ମନୋରଞ୍ଜନ

ଦୁଇ ଦିନରେ ହିଁ ଚିଡିଗଲେଣି ଅଙ୍କିତା, ଶୋ’ ଛାଡ଼ିବାକୁ ଧରିଛନ୍ତି ଜିଦ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ‘ବିଗ୍‌ ବସ୍‌ ସିଜନ୍‌ ୧୭’। ସବୁଥର ଭଳି ଏଥର ମଧ୍ୟ ଅନେକ ଚର୍ଚ୍ଚିତ ସେଲିବ୍ରିଟି ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପବିତ୍ର ରିସ୍ତା ଫେମ୍‌ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ବିକ୍କି ଜୈନ। ଗୋଟିଏ…

ବ୍ଲକବଷ୍ଟର ଫିଲ୍ମ ‘ପୁଷ୍ପା’ ଲାଗି ଅଲ୍ଲୁ ଜିତିଲେ ଜାତୀୟ ପୁରସ୍କାର

ବମ୍ବେ: ୨୦୨୧ରେ ଫିଲ୍ମ ‘ପୁଷ୍ପା’ ଜରିଆରେ ଦର୍ଶକଙ୍କ ବାହାବାଃ ସାଉଁଟିଥିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଏବେ ଏହି ଫିଲ୍ମ ଲାଗି ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହାତରୁ ତାଙ୍କୁ ଏହି ସମ୍ମାନ ମିଳିଛି।…

ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଲେ ଆଲିଆ, ଖାସ୍‌ ଦିନରେ ପିନ୍ଧିଲେ ବିବାହର ଶାଢ଼ି

ବମ୍ବେ: ଚଳଚ୍ଚିତ୍ର ‘ଗଙ୍ଗୁବାଈ କାଠିଆଓ୍ବାଡି’ ଲାଗି ୬୯ତମ ଜାତୀୟ ଫିଲ୍ମଫେୟାର ଆଓ୍ବାର୍ଡସ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏନେଇ ମଙ୍ଗଳବାର ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ସ୍ବାମୀ ତଥା ଅଭିନେତା ରଣବୀର କପୁରଙ୍କ ସହ…

ପରଦାରେ ହିରୋ ନୁହେଁ ହିରୋଇନଙ୍କ ସହ ରୋମାନ୍ସ କରିଛନ୍ତି ଏସବୁ ନାୟିକା, ସାଉଁଟିଛନ୍ତି ବାହାବାଃ

ବମ୍ବେ: ପରଦାରେ ସମଲିଙ୍ଗୀ ଚରିତ୍ରରେ ଅଭିନୟ କରି ବାହାବାଃ ସାଉଁଟିଛନ୍ତି ଅନେକ ବଲିଉଡ୍‌ ଅଭିନେତ୍ରୀ। ହିରୋଙ୍କୁ ଛାଡ଼ି ହିରୋଇନ୍‌ଙ୍କ ସହ କରିଛନ୍ତି ରୋମାନ୍ସ। ଏହି ତାଲିକାରେ ରହିଛନ୍ତି ଶବାନା ଆଜମୀଙ୍କଠାରୁ ଆରମ୍ଭ କରି ଭୂମି ପେଡନେକର, ମାଧୁରୀ ଦୀକ୍ଷିତ, ସୋନମ କପୁର,…

ଭିଲେନ ଭୂମିକାରେ ଇମ୍ରାନ

ମୁମ୍ବାଇ: ବଲିଉଡ ମୁଭି ଟାଇଗର-୩ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଅକ୍ଟୋବର୧୬ରେ ଫିଲ୍ମର ଏକ ଦମଦାର ଟ୍ରେଲର ରିଲିଜ ହେବା ପରେ କ୍ୟାଟ୍ରିନା କୈଫ, ସଲମାନ ଖାଁ ଏବଂ ଇମ୍ରାନ ହାସମିଙ୍କ ଅଭିନୀତ ମନୀଶ ଶର୍ମା ନିର୍ଦ୍ଦେଶିତ…

ଡ୍ରିମ୍‌ ଗର୍ଲଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଡ୍ରିମ୍‌ ଗର୍ଲ ହେମା ମାଳିନି ଯଦିଓ ଗତ ତିନିବର୍ଷ ଧରି କୌଣସି ଫିଲ୍ମରେ ନଜର ଆସି ନାହାନ୍ତି, କିନ୍ତୁ ତାଙ୍କୁ ଭାରତୀୟ ସିନେମାର ଜଣେ କିମ୍ବଦନ୍ତୀ ଅଭିନେତ୍ରୀ ଭାବରେ ସର୍ବଦା ସ୍ମରଣ କରାଯିବ। ବଲିଉଡରେ ତାଙ୍କର ଆଇକନିକ ଫିଲ୍ମ ମଧ୍ୟରେ ଶୋଲେ,…

୨୧ ବର୍ଷ ବୟସରେ ଜିତିଥିଲେ ନ୍ୟାଶନାଲ ଆଓ୍ବାର୍ଡ, ୩୧ରେ ଦୁନିଆରୁ ନେଇଥିଲେ ବିଦାୟ…ଏଭଳି ଥିଲା ଅଭିନେତ୍ରୀଙ୍କ ଜୀବନ ଯାତ୍ରା

ମୁମ୍ବାଇ: ହିନ୍ଦୀ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ଆଜି ଅର୍ଥାତ୍‌ ୧୭ ଅକ୍ଟୋବରରେ ଜନ୍ମ ବାର୍ଷିକୀ। ସେ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏକି ସମସ୍ତ ପ୍ରକାର ଚଳଚ୍ଚିତ୍ରରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏକ ସମୟ ଥିଲା…

ଦଶହରାରେ ରାଜ୍‌ କରିବ ୩ ଓଡ଼ିଆ ସିନେମା

ପୂଜାପର୍ବାଣୀ ଆସିଲେ ଭରପୁର ମନୋରଞ୍ଜନର ମାଧ୍ୟମ ସାଜେ ଚଳଚ୍ଚିତ୍ର। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ପୂରା ସେହି ଦମ୍‌ରେ ଆଗେଇ ଚାଲିଛି। ପ୍ରତ୍ୟେକ ସପ୍ତାହରେ ଦର୍ଶକଙ୍କୁ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି ଓଡ଼ିଆ ସିନେ ଜଗତ। ଦଶହରା ପାଖେଇ ଆସୁଥିବାବେଳେ…

କାହିଁକି ଘୁଞ୍ଚିଲା କଙ୍ଗନାଙ୍କ ‘ଏମର୍ଜେନ୍ସି’ ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍‌ ତାରିଖ ଘୁଞ୍ଚିଛି। ଏନେଇ କଙ୍ଗନା ନିଜେ ସୂଚନା ଦେଇଛନ୍ତି। ଏବେ କଙ୍ଗନା ତାଙ୍କ ଅପ୍‌କମିଂ ସିନେମା ‘ତେଜସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ଭିତରେ ସେ ଫିଲ୍ମ…

ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ

ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ କରି…

ଓ୍ବାଇ ପ୍ଲସ ସିକ୍ୟୁରିଟି ସହ ପ୍ରଥମଥର ନଜର ଆସିଲେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନଙ୍କୁ ପ୍ରଥମ ଥର ପାଇଁ ଓ୍ବାଇ ପ୍ଲସ ସୁରକ୍ଷା ସହିତ ଦେଖିବାକୁ ମିଳିଥିଲା। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଦେଇଥିଲା। ଯେତେବେଳେ ସେ ‘କୁଛ କୁଛ ହୋତା…

ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି

ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ ଚିତ୍ରଣ କରୁଥିବା ଏହି ମୁଭିଟି ହେଉଛି କଙ୍ଗନାଙ୍କ ଡିରେକ୍ଟୋରିଆଲ ଡେବ୍ୟୁ ମୁଭି, ଯାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri