ୍କୁ ମିଳିଲା…

ଲଣ୍ଡନ୍‌,୧୨ା୧୧:ହଙ୍ଗେରୀୟ-ବ୍ରିଟିଶ୍‌ ଲେଖକ ଡାଭିଡ୍‌ ଜାଲେ ଭାରତୀୟ ଔପନ୍ୟାସିକା କିରନ୍‌ ଦେଶାଇଙ୍କୁ ପଛରେ ପକାଇ ୨୦୨୫ ବୁକର୍‌ ପୁରସ୍କାର ବିଜୟୀ ହୋଇଛନ୍ତି। ଲୋକପ୍ରିୟ ଉପନ୍ୟାସ ‘ଫ୍ଲେସ୍‌’ ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପ୍ରଦାନ କରାଯାଇଛି। ଲଣ୍ଡନ୍‌ର ଓଲ୍ଡ ବିଲ୍ଡିଂସଗେଟ୍‌ରେ ୫୧ ବର୍ଷୀୟ…

ଅକ୍ଷୟଙ୍କ କଟିଲା ପତ୍ତା: ଏହି ଫିଲ୍ମରୁ ହେଲେ ବିଦା

ବଲିଉଡରେ ଆକ୍ସନ ଏବଂ ମନୋରଞ୍ଜନର ମିଶ୍ରଣ ହେଉଛନ୍ତି ଅକ୍ଷୟ କୁମାର। ସେ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ତାଙ୍କର ସବୁଠାରୁ ପ୍ରଶଂସିତ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା ‘ରାଓ୍ବଡି ରାଠୋର’। ଏହା ୨୦୧୨ରେ ମୁକ୍ତିଲାଭ କରିଥିଲା। ଏହା କେବଳ ବକ୍ସ ଅଫିସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri