ଖୁସିରେ ଗଦ୍ଗଦ୍ ହୋଇ ସ୍ବାମୀଙ୍କ ପାଇଁ ଏମିତି କଥା କହିଦେଲେ ଅନୁଷ୍କା
ମୁମ୍ବାଇ,୧୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ବିଶ୍ୱକପ ସେମିଫାଇନାଲରେ ଭାରତ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ସାରା ଦେଶରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ପରିବେଶ ରହିଛି। ଏହି ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ବିଶେଷ ଥିଲା।…
ଦୀର୍ଘ ୧୮ ବର୍ଷ ଧରି ଏହି ରୋଗରେ ପୀଡ଼ିତ ପ୍ରିୟଙ୍କାଙ୍କ ସ୍ବାମୀ
ମୁମ୍ବାଇ: ବଲିଉଡ୍ରେ ଏକ ସଫଳ ଇନିଂସ ଖେଳିବା ପରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ହଲିଉଡ୍ରେ ମଧ୍ୟ ବହୁତ ଭଲ କାମ କରୁଛନ୍ତି। ପ୍ରିୟଙ୍କା ତାଙ୍କ ଆମେରିକୀୟ ସ୍ବାମୀ ନିକ୍ ଜୋନାସ ଏବଂ ଝିଅ ମାଳତୀ ମେରିଙ୍କ ସହିତ ସମୟ ବିତାଉଛନ୍ତି।…
ଟିମ୍ ଇଣ୍ଡିଆକୁ ଚିୟର କଲେ ବଲିଉଡ୍ର ଏସବୁ କଳାକାର
ମୁମ୍ବାଇ,୧୫ା୧୧: ମୁମ୍ବାଇର ଓ୍ବାଙ୍ଖ୍ଡେ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲରେ ବଲିଉଡ୍ର ଅନେକ କଳାକାର ଉପସ୍ଥିତ ରହି ଟିମ୍ ଇଣ୍ଡିଆକୁ ଚିୟର କରୁଛନ୍ତି। ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମାଲହୋତ୍ରା, ରଣବୀର କପୁର, ବିକି କୌଶଲ, ଶାହିଦ…
‘ଚାପୁଡ଼ା ମାରିନାହାନ୍ତି ନାନା, କରୁଥିଲେ ଶୁଟିଂ’
ବମ୍ବେ: ବଲିଉଡ ଅଭିନେତା ନାନା ପାଟେକର ନିଜର ଦମ୍ଦାର ଅଭିନୟ ଲାଗି ରହିଥାନ୍ତି ଚର୍ଚ୍ଚାରେ। ହେଲେ ଏବେ ଏକ ଭିଡିଓ ଯୋଗୁ ତାଙ୍କ ବ୍ୟକ୍ତିତ୍ୱ ଉପରେ ପ୍ରଶ୍ନ ଉଠାଯାଉଛି। ଦର୍ଶକଙ୍କ ଲାଗି ଅଭିନେତାଟିଏ ସଫଳ ହୋଇଥାଏ, ହେଲେ ନାନା ଫଟୋ ଉଠାଇବାକୁ…
ଐଶ୍ୱର୍ଯ୍ୟାଙ୍କ ନାମ ନେଇ ଅଡୁଆରେ ପଡ଼ିଲେ ଏହି କ୍ରିକେଟର, ଶେଷରେ ମାଗିଲେ କ୍ଷମା
ମୁମ୍ବାଇ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ ମଙ୍ଗଳବାର ପାକିସ୍ତାନ କ୍ରିକେଟ ବୋର୍ଡର ନିୟମକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ସେ ନୀଳନୟନା ତଥା ବଲିଉଡ୍ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ନାଁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ।…
ପ୍ରଶଂସକଙ୍କୁ ଶକ୍ତ ଚାପୁଡା ମାରିଲେ ନାନା ପାଟେକର
ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକର ବାରାଣସୀରେ ତାଙ୍କ ଆଗାମୀ ଜର୍ନି ପାଇଁ ଶୁଟିଂ କରୁଛନ୍ତି। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସହରରେ ଶୁଟିଂ ସମୟରେ ନାନା ପାଟେକର ଜଣେ…
ବିଗ୍ ବସ୍ ଘରେ ଗର୍ଭବତୀ ହେଲେ ଅଙ୍କିତା ଲୋଖଣ୍ଡେ, ଭିଡିଓ ଭାଇରାଲ…
ମୁମ୍ବାଇ : ସଲମାନ ଖାନଙ୍କ ବିଗ୍ ବସ୍ ସିଜିନ ୧୭ର ଘରେ ଅଙ୍କିତା ଲୋଖଣ୍ଡେ ଏବଂ ସ୍ବାମୀ ଭିକି ଜୈନଙ୍କ ମଧ୍ୟରେ ଝଗଡା ଚାଲିଛି। ଦୁହେଁ ପରସ୍ପରକୁ ଦୁର୍ବ୍ୟବହାର କରିବାକୁ ପଛାଉ ନାହାନ୍ତି। ତେବେ ଦୈନନନ୍ଦିନ ଝଗଡା ମଧ୍ୟରେ ବିଗ ବସ…
୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହିବା ପରେ କ’ଣ ପାଇଁ ସୈଫଙ୍କୁ ବିବାହ କଲେ କରୀନା, କହିଲେ କାରଣ
ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଏବଂ ନୱାବ ସୈଫ ଅଲି ଖାନ ୨୦୧୨ରେ ବିବାହ କରିଥିଲେ। ଏହା ପୂର୍ବରୁ ଦୁହେଁ ପ୍ରାୟ ୫ ବର୍ଷ ଲିଭ୍-ଇନ୍-ରିଲେସନସିପରେ ରହୁଥିଲେ। ଏବେ ଏକ ସାକ୍ଷାତକାରରେ କରୀନା ଖୁଲାସା କରିଛନ୍ତି ସେ କେଉଁଥିପାଇଁ ବିବାହ…
ଦୀପିକାଙ୍କୁ ଭେଟିବା ପାଇଁ ଆପଏଣ୍ଟମେଣ୍ଟ ନେଉଛନ୍ତି ରଣବୀର, ସୋସିଆଲ ମିଡିଆରେ ଭାଇରାଲ…
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ପ୍ରାୟତଃ କୌଣସି କାରଣରୁ ସବୁବେଳେ ଖବରରେ ରହିଥାନ୍ତି। ସମ୍ପ୍ରତି ଏହି ଦମ୍ପତି କଫି ବିଦ୍କରଣଙ୍କ ସହ ଅଷ୍ଟମ ସିଜିନର ଏପିସୋଡରେ ନଜର ଆସିଥିଲେ, ଯେଉଁଥିରେ ଦୁହେଁ…
ଇମୋଶନାଲ କରିଦେବେ ରଣବୀର
ମୁମ୍ବାଇ: ଡିସେମ୍ବର ପ୍ରଥମ ଦିନରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ଆନିମଲ’ ରିଲିଜ ହେଉଛି। ନିର୍ମାତା ଫିଲ୍ମ ସହିତ ଜଡିତ ଅପଡେଟ୍ସ ପ୍ରଶଂସକମାନଙ୍କ ସହିତ ଗୋଟିଏ ପରେ ଗୋଟିଏ ବାଣ୍ଟୁଛନ୍ତି, ଯାହାଫଳରେ ମୁଭି ବିଷୟରେ ସେମାନଙ୍କର କ୍ରେଜ…
ସିଲଭର ସ୍କ୍ରିନରେ ଶାହାରୁଖଙ୍କ ସହ ଧମାଲ କରିବେ ବିଜୟ
ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏଟଲି ସାଉଥ ସୁପରଷ୍ଟାର ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ। ଆକ୍ସନ ଠାରୁ ଆବେଗ ଏବଂ ରୋମାନ୍ସ ପର୍ଯ୍ୟନ୍ତ ସବୁକିଛି ତାଙ୍କ ଫିଲ୍ମରେ ଦେଖିବାକୁ ମିଳେ। ନିକଟରେ ସେ ଶାହାରୁଖ ଖାଁଙ୍କ ବ୍ଲକବଷ୍ଟର ମୁଭି ଜୱାନ ସହିତ ନିର୍ଦ୍ଦେଶକ ଭାବରେ…
ତାରାଙ୍କ ସହ ବ୍ରେକ୍ଅପ୍ ପରେ ଏହି ଯୁବତୀଙ୍କୁ ଡେଟ୍ କରୁଛନ୍ତି ଆଦର ଜୈନ, ସମ୍ପର୍କ ଉପରେ ମୋହର
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ତାରା ସୁତାରିଆଙ୍କ ପୂର୍ବତନ ପ୍ରେମିକ ଆଦର ଜୈନ। ସେ ଏବେ ଆଉଜଣେ ଯୁବତୀଙ୍କୁ ଡେଟ୍ କରୁଥିବା ସ୍ପଷ୍ଟ ହୋଇଛି। କରିନା କପୁରଙ୍କ ଦୀପାବଳି ପାର୍ଟିରେ ଆଦରଙ୍କୁ ଉକ୍ତ ଯୁବତୀଙ୍କ ସହ ଦେଖାଯାଇଥିଲା। ଉଭୟ…
Archives


