ପ୍ରଶଂସକଙ୍କୁ ଝଟକା, ବିଗ୍ବସ ୧୭କୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁଣାଇଲେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ…
ଶାହାରୁଖଙ୍କ ସହ ନଜର ଆସିବେ ଝିଅ ସୁହାନା
ମୁମ୍ବାଇ: ସୁହାନା ଖାନ୍ ପ୍ରଥମ ଥର ପାଇଁ ଓଟିଟିରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ବାପା ଶାହାରୁଖଙ୍କ ପରବର୍ତ୍ତୀ ଫିଲ୍ମରେ ଝିଅ ସୁହାନା ନଜର ଆସିବେ। ‘ପଠାନ’ ଏବଂ ‘ଜଓ୍ବାନ’ର ଅଦ୍ଭୁତପୂର୍ବ ସଫଳତା ପରେ ରୋମାନ୍ସ କିଙ୍ଗ୍ ଶାହାରୁଖ ତାଙ୍କ ଆକ୍ସନ…
ବୁର୍ଜ ଖଲିଫା ସାମ୍ନାରେ ପ୍ରେମିକାଙ୍କୁ ପ୍ରପୋଜ କଲେ ଏହି ଅଭିନେତା
ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଟିଭି ଅଭିନେତା ଅଲି ମର୍ଚାଣ୍ଟ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଅଭିନେତା ତାଙ୍କ ନୂଆ ପ୍ରେମ ବିଷୟରେ ପ୍ରକାଶ କରିଛନ୍ତି। ଅଲି ଏବେ ତାଙ୍କ…
ଅକୁହା ଯନ୍ତ୍ରଣା ବଖାଣିଲେ ଶିଳ୍ପାଙ୍କ ସ୍ବାମୀ
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ ୟୁଟି ୬୯ର ଟ୍ରେଲର ରିଲିଜ ହୋଇଛି। ସେ ନିଜେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଜଣେ ଅଭିନେତା ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ। ତାଙ୍କର ଫିଲ୍ମ ୟୁଟି୬୯ ରାଜ କୁନ୍ଦ୍ରାଙ୍କ…
ଅମିତାଭଙ୍କୁ ଭେଟିଲେ ଧୋନୀ, ସୋସିଆଲ ମିଡିଆରେ ଫଟୋ ଭାଇରାଲ
ମୁମ୍ବାଇ,୧୮।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କୁ ଭେଟିଛନ୍ତି। ଏବେ ମହେନ୍ଦ୍ର ସିଂ ଧୋନି ଏବଂ ଅମିତାଭ ବଚ୍ଚନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ଉଭୟ କିମ୍ବଦନ୍ତୀଙ୍କୁ…
ବାଂଲାଦେଶ କ୍ରିକେଟର୍ଙ୍କୁ ଅଫର୍ ଦେଲେ ପାକିସ୍ତାନ ଅଭିନେତ୍ରୀ: ଭାରତକୁ ହରାଇଲେ ମିଳିବ…
ଅକ୍ଟୋବର ୧୪ ଦିନିକିଆ ବିଶ୍ୱକପ ୨୦୨୩ରେ ପାକିସ୍ତାନକୁ ଭାରତ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟିମ ଇଣ୍ଡିଆ ୭ ଉଇକେଟ ନେଇ ପାକିସ୍ତାନକୁ ପରାସ୍ତ କରିଛି। ଏହି ପରାଜୟ ପରେ ଅଭିନେତ୍ରୀ ସେହେର ସିନୱାରୀଙ୍କ…
୧୦୦ ଦିନ ପରେ ରିଲିଜ ହେବ ଫାଇଟର
ମୁମ୍ବାଇ: ବଲିଉଡର ଭେଟେରାନ ଆକ୍ଟର ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର ଖୁବ ଶୀଘ୍ର ସେମାନଙ୍କର ଆଗାମୀ ଆକ୍ସନ ଫିଲ୍ମ ଫାଇଟରରେ ସ୍କ୍ରିନ ସ୍ପେସ ଶେୟାର କରିବାକୁ ଯାଉଛନ୍ତି। ବର୍ଷ ଆରମ୍ଭରେ ଟିମ୍ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି…
ଟାଇଗର -୩ରୁ ଭାଇରାଲ ହେଉଛି କ୍ୟାଟ୍ରିନାଙ୍କ ଲୁକ
ମୁମ୍ବାଇ: ଟାଇଗର-୩ ହେଉଛି ‘ଟାଇଗର ଜିନ୍ଦା ହୈ’ ଓ ‘ଏକ ଥା ଟାଇଗର’ର ସିକ୍ୱେଲ। ଟାଇଗର ସିରିଜର ତୃତୀୟ ଭାଗକୁ ଅଭିନେତା ସଲମାନ ଖାଁ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମୀଙ୍କୁ ନେଇ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ନିକଟରେ ଫିଲ୍ମର…
ଏହି ଦିନ ବିବାହ କରିବେ ସୁପରଷ୍ଟାର ପ୍ରଭାସ
ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ଆଜିକାଲି ହେଡଲାଇନରେ ଅଛନ୍ତି। ତାଙ୍କର ଚଳଚ୍ଚିତ୍ର ସାଲାର ଖୁବ୍ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି। ପ୍ରଭାସ ତାଙ୍କ ବୃତ୍ତିଗତ ଜୀବନ ସହିତ ବ୍ୟକ୍ତିଗତ ଜୀବନ ପାଇଁ…
‘ପର୍ମାନେଣ୍ଟ ରୁମ ମେଟ’ ସିଜିନ-୩: ପୁଣି ଫେରିଲା ମିକି ତନୁଙ୍କ ପ୍ରେମ କାହାଣୀ…
ମୁମ୍ବାଇ: ମିକି ଏବଂ ତନୁଙ୍କ ଯୋଡି ଦର୍ଶକଙ୍କ ସହ ଯୋଡି ହେବାର ନଅ ବର୍ଷ ବିତିଗଲାଣି। ୨୦୧୪ରେ ଦେଶର ପ୍ରଥମ ୱେବ ସିରିଜ ପର୍ମାନେଣ୍ଟ ରୁମ ମେଟ ୟୁଟ୍ୟୁବରେ ମୁକ୍ତିଲାଭ କରିଥିଲା। ଏହା ସଙ୍ଗେ ସଙ୍ଗେ ଏହା ଯୁବବର୍ଗମାନଙ୍କ ଉପରେ, ବିଶେଷ…
ମୃତ୍ୟୁ ଉପରେ ଭବିଷ୍ୟବାଣୀ କରିଥିଲେ ଓମ ପୁରୀ, ଏଭଳି ଥିଲା ଅଭିନେତାଙ୍କ କାହାଣୀ
ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଓମ ପୁରୀ ହୁଏତ ଏହି ଦୁନିଆରୁୁ ବିଦାୟ ନେଇଥାଇପାରନ୍ତି, କିନ୍ତୁ ତାଙ୍କର ଦକ୍ଷତା ଆଜି ବି ପ୍ରଭାବଶାଳୀ ଅଟେ। ପିଲାଦିନକୁ ଦାରିଦ୍ରରେ ବିତାଇଥିବା ଓମ ପୁରୀ ନିଜେ ଜନ୍ମଦିନ ସ୍ଥିର କରିଥିଲେ। ଏଥି ସହିତ ସେ…
ବିବାହ ଶାଢ଼ି ପିନ୍ଧି ପୁରସ୍କାର ଗ୍ରହଣ କଲେ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସମେତ ଆଉ କେତେଜଣ ଅଭିନେତ୍ରୀ ଅଭିନେତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ‘ଗଙ୍ଗୁବାଈ କାଠିଆୱାଡି’ ଚଳଚ୍ଚିତ୍ର ପାଇଁ ଆଲିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଛି। ସେ ଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର…
Archives


