ମନୋରଞ୍ଜନ

ଜୋୟା ଭୂମିକାରେ କ୍ୟାଟ୍ରିନା

ମୁମ୍ବାଇ: ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର ୩କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି। ଟାଇଗର ୩ର ଟ୍ରେଲର ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ...

ଗଲ୍ଫ ଖେଳାଳିରୁ ନାୟିକା

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ନିଜର ଜଲଓ୍ବା କାୟମ କରିଛନ୍ତି। ଅଭିନୟ, ଗ୍ଲାମରଠାରୁ ଆରମ୍ଭ କରି କଥା କହିବା ପର୍ଯ୍ୟନ୍ତ ସେ ସବୁକିଛି ଆଗରେ ଅଛନ୍ତି । ଖୁବ କମ ସମୟ ମଧ୍ୟରେ ପ୍ରଶଂସକଙ୍କ...

ଜନ୍ମଦିନ ପାଳନକୁ ଦେଖି ଇମୋଶନାଲ ହେଲେ ବିଗ ବି

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ବୁଧବାର ଅର୍ଥାତ୍‌ ଅକ୍ଟୋବର ୧୧ରେ ପାଳନ କରିବାକୁ ଯାଉଛନ୍ତି ତାଙ୍କ ୮୧ ତମ ଜନ୍ମ ଦିବସ। ଏହି ଅବସରରେ ଟେଲିଭିଜନ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ର କମିଂ ଏପିସୋଡରେ ଏହି ବିଶେଷ...

୧୦୦୦ କୋଟି କ୍ଲବ୍‌ରେ ‘ଯବାନ’ , ପ୍ରଶଂସା କଲେ ଅକ୍ଷୟ

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଯବାନ’ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ବିଶ୍ୱବ୍ୟାପୀ ଏହି ଚଳଚ୍ଚିତ୍ର ୧୦୦୦କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ଏବଂ ଏହାର ରୋଜଗାର ଜାରି ରହିଛି। ଶାହରୁଖଙ୍କ ଫିଲ୍ମ ‘ଯବାନ’ କୁ ନେଇ...

ଭାବୁକ କଲା ଚଳଚ୍ଚିତ୍ର ‘ଭାବାନ୍ତର’

ଭୁବନେଶ୍ୱର,୧୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ନାରୀ ପୁରୁଷ ମଧ୍ୟରେ ଏକ ଭିନ୍ନ ସମ୍ପର୍କର ବାସ୍ନା। ଭଲପାଇବାର ଏକ ଭିନ୍ନ ମୋଡ଼। ଶ୍ରାବଣୀ ନାମ୍ନୀ ଏକ ଝିଅଟିଏ ମିଲନ ପ୍ରେମରେ ପଡ଼ନ୍ତି। ମାତ୍ର ତାଙ୍କର ବିବାହ ହୁଏ ଶ୍ରୀତମ ସହ। ବାହାଘର ପରେ ଶ୍ରାବଣୀ ଶ୍ରୀତମଙ୍କୁ...

ହସ୍ପିଟାଲରେ ଶେହନାଜ

ଅଭିନେତ୍ରୀ ଶେହନାଜ ଗିଲ ଆଜିକାଲି ତାଙ୍କ ଫିଲ୍ମ ‘ଥ୍ୟାଙ୍କ୍‌ ୟୁ ଫର୍‌ କମିଙ୍ଗ୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏହି ଫିଲ୍ମ ସହ ସେ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିବାକୁ ଚେଷ୍ଟା...

ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ଡେଟିଂ ଚର୍ଚ୍ଚା

ମୁମ୍ବାଇ: ସାଉଥ୍‌ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମାନ୍ଦାନାଙ୍କ ସହ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ଡେଟିଂ ଖବର ବହୁ ଚର୍ଚ୍ଚାରେ ରହିଛି। ଉଭୟ ନିଜ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଲାଇମଲାଇଟରେ ରହିଆସିଛନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଚୁପ...

ଶେହନାଜଙ୍କ ଡିମାଣ୍ଡ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ସୋ ବିଗ ବସ ୧୩ରେ ନଜର ଆସିଥିବା ଶେହନାଜ ଗିଲଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ସୋ ପରେ ଶେହନାଜ ଆଉ ପଛକୁ ଫେରି ନଥିଲେ। ସେ ସଲମାନ ଖାଁଙ୍କ ଅଭିନୀତ...

ମିଷ୍ଟ୍ରି ଗର୍ଲଙ୍କ ଚେହେରା ରିଭିଲ କଲେ ସଲମାନ

ମୁମ୍ବାଇ: ଅକ୍ଟୋବର ୮, ରବିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ବଲିଉଡ ଭାଇଜାନ ସଲମାନ ଖାଁ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ। ଭାଇଜାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ଫଟୋ ଶେୟାର କରିଥିଲେ। ଏହି...

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା...

‘ଧକ ଧକ’ର ଟ୍ରେଲର ରିଲିଜ୍‌

ଡ୍ରାମା ଭିତ୍ତିକ ଫିଲ୍ମ ‘ଧକ ଧକ’ର ଟ୍ରେଲର ରିଲିଜ୍‌ ହୋଇଛି। ବଲିଉଡର ଦକ୍ଷ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା, ରତ୍ନା ପାଠକ ଶାହା ଏବଂ ସଞ୍ଜନା ସାଙ୍ଗୀ ପ୍ରମୁଖ ଏଫିଲ୍ମରେ ଅଭିନୟ କରିଛନ୍ତି। ତିନି ମିନିଟର ଲମ୍ବା...

ସିଙ୍ଘମ-୩ରେ ଅଜୟ, କରିନାଙ୍କ ପରେ ଏବେ ଅକ୍ଷୟଙ୍କ ଏଣ୍ଟ୍ରି…

ମୁମ୍ବାଇ : ପ୍ରଶଂସକମାନେ ଅଜୟ ଦେବଗାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସିଙ୍ଘମ-୩ କୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ସବୁଥର ପରି ଏଥର ମଧ୍ୟ ଏହି ଚଳଚ୍ଚିତ୍ରଟିକୁ ରୋହିତ ଶେଟ୍ଟି ନିର୍ଦ୍ଦେଶନା ଦେଉଛନ୍ତି। ଖବର ଅଛି କରୀନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri