ଗ୍ରାମୀ ଆଓ୍ବାର୍ଡ ୨୦୨୪ ପାଇଁ ମନୋନୀତ ହେଲା ମୋଦିଙ୍କ ଗୀତ
ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା, ଯେଉଁଥିରେ…
ବାଜିବ ଶାହାନାଇ, ଆସନ୍ତା ବର୍ଷ ଫେବୃୟାରୀରେ ହାତକୁ ଦୁଇ ହାତ ହେବେ ଦିବ୍ୟା
ବମ୍ବେ: ହାତକୁ ଦୁଇ ହାତ ହେବେ ଟେଲି ଅଭିନେତ୍ରୀ ଦିବ୍ୟା ଅଗ୍ରଓ୍ବାଲ। ପ୍ରେମିକ ଅପୂର୍ବ ପଡଗାଓଁକରଙ୍କ ସହ ବାକିତକ ଜୀବନ ବିତାଇବାଲାଗି ସେ ବେଶ ଏକ୍ସଟାଇଟେଡ୍। ଆସନ୍ତା ବର୍ଷ ଫେବୃୟାରୀରେ ଉଭୟଙ୍କ ବିବାହ ହେବ। ଏନେଇ ଏକ ସାକ୍ଷାତକାରରେ ଅଭିନେତ୍ରୀ ଖୁଲାସା…
ପୂର୍ବତନ ମିସ୍ ଇଣ୍ଡିଆଙ୍କ ହାତ ଧରିଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ ଜୟ, ଭବ୍ୟ ସମାରୋହରେ…
ନୂଆଦିଲ୍ଲୀ,୧୦।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର୍ ଉଦୟ କୋଟାକ୍ଙ୍କ ପୁଅ ଜୟ କୋଟାକ। ମଙ୍ଗଳବାର ଜିଓ କନ୍ଭେନ୍ଶନ ସେଣ୍ଟରରେ ଆୟୋଜିତ ଭବ୍ୟ ସମାରୋହରେ ପୂର୍ବତନ ମିସ୍ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ। ଏହାପରେ ଉଦୟପୁରରେ ବିବାହର…
ବାଜିଲା ମୋହର: ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ଧନୁଷ
ବମ୍ବେ: ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକ୍ରେ ନଜର ଆସିବେ ସାଉଥ୍ ସୁପରଷ୍ଟାର ଧନୁଷ। ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ। ସେହିଭଳି ୨୦୨୫ରେ ଏହା ପରଦାକୁ ଆସିବ। କନେକ୍ଟ ମିଡିଆ ଏବଂ ମରକ୍ୟୁରି…
ଓଟିଟିରେ ରିଲିଜ ହେବ ପଙ୍କଜ ତ୍ରିପାଠିଙ୍କ ମିଷ୍ଟ୍ରି ଥ୍ରୀଲର ଫିଲ୍ମ
ମୁମ୍ବାଇ: ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ କ୍ୟାରିୟର କଥା ଆଲୋଚନା କଲେ, ଅଭିନେତା କେତେଦୂର ପହଞ୍ଚିଛନ୍ତି ତାହା ଦେଖି ଦର୍ଶକେ ପ୍ରଭାବିତ ହେବେ। ଛୋଟ ଭୂମିକା ଗ୍ରହଣ କରିବା ଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପର୍ଯ୍ୟନ୍ତ ତାଙ୍କ…
ପ୍ରଥମଦିନରୁ ହିଁ ରେକର୍ଡ କରିବ ସଲମାନଙ୍କ ‘ଟାଇଗର-୩’
ମୁମ୍ବାଇ: ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ ରିଲିଜ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି। ଏହା ପ୍ରଶଂସକମାନଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଛି। ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ ରିଲିଜ ଅପେକ୍ଷାରେ ରହିଛନ୍ତି।…
କନଫର୍ମ ହେଲା ଅନୁଷ୍କାଙ୍କ ପ୍ରେଗ୍ନେସି!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ଗର୍ଭଧାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ରହୁଛନ୍ତି। ଏହି ଖବର ମଧ୍ୟରେ ଅନୁଷ୍କା ମଧ୍ୟ ଲାଇମଲାଇଟ ଠାରୁ ଦୂରେଇ ରହୁଥିବା ନଜର ଆସୁଛି। ନିକଟରେ ତାଙ୍କୁ ବାଙ୍ଗାଲୋରରେ ସ୍ବାମୀ ବିରାଟ…
ଜୟ ସୀୟା ରାମ ନାରା ଲଗାଇଲେ ଜାଭେଦ ଅଖତର
ମୁମ୍ବାଇ,୧୦।୧୧: ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ନିଜର ମତ ପ୍ରକାଶ କରିଛନ୍ତି। ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ଭାରତର ସାଂସ୍କୃତିକ ଐତିହ୍ୟ…
ରେକର୍ଡ ଭାଙ୍ଗିଲା ଦୀପିକାଙ୍କ ଇନଷ୍ଟାଗ୍ରାମ ରିଲ
ମୁମ୍ବାଇ: ବଲିଉଡର ଲେଡି ଷ୍ଟାର ଦୀପିକା ପାଦୁକୋନଙ୍କ ଉପରେ ସାରା ବିଶ୍ୱ ଫିଦା। ଅଭିନେତ୍ରୀ ଯାହା କୁହନ୍ତି, ଲୋକମାନେ ଏହାକୁ ଶୁଣିବାକୁ ପସନ୍ଦ କରନ୍ତି। ଇନଷ୍ଟାଗ୍ରାମରେ ଦୀପିକାଙ୍କର ମଧ୍ୟ ବହୁତ ପ୍ରଶଂସକ ଅଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଏକ…
ମୁଁ ବଲିଉଡରେ କାମ କରିବାକୁ ଚାହୁଁଛି: ରଶ୍ମି ଦେଶାଇ
ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ ରଶ୍ମୀ ଦେଶାଇ, ଏହି ଅଭିନେତ୍ରୀଙ୍କୁ ଦୀର୍ଘ ଦିନ ଧରି କୌଣସି ପ୍ରୋଜେକ୍ଟରେ ଦେଖିବାକୁ ମିଳି ନଥିଲା।ଯେଉଁଥିପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ତାଙ୍କୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଅଭିନେତ୍ରୀ ଜଣାଇଛନ୍ତି ଯେ…
ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର
ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଏକ…
ବିକ୍ରାନ୍ତଙ୍କ ଅଭିନୟ ମନ ଜିଣିଲା, ଆଗାମୀ ଫିଲ୍ମରେ କାଷ୍ଟ କରିବେ ରାଜକୁମାର ହିରାନୀ !
ବମ୍ବେ: ଚଳଚ୍ଚିତ୍ର ‘ଟୁଏଲ୍ଭଥ୍ ଫେଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ବିକ୍ରାନ୍ତ ମେସି। ଏଥିରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖୁଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ଫିଲ୍ମନିର୍ମାତା ରାଜକୁମାର ହିରାନୀ। ସେ ବିକ୍ରାନ୍ତଙ୍କୁ ନିଜର ଆଗାମୀ ଫିଲ୍ମରେ ନେବା ଲାଗି…
Archives


