ମନୋରଞ୍ଜନ

ପୁଅ ପାଇଁ ଭାବପ୍ରବଣ ପୋଷ୍ଟ ଲେଖିଲେ ଇମ୍ରାନ

ମୁମ୍ବାଇ: ବଲିଉଡ୍‌ର ସର୍ବୋତ୍ତମ ଅଭିନେତାମାନଙ୍କ ମଧ୍ୟରୁ ଇମ୍ରାନ ହାସ୍‌ମୀ ଅନ୍ୟତମ। ଟାଇଗରରେ ନିଜର ବଳିଷ୍ଠ ଅଭିନୟ ଦେଖାଇଥିବା ଏହି ଅଭିନେତା ଆଜିକାଲି କୌଣସି କାରଣରୁ ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଅଭିନେତା ତାଙ୍କର ୧୩ ବର୍ଷର ପୁଅ ଆୟାନଙ୍କ ପାଇଁ ଏକ ପୋଷ୍ଟ…

ହତ୍ୟାର ୧୧ ଦିନ ପରେ ମିଳିଲା ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହ

ଗୁରୁଗ୍ରାମ,୧୩।୧: ହରିୟାଣାର ଗୁରୁଗ୍ରାମରୁ ଦିବ୍ୟା ପାହୁଜା ମୃତ୍ୟୁକୁ ନେଇ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏହି ନିର୍ଦ୍ଦୟ ହତ୍ୟାକାଣ୍ଡର ୧୧ ଦିନ ପରେ, ଫତେହାବାଦର ତୋହାନା ନିକଟ ଭକ୍ରା କେନାଲରୁ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦିବ୍ୟାଙ୍କ ଶରୀରରେ…

ଧନଶ୍ରୀଙ୍କୁ ସପୋର୍ଟ କରିବାକୁ ପହଞ୍ଚିଲେ ଚହଲ

ମୁମ୍ବାଇ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଡ୍ୟାନ୍ସ ରିଅଲିଟି ସୋ ‘ଝଲକ ଦିଖଲା ଜା’ର ସେଟରେ ଦେଖିବାକୁ ମିଳିଛି। ସେ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କୁ ସମର୍ଥନ କରିବାକୁ ଏଠାକୁ ଆସିଥିଲେ। ଧନଶ୍ରୀ ମଧ୍ୟ ଏଥର ଶୋ’ରେ ଭାଗ ନେଉଛନ୍ତି। ଏହି…

ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଡିନର ଡେଟରେ ଗଲେ ସୋନାକ୍ଷି

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହୁଏତ ଜହିର ଇକବାଲଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହି ନଥିବେ, କିନ୍ତୁ ସେମାନଙ୍କର ସୁନ୍ଦର ଫଟୋ ଏବଂ ପରସ୍ପରର ପୋଷ୍ଟରେ ସ୍ନେହପୂର୍ଣ୍ଣ ମନ୍ତବ୍ୟ ପ୍ରମାଣ କରେ ଯେ ସେମାନେ ପରସ୍ପରକୁ ପାଗଳ ଭାବରେ…

ନାଗାଲାଣ୍ଡରେ ବିବାହ କଲେ ସିଙ୍ଗର ସନମ ପୁରୀ

ମୁମ୍ବାଇ: ଭାରତୀୟ ପପ ରକ ବ୍ୟାଣ୍ଡ ସନାମର ଲିଡ ସିଙ୍ଗର-ମ୍ୟୁଜିସିୟାନ ସନାମ ପୁରୀ ବିବାହ କରିଛନ୍ତି। ହଁ, ମୋଷ୍ଟ ଡିଜାୟରିଂ ବ୍ୟାଚେଲର୍‌ ସନମ ବର୍ତ୍ତମାନ ବିବାହିତ। ସେ ନାଗାଲାଣ୍ଡରେ ବିବାହ କରିଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଖ୍ରୀଷ୍ଟିଆନ…

ଶାହାରୁଖଙ୍କୁ ନୋଟିସ, ବଢିପାରେ ସମସ୍ୟା

ମୁମ୍ବାଇ,୧୨।୧: ଅଭିନେତା ଶାହାରୁଖ ଖାଁଙ୍କ ସମସ୍ୟା ବଢିପାରେ। ବିହାରର ମୁଜାଫରପୁର ଜିଲା ଗ୍ରାହକ ଆୟୋଗ ଅଭିନେତା ଶାହାରୁଖ ଖାଁଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ରେ ହେବ। ଫୁଟବଲର୍‌ ଲିଓନେଲ ମେସିଙ୍କୁ ମଧ୍ୟ ନୋଟିସ ଜାରି…

ନୟନତାରାଙ୍କ ନାମରେ ମାମଲା, ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ନୟନତାରା ଏବଂ ଜୟଙ୍କ ଫିଲ୍ମ ‘ଅନ୍ନପୂର୍ଣ୍ଣି’ ନିକଟରେ ଓଟିଟିରେ ରିଲିଜ୍‌ ହୋଇଛି। ହେଲେ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମୁଣ୍ଡ ଟେକିଛି। ସିନେମାରେ ହିନ୍ଦୁ ସମୂଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବା ଏବଂ ଲଭ୍‌ ଜିହାଦ୍‌କୁ ସମର୍ଥନ…

ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିବାକୁ ନେଇ ଉତ୍ସାହିତ ଅଛନ୍ତି ବାଣୀ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବାଣୀ କପୁର ପ୍ରଥମଥର ପାଇଁ ନାୟକ ଅଜୟ ଦେବଗନଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଅପକମିଂ ଡ୍ରାମା ମୁଭି ‘ରେଡ ୨’ରେ ସେ ଅଜୟଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି। ଦ ମଚ ଆଓ୍ବେଟେଡ ସିକ୍ୱେଲ ମୁଭି…

ଉତ୍ତରକାଶୀ ଟନେଲର ହିରୋଙ୍କୁ ଭେଟିଲେ ଶାହାରୁଖ, ନେଲେ ସେଲଫି

ମୁମ୍ବାଇ,୧୧।୧: ସୁପରଷ୍ଟାର ଶାହାରୁଖ ଖାଁ ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ, ସେ ଉତ୍ତରକାଶୀ ଟନେଲରେ ଫସି ଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ ସେହି ହିରୋମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ସହ ସେଲଫି…

ସୀତାଙ୍କ ଚରିତ୍ର ମୋ’ ପାଇଁ ଜାତୀୟ ପୁରସ୍କାର ଜିତିବା ଭଳି: ଶିବ୍ୟା

ବମ୍ବେ: ପରଦାରେ ମା’ ସୀତାଙ୍କ ଭୂମିକା ତୁଲାଇବା କୌଣସି ଜାତୀୟ ପୁରସ୍କାରଠାରୁ କମ୍‌ ନୁହେଁ। ଏଥିଲାଗି ଅଭିନେତ୍ରୀ ଶିବ୍ୟା ପଠାନିଆ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି। ଶିବ୍ୟା ‘ରାଧାକୃଷ୍ଣ’ରେ ରାଧା, ‘ବାଲ ଶିବ’ରେ ମା’ ପାର୍ବତୀ ଏବଂ ‘ରାମ ସିଆ…

Love story: 12th Failର ରିଅଲ ଯୋଡିଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍‌ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍‌ ହୋଇଛି। ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍‌ ଆଇପିଏସ ମନୋଜ ଓ ଆଇଆରଏସ ଶ୍ରଦ୍ଧା…

ଏମପି କରିବେ ଅଭିନୟ: ରାମଲୀଳାରେ ମନୋଜ ତିଓ୍ବାରୀ ହେବେ ପର୍ଶୁରାମ-ଲକ୍ଷ୍ମଣଙ୍କ ଚରିତ୍ରରେ ରବି କିଶନ…

ଅଯୋଧ୍ୟା,୧୧।୧ : ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଅଯୋଧ୍ୟାରେ ସରଯୁ ନଦି କୂଳରେ ଅବସ୍ଥିତ ରାମଘାଟରେ ରାମଲୀଳା ମଞ୍ଚସ୍ଥ ହେବ। ଏଥିରେ ଦିଲ୍ଲୀର ଭାଜପା ଏମପି ମନୋଜ ତିୱାରୀଙ୍କୁ ପର୍ଶୁରାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri