ମନୋରଞ୍ଜନ

‘୮୩’ରେ ଦୀପିକା ପାଦୁକୋନ

ମୁମ୍ବାଇ : ଚଳଚ୍ଚିତ୍ର ‘୮୩’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନିଆଯାଇଛି। କ୍ରୀଡ଼ାଭିତ୍ତିକ ଏହି ଚଳଚ୍ଚିତ୍ରରେ ସେ ସ୍ବାମୀ ରଣବୀର ସିଂଙ୍କ ସହ ଅଭିନୟ କରିବେ। ଦୀପିକା ଏହି ଚଳଚ୍ଚିତ୍ରରେ ରୋମୀ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରଣବୀର କ୍ରିକେଟର କପିଳଦେବଙ୍କ…

ଭାରତ ମୁଭି ଦେଖିଲେ ଟିମ୍‌ ଇଣ୍ଡିଆ ସଦସ୍ୟ

ଟ୍ରେଣ୍ଟ ବ୍ରିଜ୍‌,୧୩।୬- ଇଂଲଣ୍ଡରେ ଚାଲିଥିବା ବିଶ୍ୱକପ୍‌ରୁ ବ୍ରେକ୍‌ ନେଇ ଭାରତୀୟ କ୍ରିକେଟ ଦଳର ସଦସ୍ୟମାନେ ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଭାରତ ସିନେମା ଦେଖିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା, ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବଙ୍କ ସମେତ ଅନ୍ୟ ଖେଳାଳିମାନେ ଏହି…

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା ପରେ ମନୀଷଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ସୃଷ୍ଟି। ଆଉ ଏବେ ରୋହିତଙ୍କୁ ନିଜ…

ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ପରେ ଡିପ୍ରେସନ୍‌ରୁ ଓହରିବା ପାଇଁ ଏପରି କରୁଥିଲେ କଟ୍ରିନା

ଇଦ୍‌ ଅବସରରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଭାରତ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ସବୁଥର ଭଳି ଏଥର ମଧ୍ୟ ଦର୍ଶକ ସଲମାନ୍‌ ଖାନ୍‌ ଏବଂ କଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ପସନ୍ଦ କରିଛନ୍ତି। ବର୍ତ୍ତମାନ କ୍ୟାଟ୍‌ ରଣବୀରଙ୍କ ସହ ବ୍ରେକ୍‌ଅପ୍‌ ଦୁଃଖରୁ…

ରାଧେ ମା’ ଚରିତ୍ରରେ ନଜର ଆସିବେ ପାୟଲ

ବିବିସି ଟେଲିଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ଘୋଷ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ନାମ। ତେଲୁଗୁ ଫିଲ୍ମ ‘ପ୍ରାୟାନମ୍‌’ରୁ ବଡ଼ ପରଦାରେ ଡେବ୍ୟୁ କରିଥିବା ପାୟଲ ଇତିମଧ୍ୟରେ ୬ରୁ ଊର୍ଦ୍ଧ୍ୱ ଦକ୍ଷିଣ ସିନେମାରେ କାମ…

ଅମିତାଭଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟକୁ ସୋମବାର ରାତିରେ ହ୍ୟାକ୍‌ (ବିନା ଅନୁମତିରେ ଅନ୍ୟ ନେଟଓ୍ବର୍କରେ ପ୍ରବେଶ) କରାଯାଇଛି। ତାଙ୍କର ପ୍ରୋଫାଇଲ୍‌ ପିକ୍ଚରକୁ ବଦଳାଯାଇ ସେ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ପୋଷ୍ଟ କରାଯାଇଛି। ଅମିତାଭଙ୍କ…

ଚର୍ଚ୍ଚାରେ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲିଙ୍କ ପ୍ରେମ କାହାଣୀକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ନବ୍ୟା ଅନେକ ସମୟରେ ନିଜ ସାଙ୍ଗ ସାଥୀ ଓ ପରିବାର ଲୋକଙ୍କ ସହ ମିଶି…

ପୁଣି ଥରେ ଅଜା, ଆଈ ହେଲେ ଧର୍ମେନ୍ଦ୍ର-ହେମା

ମୁମ୍ବାଇ: ବଲିଉଡ୍‌ ନାୟିକା ହେମାମାଳିନୀ ଓ ତାଙ୍କ ସ୍ବାମୀ ଧର୍ମେନ୍ଦ୍ର ପୁଣିଥରେ ଆଈ ଓ ଅଜା ହୋଇଛନ୍ତି। ଏମାନଙ୍କ ଝିଅ ଇଶା ଦଓ୍ବେଲ ପୁଣି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଇଶା ଏହା ଜଣାଇବା ପରେ ତାଙ୍କ ନିକଟକୁ…

କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା ଚିକିତ୍ସା କରାଇଥିଲେ। ଏହାରି ଭିତରେ ସେ ଜୀବନର ବହୁ ସଂଘର୍ଷ ଭିତରେ ଗତି କରିଛନ୍ତି।…

ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ ଏଥର ଏକ ଛୋଟିଆ ଭୁଲ ପାଇଁ ତାଙ୍କୁ ଫିଲ୍ମରୁ ବିଦା ହେବାକୁ ପଡ଼ିଛି। ପ୍ରକୃତ…

କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ ସେଇ ଆଙ୍‌କାକ୍ଷିତ ଦିବସକୁ ଚାହିଁ ରହିଥାଆନ୍ତି। ଫିଲ୍ମ ରିଲିଜ ହେଲେ ଅଭିନେତା ଅଭିନେତ୍ରୀଙ୍କର ଖୁସି…

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଖାସ୍‌ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?