ନେଟଫ୍ଲିକ୍ସ ଜାରି କଲା ଚଳିତ ବର୍ଷର ଟପ୍ ଟ୍ରେଣ୍ଡିଙ୍ଗ ଫିଲ୍ମ ଲିଷ୍ଟ: ଲୋକପ୍ରିୟ ହୋଇଛି ଏହି ୯ଟି ଫିଲ୍ମ
ମୁମ୍ବାଇ: ବର୍ଷ ସରବାକୁ ବସିଛି। ଅନେକ ନୂଆ, ପୁରୁଣାର ସତେଜ ସ୍ମୃତି ନେଇ ବିଦାୟ ନେଉଛି ୨୦୨୩। ଏହି ବର୍ଷ ବଲିଉଡ ଓ ଓଟିଟି ପ୍ଲାଟଫର୍ମ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ସହ ଓ୍ବେବ ସିରିଜ ମଧ୍ୟ...
ପ୍ରେମକୁ ଆଉ ସୁଯୋଗ ଦେବି ନାହିଁ
ଟିଭି ସିରିଏଲ ‘ଭାବୀ ଜୀ ଘର୍ ପର୍ ହୈ’ରେ ଅଙ୍ଗୁରି ଭାବି ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିବା ଅଭିନେତ୍ରୀ ଶୁଭାଙ୍ଗୀ ଅତ୍ରେ ବିବାହ ବିଚ୍ଛେଦ ଘଟିଛି। ୧୯ ବର୍ଷ ବୈବାହିକ ଜୀବନ ବିତାଇବା ପରେ ସେ...
ଶେହନାଜଙ୍କ ମୁଣ୍ଡରେ ପଗଡ଼ି ଭିଡିଲେ ଗୁରୁ ରାନ୍ଧଓ୍ବା
ଅଭିନେତ୍ରୀ ଶେହନାଜ ଗିଲ ଏବଂ ଗୁରୁ ରାନ୍ଧୱା ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ନିକଟରେ ଶେହନାଜ ଇନଷ୍ଟାରେ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଗୁରୁ ଶେହନାଜଙ୍କୁ ପଗଡି ପିନ୍ଧାଇ ଦେଉଥିବାର ନଜର ଆସିଛନ୍ତି। ଭିଡିଓ ଶେୟାର କରି...
ଜେଲରୁ ପୁଣି ଜ୍ୟାକଲିନଙ୍କୁ ଚିଠି ଲେଖିଲେ ସୁକେଶ
ମୁମ୍ବାଇ: ୨୦୦ କୋଟି ଟଙ୍କା ଲଣ୍ଡରିଂ ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ ଜେଲରେ ଅଛନ୍ତି। ଏହି ମାମଲାରେ ଜ୍ୟାକଲିନଙ୍କ ନାମ ମଧ୍ୟ ରହିଛି ଏବଂ ତାଙ୍କୁ ଏଥର ଅନେକ ଥର ପଚରାଉଚରା କରାଯାଇଛି। ତେବେ ଏହି ଅଭିନେତ୍ରୀ ସୁକେଶଙ୍କ ସହିତ...
ଫିଲ୍ମ ରିଲିଜ୍ ପୂର୍ବରୁ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ପହଞ୍ଚିଲେ କିଙ୍ଗ୍ ଖାନ୍
ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନ ଚଳିତ ବର୍ଷ ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ବର୍ଷ ଶେଷରେ, ଶାହାରୁଖ ଆଉ ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସହିତ ଆସୁଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଡଙ୍କି’ କିଛି ଦିନ ମଧ୍ୟରେ ମୁକ୍ତିଲାଭ...
‘ଟକ୍ସିକ୍’ରେ ୟଶ୍
ମୁମ୍ବାଇ: ‘କେଜିଏଫ୍’ ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍ଙ୍କ ଆଗାମୀ ଫିଲ୍ମକୁ ପ୍ରଶଂସକ ଅପେକ୍ଷା କରିଛନ୍ତି। ତେବେ ନିକଟରେ ୟଶ୍ ସୋସିଆଲ ମିଡିଆରେ ଏକ ଟିଜର ଜାରିକରି ତାଙ୍କ ଫିଲ୍ମର ଟାଇଟଲ ବାବଦରେ ଜଣାଇଛନ୍ତି। ଟିଜର୍ରୁ ତାଙ୍କ ଫିଲ୍ମର...
ବ୍ରେକ ଅପ୍ ପରେ ଅରବାଜଙ୍କୁ ମନେ ପକାଉଛନ୍ତି ଏକ୍ସ ଗର୍ଲଫ୍ରେଣ୍ଡ
ମୁମ୍ବାଇ: ଚାରି ବର୍ଷ ଏକାଠି ରହିବା ପରେ ଅରବାଜ ଖାନ ଏବଂ ଜର୍ଜିଆ ଆଣ୍ଡ୍ରିୟାନି ଅଲଗା ହୋଇଯାଇଛନ୍ତି। ନିକଟରେ ଏହି କପଲ ସେମାନଙ୍କ ବ୍ରେକ ଅପ୍ ବିଷୟରେ ଘୋଷଣା କହିଥିଲେ। ବର୍ତ୍ତମାନ ଜର୍ଜିଆ ଅରବାଜଙ୍କ ସହ ବ୍ରେକଅପ ବିଷୟରେ ଖୋଲାଖୋଲି...
Animal ଫିଲ୍ମ ଭାବି ନମ୍ବର-୨ ଙ୍କ ବଢ଼ିଲା ଡିମାଣ୍ଡ, ରଶ୍ମିକାଙ୍କୁ ପଛରେ ପକାଇ ସାଜିଲେ ନ୍ୟାଶନାଲ କ୍ରସ୍
ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ‘ଆନିମଲ’ ବକ୍ସ ଅଫିସରେ ଝଡ଼ ସୃଷ୍ଟି କରିଛି। ବିଶ୍ୱ ବଜାରରେ ଫିଲ୍ମ ୧୦ ଦିନରେ ୭୧୭ କୋଟିରୁ ଉର୍ଦ୍ଧ ରୋଜଗାର କରି ସାରିଲାଣି। ତେବେ ଫିଲ୍ମରେ ‘ଭାବି ନମ୍ବର-୨’ ଚରିତ୍ରରେ ନଜର ଆସିଥିବା ‘ତୃପ୍ତି...
ଅନନ୍ୟାଙ୍କ ବ୍ରେକଅପ!
ମୁମ୍ବାଇ: ବଲିଉଡର ଆଗଧାଡିର ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଫିଲ୍ମ ‘ଖୋ ଗଏ ହମ କାହଁା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି ଏବଂ ଅନନ୍ୟାଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି। ସେହି ଦିନ ଅର୍ଥାତ୍ ଲଞ୍ଚ ଡେ’ରେ...
ଡରୁଛନ୍ତି ଟ୍ବିଙ୍କଲ
ମୁମ୍ବାଇ: ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ନିଜ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ମଜାଦାର କାହାଣୀ ବାଣ୍ଟନ୍ତି। ନିକଟରେ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ...
ଛାଡ଼ପତ୍ର ପରେ ଏକାକୀ ହୋଇଗଲେ ଏହି ଦାମୀ ଅଭିନେତ୍ରୀ, ଏବେ କରୁଛନ୍ତି ଏମିତି କାମ
ମୁମ୍ବାଇ: ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କମ୍ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଜଣେ ବଡ଼ ହିରୋଙ୍କଠାରୁ ଅଧିକ ଦରମା ପାଆନ୍ତି। ସେହିପରି ବହୁତ କମ୍ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସାରା ଭାରତରେ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ଯେମିତି ଦୀପିକା...
ରୁମର୍ଡ ବୟ ଫ୍ରେଣ୍ଡଙ୍କୁ ‘ସାଇକୋ’ ବୋଲି କହିଲେ ଦବଙ୍ଗ ଗର୍ଲ
ମୁମ୍ବାଇ: ନିକଟରେ ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି। ଜହିର ଇକବାଲଙ୍କ ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଥିବା ସୋନାକ୍ଷୀ ରବିବାର ତାଙ୍କ ଜନ୍ମଦିନରେ ତାଙ୍କୁ ପ୍ୟାର ଭରା ଅନ୍ଦାଜରେ...
Archives


