ମନୋରଞ୍ଜନ

ବିବାହ କରିବେ କ୍ରିତି

ମୁମ୍ବାଇ: ବଲିଉଡର ସ୍ବିଟ କପଲ କ୍ରିତି ଖରବନ୍ଦା ଏବଂ ପୁଲକିତ ସମ୍ରାଟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ମଙ୍କଳବାର, ଜାନୁଆରୀ ୩୦ରେ, ଏହି ଦମ୍ପତିଙ୍କର ଏନଗେଜମେଣ୍ଟ ହୋଇଛି। ସୋସିଆଲ ମିଡିଆରେ କ୍ରିତି ଏବଂ ପୁଲକିତଙ୍କ ଏନଗେଜମେଣ୍ଟର ଫଟୋ ସାମ୍ନାକୁ…

ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର…

ପ୍ରଥମ ସପ୍ତାହରେ ରେକର୍ଡ କଲା ‘ଫାଇଟର’

ମୁମ୍ବାଇ: ଜାନୁଆରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ହ୍ରିତିକ ରୋଶନ-ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଫାଇଟର୍‌’। ଏହା ଆରମ୍ଭ ଦିନରୁ ହିଟ୍‌ ସାବ୍ୟସ୍ତ ହୋଇଛି। ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା…

ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୨୪: ଆଲିଆ-ରଣବୀରଙ୍କୁ ବେଷ୍ଟ ଆକ୍ଟର ଆକ୍ଟ୍ରେସ ଆଓ୍ବାର୍ଡ

ମୁମ୍ବାଇ: ଗୁଜୁରାଟରେ ଫିଲ୍ମଫେୟାର ପୁରସ୍କାରର ୬୯ତମ ସମାରୋହ ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ଚାଲିଥିବା ଏହି ପୁରସ୍କାର କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଘୋଷିତ ହୋଇଥିଲେ। ଏଥର ଏହି ଉତ୍ସବରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତା…

ଭୁଲ ବ୍ୟକ୍ତିଙ୍କ ଉପରେ ଫିଲ୍ମ ହେବା ଦରକାର:ରଣବୀର

ମୁମ୍ବାଇ: ଡିସେମ୍ବର ୧ରେ ରଣବୀର କପୁର, ବବି ଦେଓଲ, ଅନିଲ କପୁର, ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ’ ରିଲିଜ ହୋଇଥିଲା। ମୁଭିଟି ରିଲିଜ ହେବାର ପ୍ରଥମ ଦିନରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଓଟିଟିରେ ରିଲିଜ ହେବା…

ମୁନାଓ୍ବର ଫାରୁକି ବିଗ୍‌ ବସ୍‌ ବିଜେତା

ମୁମ୍ବାଇ,୨୯।୧: ରିଅଲିଟି ଶୋ’ ବିଗ୍‌ ବସ୍‌ ୧୭ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ରବିବାର ରାତିରେ ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ତଥା ରନର୍ସ ଅପ୍‌ ଅଭିଷେକ କୁମାରଙ୍କୁ ପଛରେ ପକାଇ ମୁନାଓ୍ବର ଫାରୁକି ବିଗ୍‌ ବସ୍‌-୧୭ ବିଜୟୀ ଘୋଷିତ ହୋଇଛନ୍ତି। ୩୨ ବର୍ଷୀୟ…

କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍‌

ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍‌ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍‌ ସିରିଜ୍‌ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ…

ଫିଲ୍ମ ଫେୟାର ୨୦୨୪: ବାଜି ମାରିଲା ସାମ ବାହାଦୂର

ମୁମ୍ବାଇ: ଚଳଚ୍ଚିତ୍ର ଜଗତର ସବୁଠାରୁ ଲୋକପ୍ରିୟ ପୁରସ୍କାର ଶୋ ‘ଫିଲ୍ମଫେୟାର ପୁରସ୍କାରର ଅପେକ୍ଷା ଶେଷ ହୋଇଛି। ଏଥର ଏହା ହେଉଛି ୬୯ ତମ ଫିଲ୍ମଫେୟାର ପୁରସ୍କାର ଯାହା ୨୭ ଜାନୁଆରୀରୁ ଆରମ୍ଭ ହୋଇଛି। ଏଥର ଆଓ୍ବାର୍ଡ ଶୋ’ରେ ବଛାବଛା ହିନ୍ଦୀ ଚଳଚ୍ଚିତ୍ର…

ଜେଜେବାପାଙ୍କ ସହ ଖେଳୁଛନ୍ତି ଝିଅ, ଫଟୋ ଶେୟାର କରି ପ୍ରିୟଙ୍କା କହିଲେ…

ମୁମ୍ବାଇ: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ନିକଟରେ ସେ ବିଗ ବସ୍‌-୧୭ର ଫାଇନାଲରେ ପହଞ୍ଚିବା ପାଇଁ ସମ୍ପର୍କୀୟ ଭାଇ ମନ୍ନାରା ଚୋପ୍ରାଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବର୍ତ୍ତମାନ ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ…

ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ, ଏବେ ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮।୧: ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ଭେଟି ଦେଇଥିବା ପାକିସ୍ତାନୀ ଗାୟକ ରାହାତ ଫତେହ ଅଲ୍ଲୀ ଖାନ୍‌ ଏବେ ହରଡଘଣାରେ ପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ନିଜ ଚାକରଙ୍କୁ…

‘କଙ୍ଗୁଭା’ ସହ ବବିଙ୍କ ତାମିଲ ଡେବ୍ୟୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବବି ଦେଓଲ ଶନିବାର ତାଙ୍କ ୫୫ତମ ଜନ୍ମଦିନରେ ଆଗାମୀ ଫିଲ୍ମ ‘କଙ୍ଗୁଭା’ର ନିର୍ମାତା ଅଭିନେତାଙ୍କ ପ୍ରଥମ ଲୁକ୍‌ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଯେଉଁଥିରେ ବବିଙ୍କୁ ଭିଲେନ ଭୂମିକାରେ ଦେଖିବାକୁ ମିଳିଛି। ଅଭିନେତା ଫିଲ୍ମ ‘ଆନିମଲ’ରେ…

Viral Video: ରାସ୍ତା ମଝିରେ ଏମିତି କିଛି କଲେ ରଣବୀର, ସାଉଁଟିବାରେ ଲାଗିଛନ୍ତି ପ୍ରଶଂସା

ମୁମ୍ବାଇ: ବଲିଉଡ୍‌ର ରକ୍‌ଷ୍ଟାର ରଣବୀର କପୁର ବେଶ୍‌ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି। ବେଳେବେଳେ ତାଙ୍କ ରିଲ୍‌ ଚରିତ୍ର ସହିତ ଏବଂ ରିଅଲ ଚରିତ୍ର ମିଶିଯାଏ। ଯେଉଁଥିପାଇଁ ସେ ପ୍ରଶଂସକଙ୍କ ହୃଦୟ ଜିଣି ନେଇଥାନ୍ତି। ଏବେ ସେମିତି ଏକ ଘଟଣା ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri