ଓ୍ବାର-୨ରେ ଆଲିଆଙ୍କ ଏଣ୍ଟ୍ରି, ମୁଖ୍ୟ କଳାକାରଙ୍କ ନାମ ଏବେ ଚର୍ଚ୍ଚାରେ…
ମୁମ୍ବାଇ : ବଲିଉଡରେ ଜୁନିୟର ଏନଟିଆର ଏବଂ ହ୍ରିତିକ ରୋଶନଙ୍କୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ଦୁହେଁ ହିନ୍ଦୀ ଫିଲ୍ମ ଓ୍ବାରର ସିରିଜ ଓ୍ବାର-୨ରେ ମୁଖ୍ୟ ଭୂମିକାରେ ଥିବା କୁହାଯାଉଛି। ଏହା ସହିତ ଫିଲ୍ମରେ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ…
ଅନୁଷ୍କା ଗର୍ଭବତୀ ଥିବା ଦିଓ୍ବାଲି ପାର୍ଟିରେ ହେଲା ନିଶ୍ଚିତ, ଭିଡିଓ ଭାଇରାଲ…
ମୁମ୍ବାଇ,୧୨।୧୧ : ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଯେକୌଣସି କାରଣରୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ଆଜିକାଲି ଅଭିନେତ୍ରୀଙ୍କ ଦ୍ୱିତୀୟ ଗର୍ଭଧାରଣ ଖବର ଶିରୋନାମାରେ ଅଛି। ତଥାପି, ସେମାନଙ୍କ ମଧ୍ୟରୁ କେହି ଏ ବିଷୟରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ନିକଟରେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ପଦ କଥା ଦୂର କରିଥିଲା ସାଇରା ବାନୁଙ୍କ ଦୁଃଖ
ଅଭିନେତ୍ରୀ ସାଇରା ବାନୁ ଜୀବନର ଏକ ରହସ୍ୟ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଉନ୍ମୋଚନ କରିଛନ୍ତି। ସେ ଇନ୍ଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଫଟୋ ଶେୟାର କରି ଲେଖିଛନ୍ତି, ଜୁଲାଇ ୭,୨୦୨୧ ସ୍ବାମୀ ଦିଲୀପ କୁମାର ମୋତେ ଛାଡି ଚାଲିଯିବାପରେ ପ୍ରତିକ୍ଷଣ…
Tiger 3 FIRST Review: ରିଲିଜ ହେଲା ଟାଇଗର-୩, ପ୍ରଶଂସକ କହିଲେ ଫିଲ୍ମ ବ୍ଲକବଷ୍ଟର
ମୁମ୍ବାଇ: ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ…
ବ୍ରିଟେନରେ ଦୀପାବଳି ପାର୍ଟି ଦେଲେ ସୁନକ, ଯୋଗଦେଲେ ବଲିଉଡ୍ର ଏହି ଷ୍ଟାର୍
ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବଲିଉଡ୍ ଅଭିନେତା ଅକ୍ଷୟ…
କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ
ମୁମ୍ବାଇ: ଚଳିତବର୍ଷ ଦୀପାବଳି ବି-ଟାଉନର ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ଏବଂ କିଆରା…
କରିନା ଆରମ୍ଭ କଲେ ଦୀପାବଳି ପ୍ରସ୍ତୁତି, ଫଟୋ ଶେୟାର କରି କହିଲେ…
ବମ୍ବେ: ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍ ନିଜର ଅଭିନୟଜୀବନ ସହ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ରହିଥାନ୍ତି ଚର୍ଚ୍ଚାରେ। ସୋସିଆଲ ମିଡିଆ ସହ ଯୋଡ଼ି ହେବା ପରେ ସେ ଏହାର ଅନେକ ଝଲକ ସେ ଶେୟାର କରିଥାନ୍ତି। ଦୀପାବଳିକୁ ନେଇ…
ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଖ୍ୟାତନାମା ଅଭିନେତା-କମେଡିଆନ୍
ହାଇଦ୍ରାବାଦ: ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ହେଲେ ଦୀପାବଳିର…
ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ସମୟରେ ଚାଲିଗଲା ଟିଭି ଅଭିନେତ୍ରୀଙ୍କ ଜୀବନ…
ବ୍ରାସିଲିଆ,୧୧।୧୧ : ଲିପୋସକଶନ ସର୍ଜରୀ ବିଫଳ ହେବା ପରେ ବ୍ରାଜିଲର ପ୍ରଭାବଶାଳୀ ତଥା ରିଅଲିଟି ଟିଭି ତାରକା ଲୁଆନା ଆଣ୍ଡ୍ରେଡଙ୍କ ୨୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗ୍ଲୋବୋ ୧ ଅନୁଯାୟୀ ସୋମବାର ସାଓ ପାଉଲୋର ସାଓ ଲୁଇଜ ହସ୍ପିଟାଲରେ ଆଣ୍ଡ୍ରେଡଙ୍କ…
ଏହି ଅଭିନେତ୍ରୀଙ୍କୁ ମା’ହୋଇପାରିବେ ନାହିଁ ବୋଲି କହିଥିଲେ…
ପଞ୍ଜାବୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୀରୁ ବାଜୱା ଏକ ସାକ୍ଷାତକାର ରେ କହିଥିଲେ ଏପରି ଏକ ସମୟ ଥିଲା ଯେତେବେଳେ ଡାକ୍ତରମାନେ ତାଙ୍କୁ କଦାପି ମା’ ହୋଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଇଶ୍ବରଙ୍କ ଇଚ୍ଛା ଆଗରେ ସବୁକିଛି ଫେଲ ଭଳି…
ବିବାହ ପରେ ରାଘବଙ୍କ ପ୍ରଥମ ଜନ୍ମଦିନ ପାଳିଲେ ପରିଣିତି
ମୁମ୍ବାଇ: ପରିଣିତି ଚୋପ୍ରାଙ୍କ ସହିତ ବିବାହ ପରେ ଶନିବାର ଅର୍ଥାତ୍ ନଭେମ୍ବର ୧୧ରେ ରାଘବ ଚଢା ତାଙ୍କର ପ୍ରଥମ ଜନ୍ମଦିନ ପାଳନ କରୁଛନ୍ତି। ସ୍ବାମୀଙ୍କ ଏହି ବିଶେଷ ଦିନରେ ଅଭିନେତ୍ରୀ ତାଙ୍କ ଉପରେ ତାଙ୍କ ଭଲ ପାଇବା ଅଜାଡି ଦେଇଛନ୍ତି। ସ୍ବାମୀଙ୍କ…
ଧନତେରାସରେ ନୂଆ ଘର କିଣିଲେ ଅନନ୍ୟା
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି…
Archives


