ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଲା ଦୀପ୍ବୀରଙ୍କ ‘ଓ୍ବେଡିଂ ଭିଡିଓ’, ଦେଖନ୍ତୁ…
ବମ୍ବେ: ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି ରଣବୀର ସିଂହ-ଦୀପିକା ପାଦ୍ୟୁକୋନଙ୍କ ବିବାହ ବେଳର ଭିଡିଓ। ଉଭୟ ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ଏବେ ସ୍ବତନ୍ତ୍ର ଦିନର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ୍ ଭାଇରାଲ…
ଗର୍ଭବତୀ ହୋଇଥିବା ଚର୍ଚ୍ଚା ମଧ୍ୟରେ ଅନୁଷ୍କା ଶେୟାର କଲେ ପୋଷ୍ଟ, ଦେଖନ୍ତୁ…
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ସମ୍ପ୍ରତି ଚର୍ଚ୍ଚା ହେଉଛି ଅନୁଷ୍କା ଏବଂ ବିରାଟ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସେ ପୁଣି ଗର୍ଭବତୀ ଥିବା…
ଇସ୍ରାଏଲ ରାଷ୍ଟ୍ରଦୂତଙ୍କୁ ଭେଟିଲେ କଙ୍ଗନା: କହିଲେ ‘ହମାସ ହେଉଛି ଆଧୁନିକ ରାବଣ’
ନୂଆଦିଲ୍ଲୀ,୨୫।୧୦: ବଲିଉଡ ଡିଭା କଙ୍ଗନା ରାଣାଓ୍ବତ ବୁଧବାର ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନଙ୍କୁ ଭେଟି ହମାସ ସହ ଲଢ଼େଇରେ ଇସ୍ରାଏଲର ସମର୍ଥନ କରିଛନ୍ତି। ଆତଙ୍କବାଦ ବିରୋଧରେ ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ବିଜେତା ହେବ ବୋଲି ସେ କହିଛନ୍ତି। ତେବେ ‘ଏକ୍ସ(ପୂର୍ବରୁ ଟୁଇଟର)’ରେ…
ଚୋରି କରି ଧରାପଡିଲେ ଭୋଜପୁରୀ ଅଭିନେତ୍ରୀ, ମାଗୁଛନ୍ତି ଭିକ,ଦିନେ ଥିଲେ ନିର୍ଦ୍ଦେଶକଙ୍କ ପ୍ରଥମ ପ୍ରସନ୍ଦ…
ମୁମ୍ବାଇ : ଲୋକମାନେ ନିଜ କ୍ୟାରିୟର କରିବାକୁ ଚଳଚ୍ଚିତ୍ର ଜଗତକୁ ଆସନ୍ତି, କିନ୍ତୁ କିଛି ଲୋକ ସଫଳ ହୁଅନ୍ତି ଏବଂ କିଛି ଲୋକ ନିରାଶ ହୁଅନ୍ତି। ବଲିଉଡ ଠାରୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହା ଘଟେ। ଭୋଜପୁରୀ…
ରାଜକୁମାର ରାଓଙ୍କୁ ନ୍ୟାଶନାଲ ଆଇକନ ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଲା ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ,୨୫।୧୦: ଭାରତର ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନ୍ୟାଶନାଲ ଆଇକନ କରିବାକୁ ନିଷ୍ପତ୍ତି ନେଇଛି। ଆୟୋଗ ଗୁରୁବାର (୨୬ ଅକ୍ଟୋବର)ରେ ରାଜକୁମାର ରାଓଙ୍କୁ ଆଇକନ ଭାବରେ ନିଯୁକ୍ତ କରିବ। ନ୍ୟାଶନାଲ ଆଇକନ ଲୋକମାନଙ୍କୁ ଭୋଟ ବିଷୟରେ ସଚେତନ…
ଏହି କାରଣରୁ ଆନିମଲ ପରେ ଫିଲ୍ମରୁ ୬ ମାସର ବିରତି ନେବେ ରଣବୀର
ମୁମ୍ବାଇ: ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଲ ପାଇଁ ଆଜିକାଲି ହେଡଲାଇନରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦାନାଙ୍କୁ ଦେଖିବାକୁ ମିଳିବ। ରଣବୀର ତାଙ୍କ ବୃତ୍ତିଗତ ଜୀବନ ସହିତ ତାଙ୍କ ବ୍ୟକ୍ତିଗତ ଜୀବନକୁ…
ରାବଣ ଦହନ ବେଳେ ଏହି ବଡ ଭୁଲ କରିଦେଲେ କଙ୍ଗନା, ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଫିଲ୍ମ ‘ତେଜସ’ ରିଲିଜ ପୂର୍ବରୁ ଏକ ବଡ଼ ଇତିହାସ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ଦିଲ୍ଲୀର ପ୍ରସିଦ୍ଧ ଲୁବ କୁଶ ରାମଲିଲାରେ ରାବଣ ଦହନ କରିଛନ୍ତି। ଏହା କର ୫୦ ବର୍ଷ ଇତିହାସରେ…
ଅର୍ଜୁନଙ୍କ ସହ ଖୁବ ନାଚିଲେ ବାର୍ଥ ଡେ ଗର୍ଲ ମଲାଇକା
ମୁମ୍ବାଇ: ଅକ୍ଟୋବର ୨୩ରେ ବଲିଉଡ ଦିଭା ମଲାଇକା ଆରୋରା ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଅଭିନେତ୍ରୀ ଏଥର ତାଙ୍କର ୫୦ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରତିବର୍ଷ ସେ ଖୁବ ଧୁମଧାମରେ ନିଜର ଜନ୍ମଦିନ ପାଳନ କରନ୍ତି। ଏଥର ପ୍ରେମିକ ଅର୍ଜୁନ କପୁର…
୫ ଦିନ ମଧ୍ୟରେ ୪୦୦ କୋଟି ଛୁଇଁଲା ‘ଲିଓ’
ଥଲାପତି ବିଜୟଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ଲିଓ’ କେବଳ ଘରୋଇ ନୁହେଁ, ବିଦେଶୀ ବକ୍ସ ଅଫିସରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି। ଫିଲ୍ମଟି ରିଲିଜ ହେବାର ପାଞ୍ଚ ଦିନ ମଧ୍ୟରେ ବହୁତ ଆୟ କରିଛି। ଘରୋଇ ବଜାରରେ ବିଜୟଙ୍କ ଫିଲ୍ମ ୨୦୦…
ଦୁର୍ଗା ମଣ୍ଡପରେ ନାଚିଲେ ସୁସ୍ମିତା
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଗତ କିଛି ଦିନ ହେବ ‘ଆର୍ଯ୍ୟ -୩’ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଦୁର୍ଗା ପେଣ୍ଡାଲରୁ ଅଭିନେତ୍ରୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ…
ପ୍ରେମ ଉପରୁ ବିଶ୍ୱାସ ହରାଇଥିଲେ ନେହା, ହେଲେ ଜୀବନରେ ଆସିଲା ଏମିତି ମୋଡ…
ମୁମ୍ବାଇ: ନିଜର ମେଲୋଡି ଭଏସ୍ରେ ପ୍ରଶଂସକଙ୍କୁ ଦ୍ୱିଓ୍ବାନା କରୁଥିବା ନେହା କକ୍କର ଅନେକ ଗୀତ ଗାଇ ସାରା ଭାରତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଚମତ୍କାର ପ୍ରେମ ଗୀତ ଗାଉଥିବା ନେହା କକ୍କର କେବେ ଭାବି ନଥିଲେ ଯେ ଜୀବନ ସାଥୀ…
ଶୋ’ ମଝିରୁ ଗିରଫ ହେଲେ ବିଗ୍ବସ୍ର ଏହି ପ୍ରତିଯୋଗୀ, ଜାଣନ୍ତୁ କ’ଣ ରହିଛି ମାମଲା…
ବମ୍ବେ: ଟେଲିକାଷ୍ଟ ହେବାପରଠାରୁ ଚର୍ଚ୍ଚାରେ ବିବାଦୀୟ ରିଆଲିଟି ଶୋ’ ବିଗ୍ବସ୍। ଏବେ ଶୋ’ ମଝିରୁ ଗିରଫ ହୋଇଛନ୍ତି ଜଣେ ବିଗ୍ବସ୍ ପ୍ରତିଯୋଗୀ। କିଛି ଏଭଳି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବାପରଠାରୁ ଶୋ’କୁ ନେଇ ଚର୍ଚ୍ଚା ବଢ଼ିଛି। ପ୍ରତିଯୋଗୀ ଜଣଙ୍କ ହେଉଛନ୍ତି ବିଗ୍ବସ୍…
Archives


