ମନୋରଞ୍ଜନ

ମାଆ ହେଲେ ସୁଗନ୍ଧା, ଭାଇରାଲ ହେଲା ଝିଅର ପ୍ରଥମ ଝଲକ

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଏବଂ ଡକ୍ଟର ସଙ୍କେତ ଭୋସଲେ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ମାତାପିତା ହୋଇଛନ୍ତି । ୩୫ ବର୍ଷୀୟା ସୁଗନ୍ଧା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଇନଷ୍ଟାଗ୍ରାମରେ ଏକ ଭିଡିଓ…

ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଲା ହୃଦଘାତ, ପୁଷ୍ପା ପିଲ୍ମରେ ସ୍ୱର ଦେଇ ଆସିଥିଲେ ଚର୍ଚ୍ଚାରେ

ଭୁବନେଶ୍ୱର,୧୪।୧୨: ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଛି ହୃଦଘାତରେ। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା। ଶ୍ରେୟସ୍ ହସ୍ପିଟାଲରେ ଅଛନ୍ତି ଏବଂ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ବୋଲି…

ଦକ୍ଷିଣ ଏସିଆ ସେଲିବ୍ରିଟି ତାଲିକାରେ ଶୀର୍ଷରେ ଅଛନ୍ତି ଶାହରୁଖ

ଲଣ୍ଡନ: ବ୍ରିଟେନ୍‌ ପ୍ରସ୍ତୁତ ‘ବିଶ୍ୱର ଶ୍ରେଷ୍ଠ ୫୦ ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ୫୮ ବର୍ଷୀୟ କିଙ୍ଗ୍‌ ଖାନଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଯବାନ’ ଚଳିତ ବର୍ଷର ଡବଲ୍‌…

ଫିଲ୍ମ ରିଲିଜ୍‌ ପୂର୍ବରୁ ଝିଅ ସୁହାନାଙ୍କ ସହ ସାଇ ବାବା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କଲେ କିଙ୍ଗ୍‌ ଖାନ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଫିଲ୍ମ ଡିସେମ୍ବର ୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାପୂର୍ବରୁ ଶାହାରୁଖ ତାଙ୍କ ଝିଅ ସୁହାନା ଖାନଙ୍କ ସହ ଗୁରୁବାର ଶିରିଡି ସାଇ…

କ୍ୟାରିୟରରେ କରିନାହାନ୍ତି ବୋଲ୍ଡ ସିନ୍‌, ଅସଲ କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଜଣେ ଅଭିନେତ୍ରୀ ଯିଏ କି ତାଙ୍କ କ୍ୟାରିୟରରେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ସେ ନିଜ କ୍ୟାରିୟରରେ କେବେ ବୋଲ୍ଡ ସିନ୍‌ କରିନାହାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଚୁଲ୍‌ବୁଲି କାଜଲ। ଦୀର୍ଘବର୍ଷ ପରେ…

ସାରାଙ୍କ ଜୀବନରୁ ବିଦାୟ ନେଲେ ବୟଫ୍ରେଣ୍ଡ, ଦ୍ୱିତୀୟ ଥର କରି ଥାଆନ୍ତେ ବିବାହ

ମୁମ୍ବାଇ: ଏକ୍ସ-ବିଗ ବସ ପ୍ରତିଯୋଗୀ ସାରା ଖାନ ବର୍ତ୍ତମାନ ସମୟରେ ଟେଲଭିଜନ ପରଦାରେ ସକ୍ରିୟ ହୋଇ ନ ପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ନିଜର ମଜାଳିଆ ରିଲ ସହିତ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାରେ ଲାଗିଛନ୍ତି। ସେ ୨୦୦୭ରେ ଷ୍ଟାର୍‌ ପ୍ଲସ…

କେବେ ବିବାହ କରିବେ ମଲାଇକାଙ୍କୁ? ଅର୍ଜୁନ ଦେଲେ ଏଭଳି ଜବାବ

ବମ୍ବେ: ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି ଅଭିନେତା ଅର୍ଜୁନ କପୁର। ଏନେଇ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍‌ କରନ-୮’ରେ ଖୁଲାସା କରିଛନ୍ତି ସେ। କେବଳ ଏତିକି ନୁହେଁ…

ନେଟଫ୍ଲିକ୍ସ ଜାରି କଲା ଚଳିତ ବର୍ଷର ଟପ୍‌ ଟ୍ରେଣ୍ଡିଙ୍ଗ ଫିଲ୍ମ ଲିଷ୍ଟ: ଲୋକପ୍ରିୟ ହୋଇଛି ଏହି ୯ଟି ଫିଲ୍ମ

ମୁମ୍ବାଇ: ବର୍ଷ ସରବାକୁ ବସିଛି। ଅନେକ ନୂଆ, ପୁରୁଣାର ସତେଜ ସ୍ମୃତି ନେଇ ବିଦାୟ ନେଉଛି ୨୦୨୩। ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ ଭେଟି…

ପ୍ରେମକୁ ଆଉ ସୁଯୋଗ ଦେବି ନାହିଁ

ଟିଭି ସିରିଏଲ ‘ଭାବୀ ଜୀ ଘର୍‌ ପର୍‌ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ୧୯ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସେ ସ୍ବାମୀ…

ଶେହନାଜଙ୍କ ମୁଣ୍ଡରେ ପଗଡ଼ି ଭିଡିଲେ ଗୁରୁ ରାନ୍ଧଓ୍ବା

ଅଭିନେତ୍ରୀ ଶେହନାଜ ଗିଲ ଏବଂ ଗୁରୁ ରାନ୍ଧୱା ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ନିକଟରେ ଶେହନାଜ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଗୁରୁ ଶେହନାଜଙ୍କୁ ପଗଡି ପିନ୍ଧାଇ ଦେଉଥିବାର ନଜର ଆସିଛନ୍ତି। ଭିଡିଓ ଶେୟାର କରି ଶେହନାଜ…

ଜେଲରୁ ପୁଣି ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ

ମୁମ୍ବାଇ: ୨୦୦ କୋଟି ଟଙ୍କା ଲଣ୍ଡରିଂ ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜେଲରେ ଅଛନ୍ତି। ଏହି ମାମଲାରେ ଜ୍ୟାକଲିନଙ୍କ ନାମ ମଧ୍ୟ ରହିଛି ଏବଂ ତାଙ୍କୁ ଏଥର ଅନେକ ଥର ପଚରାଉଚରା କରାଯାଇଛି। ତେବେ ଏହି ଅଭିନେତ୍ରୀ ସୁକେଶଙ୍କ ସହିତ କୌଣସି…

ଫିଲ୍ମ ରିଲିଜ୍‌ ପୂର୍ବରୁ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ କିଙ୍ଗ୍‌ ଖାନ୍‌

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଚଳିତ ବର୍ଷ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ବର୍ଷ ଶେଷରେ, ଶାହାରୁଖ ଆଉ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସହିତ ଆସୁଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?