ମନୋରଞ୍ଜନ

‘ସିଂଘମ ଏଗେନ୍‌’ରେ ରଣବୀରଙ୍କ ଲୁକ୍‌ ଆଉଟ୍‌

ଆଜିକାଲି ରୋହିତ ସେଟ୍ଟୀଙ୍କ ‘ସିଂଘମ ଏଗେନ୍‌’କୁ ଚର୍ଚ୍ଚା ଜୋର ଧରିଛି। ଏହି ଫିଲ୍ମରେ ପୁଣି ଥରେ ସିଂଘମ ଅର୍ଥାତ୍‌ ଅଜୟ ଦେବଗନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏଥର ଫିଲ୍ମ ଷ୍ଟାର୍‌ କାଷ୍ଟ ମଧ୍ୟ ବହୁତ ଭଲ। ରଣବୀର ସିଂ ଏବଂ…

‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି…

ଥମୁନି ଓଲିଉଡ୍‌ ବିବାଦ: ବଢ଼ୁଛି ବୟାନବାଜି

ଭୁବନେଶ୍ୱର,୩୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଲିଉଡ୍‌ ବିବାଦ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣଙ୍କ ମନ୍ତବ୍ୟରୁ ବିବାଦ ଆହୁରି ତେଜିବାରେ ଲାଗିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ସିନେପ୍ରେମୀଙ୍କଠାରୁ ଆରମ୍ଭକରି କଳାକାର, ସିନେ ସମୀକ୍ଷକ ସମସ୍ତେ…

ଆଲିଆଙ୍କୁ ପସନ୍ଦ ଆସିଲା କଟ୍ରିନାଙ୍କ ଶାଢି, କମେଣ୍ଟରେ କହିଲେ ଏଭଳି…

ବମ୍ବେ: ସ୍ବାମୀଙ୍କ ପୂର୍ବତନ ପ୍ରେମିକା ସତ୍ତ୍ୱେ ଦୁହିଁଙ୍କ ମଧ୍ୟରେ ରହିଛି ଭଲ ସମ୍ପର୍କ। ଆମେ କହୁଛୁ ବଲିଉଡର ଦୁଇ ସୁନ୍ଦରୀ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ କଟ୍ରିନା କୈଫ୍‌ଙ୍କ ବିଷୟରେ। ଦିନ ଥିଲା ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ…

ଭିଲେନ ଭୂମିକାରେ ଭୂମି

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର, ଶେଷ ଥର ପାଇଁ ୨୦୨୨ର ହିଟ ମୁଭି ‘ଏକ ଭିଲେନ ରିଟର୍ନସ’ରେ ଏବଂ ଚଳିତ ବର୍ଷ ‘କୁତ୍ତେ’ରେ ସିଲଭର ସ୍କ୍ରିନରେ ଦେଖାଯାଇଥିବା ବେଳେ ଏବେ ସେ ଅନ୍ୟ ଏକ ସସପେନ୍ସ ଥ୍ରୀଲରରେ ଅଭିନୟ କରିବାକୁ…

ଆମିରଙ୍କୁ ଛାଡି ଶାହାରୁଖଙ୍କ ଆଡକୁ ଢଳିଲେ ଫାତିମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖ ଆମିର ଖାଁଙ୍କ ସ୍ପୋର୍ଟସ୍‌ ଡ୍ରାମା ମୁଭି ଦଙ୍ଗଲରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ ଓ ଦର୍ଶକଙ୍କ ବାଃ ବାଃ ସାଉଁଟିଥିଲେ। ନିକଟରେ ଅଭିନେତ୍ରୀ ମୁଭି ଧକ ଧକରେ ଅଭିନୟ କରିଥିଲେ। ଡିସେମ୍ବରରେ ଭିକ୍କି…

Video: ଦୁବାଇରେ ଏକାଠି ନଜର ଆସିଲେ କ୍ରିଷ୍ଟିଆନ ରୋନାଲଡୋ ଏବଂ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୯।୧୦: ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସଲମାନ ଖାନ ଫୁଟବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋଙ୍କ ସହିତ ନଜର ଆସୁଛନ୍ତି। ନିକଟରେ ସାଉଦୀ ଆରବରେ ଟାଇସନ ଫ୍ୟୁରୀ ଏବଂ ଫ୍ରାନ୍ସିସ…

‘ଘରକୁ ଆସ, ଏକାଠି ବସି ବିବାଦର ସମାଧାନ କରିବା’

ଭୁବନେଶ୍ୱର,୨୯ା୧୦: ଓଲିଉଡ୍‌ରେ ଚାଲିଥିବା ବିବାଦ ନେଇ ରବିବାର ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ଅରିନ୍ଦମ ରାୟ। ବିବାଦର ସମାଧାନ ପାଇଁ ସେ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଘର ଭିତରେ ଥିବା ବିବାଦର ସମାଧାନ ଘରେ କରିବା। ଆମ ଘର…

ମା’ ହେବା ପରେ ପ୍ରଥମଥର ର଼୍ୟାମ୍ପ୍‌ ଶୋ’ରେ ଚାଲିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ନୂଆଦିଲ୍ଲୀର ଛତରପୁରଠାରେ ଏକ ଫ୍ୟାଶନ ଶୋ’ରେ ର଼୍ୟାମ୍ପ୍‌ରେ ଚାଲିଥିଲେ। ଫ୍ୟାଶନ ଡିଜାଇନର୍‌ ଅଭିନବ ମିଶ୍ରଙ୍କ ପ୍ରଦର୍ଶିତ ଏହି ଶୋ’ରେ ସୋନମ ପୁଅ ହେବା ପରେ ପ୍ରଥମଥର ର଼୍ୟାମ୍ପ୍‌ରେ ଚାଲିଛନ୍ତି। ଶନିବାର ରାତିରେ ରାଜଧାନୀ ଦିଲ୍ଲୀରେ…

କଙ୍ଗନାଙ୍କ ମଜା ଉଡ଼ାଇଲେ ଏହି ସାଉଥ୍‌ ହିରୋ

ମୁମ୍ବାଇ: ବଲିଉଡ୍‌ର ଡ୍ୟାସିଂ ଗର୍ଲ ଭାବରେ ଜଣାଶୁଣା କଙ୍ଗନା ରାଣାଓ୍ବତ୍‌ ଯେକୌଣସି କଥାକୁ ନେଇ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ସେ ‘ତେଜସ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଙ୍ଗନା ଅଧିକରୁ ଅଧିକ ଲୋକଙ୍କୁ ହଲ୍‌…

ଗୋଟିଏ ଫ୍ରେମ୍‌ରେ ସଲମାନ-ରୋନାଲଡୋ

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭାଇରାଲ ଭିଡିଓରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ସଲମାନ ଖାନଙ୍କ ସହ ନଜର ଆସିଛନ୍ତି। ନିକଟରେ ସାଉଦି ଆରବରେ ଟାଇସନ ଫ୍ୟୁରି ଏବଂ ଫ୍ରାନ୍ସିସ ନାଗାନୋଙ୍କ…

ଟ୍ରୋଲ୍‌ ପରେ ମୁହଁତୋଡ଼ ଜବାବ ଦେଲେ ଦୀପିକା, ଏମିତି କଥା ଶୁଣି ରଣବୀର ବି ଚକିତ

ମୁମ୍ବାଇ: ବି’ ଟାଉନର ଗ୍ଲାମରସ୍‌ କପଲ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି। ‘କଫି ଓ୍ବିଥ୍‌ କରନ -୮’ରେ ସାମିଲ ହୋଇ ଏହି କପଲ ପରସ୍ପର ବିଷୟରେ ବହୁତ କିଛି କହିଥିଲେ। ତେବେ ଏହି ଶୋ’ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri